ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର... - TOP NEWS AT 9AM

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର...

TOP NEWS AT 9AM
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Oct 1, 2020, 9:00 AM IST

1-କେନ୍ଦ୍ରାପଡାରୁ 2 ଲକ୍ଷଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବୁଧବାର ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇରୁ ବ୍ରାଉନସୁଗାର ଜବତ । ପ୍ରାୟ 2 ଲକ୍ଷ ମୂଲ୍ୟର ଧଳାଜହର ଜବତ କରିଛି ପୋଲିସ ।

2-ଆଇପିଏଲ 2020: ରାଜସ୍ଥାନର ବିଜୟଧାରାରେ ଲାଗିଲା ବ୍ରେକ, 37ରନ୍‌ରେ ମାତ୍‌ ଦେଲା କେକେଆର

ବୁଧବାର ଦିନ ଦୁବାଇ ଇଣ୍ଟରନ୍ୟାସନାଲ ଗ୍ରାଉଣ୍ଡରେ କୋଲକାତା ନାଇଟ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ 37ରନ୍‌ରେ ମାତ୍‌ ଦେଇ ରାଜସ୍ଥାନ ଦଳର ବିଜୟଧାରାରେ ବ୍ରେକ ଲଗାଇଛି । ତେବେ ଶିଭମ ମାଭିଙ୍କ ଚମତ୍କାର ବୋଲିଂ ଯୋଗୁଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି ।

3-ଜାତୀୟ ନିଶା ନିବାରଣ ଦିବସ: ଭାରତରେ 8.5 ଲକ୍ଷ ଲୋକ ନେଉଛନ୍ତି ଡ୍ରଗ୍ସ

ବର୍ତ୍ତମାନ ନିଶାରେ ଉବୁଟୁବୁ ଅଧିକାଂଶ ଯୁବପିଢି । ଯଦି ଏପରି ଲାଗି ରହିବ ତେବେ ସମୟ ଆସିବ ଦେଶର ଭବିଷ୍ୟତ ବୋଲାଉଥିବା ଯୁବପିଢି ମାନେ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ । ତେଣୁ ଆଜି ହିଁ ଏ ଦିଗରେ ଉଚିତ ପଦକ୍ଷେପ ନେଇ ସେମାନଙ୍କୁ ଓ ସମଗ୍ର ମଣିଷ ସମାଜକୁ ନିଶା ମୁକ୍ତ କରିବାର ସମୟ ଉପନୀତ ହୋଇଛି ।

4-ଇରିଟେବଲ ବୋୱେଲ ସିଣ୍ଡ୍ରୋମ-ଆଇବିଏସ

ଅନେକ କାରଣରୁ ଆଇବିଏସ ରୋଗ ହୋଇଥାଏ। କିଛି ଲୋକ ସୁ-ଆହାର ନେବା ସହ ଜୀବନଶୈଳୀ ଓ ଅବସାଦ ପରିଚାଳନା କରି ଆଇବିଏସ ଲକ୍ଷଣ ନିୟନ୍ତ୍ରଣ କରନ୍ତି।

5-ପୁରୀରେ 10ହଜାର ଟପିଲା କୋଭିଡ୍ ସଂକ୍ରମଣ, ଦିନକରେ 132 ନୂଆ ଚିହ୍ନଟ

ପୁରୀରେ 10ହଜାର ଟପିଲା କୋଭିଡ ପଜିଟିଭ । ଗତ 24 ଘଣ୍ଟା ମଧ୍ୟରେ ନୂଆ 132 କୋଭିଡ ପଜିଟିଭ ଚିହ୍ନଟ ହେବା ସହ ଜିଲ୍ଲାରେ ମୋଟ କୋଭିଡ ପଜେଟିଭ ସଂଖା 10,014ରେ ପହଞ୍ଚିଛି ।

6-ସ୍ବରାଜ୍ୟରେ ମିଳିଲାନି କାମ, ବାହାର ରାଜ୍ୟକୁ ବାହାରିଲେ ଦାଦନ ଶ୍ରମିକ

କୋରୋନା ମହାମାରୀ କାରଣରୁ ନିଜ ରାଜ୍ୟ ଓ ଘରକୁ ଫେରିଥିବା ଶ୍ରମିକ ମାନେ କାମ ଧନ୍ଦା ଅଭାବରୁ ପୁଣି ଅନ୍ୟ ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ।

7-କୋଡିଏରୁ କମ୍‌ ପିଲା ଥିବା ସ୍କୁଲକୁ ପୁନଃ ଖୋଲିବାକୁ ଦାବି

20ରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏନେଇ ସ୍କୁଲ ପୁନଃ ଖୋଲିବା ଦାବିରେ ବୁଧବାର ଆଗଲପୁର ବ୍ଲକ ଖାଲିଆ ପାଳି ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଥିଲେ ଏବଂ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।

8-ରଣପୁରକୁ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ, ନିୟମ ପାଳନ ପାଇଁ ଦେଲେ ନିର୍ଦ୍ଦେଶ

ବୁଧବାର ଜିଲ୍ଲାପାଳ ଅନେକ ସ୍ଥାନ ବୁଲି ପରିଦର୍ଶନ କରିବା ସହ ସମସ୍ତଙ୍କୁ କୋଭିଡ ନିୟମକୁ କଡାକଡି ସହ ପାଳନ କରିବାକୁ ଦେଲେ ନିର୍ଦ୍ଦେଶ ।

9-ନୂଆପଡାରେ ବନଧନ ବିକାଶ କାର୍ଯ୍ୟକ୍ରମ

ଅନୁଷ୍ଠିତ ହୋଇଯାଇଛି ନୂଆପଡା ଜ଼ିଲ୍ଲା ସିନାପାଲି ବ୍ଲକ ନୂଆମାଲପଡା ଗ୍ରାମପଞ୍ଚାୟତ ପ୍ରକୋଷ୍ଠରେ ବନ ଧନ ବିକାଶ କାର୍ଯ୍ୟକ୍ରମ । ତେବେ ଏହି କାର୍ଯ୍ୟକ୍ରମ ଆଦିବାସୀ ଉନ୍ନୟନ ସମବାୟ ନିଗମ TDCC ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା ।

10-ହିଞ୍ଜିଳିର ଜୁଆ ଆଡ୍ଡା ଉପରେ ରେଡ୍, 10 ଜୁଆଡି ଗିରଫ

ଗଞ୍ଜାମର ହିଞ୍ଜିଳି ଆଡପଡା ଗାଁରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରି 10 ଜଣଙ୍କୁ ଗିରଫ କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.