ETV Bharat / bharat

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡଖବର - TOP NEWS

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 15, 2020, 9:01 AM IST

1. ଆଜି ସଂସଦର ଦ୍ବିତୀୟ ଦିନ ମୌସୁମୀ ଅଧିବେଶନ

ଆଜି ସଂସଦ ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ । ସକାଳ 9ଟାରୁ ଆରମ୍ଭ ହେବ ଅଧିବେଶନ । ପ୍ରଥମେ ସକାଳ 9ଟାରୁ ଅପରାହ୍ନ 1ଟା ଯାଏ ରାଜ୍ୟସଭା ଓ ଅପରାହ୍ନ 3ଟାରୁ ସନ୍ଧ୍ୟା 7ଟା ଯାଏ ଲୋକସଭା ଅଧିବେଶନ ବସିବ ।

2. ପୁଲୱାମା ମାରୱାଲ ଅଞ୍ଚଳରେ ଏନକାଉଣ୍ଟର, ଫସି ରହିଛନ୍ତି 3 ଆତଙ୍କୀ

ସୀମାରେ ଅଶାନ୍ତି। ଆରମ୍ଭ ହୋଇଯାଇଛି ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ। ମଧ୍ୟରାତ୍ରିରେ ଏହି ଏନକାଉଣ୍ଟର ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାର ମାରୱାଲ ଗ୍ରାମରେ ଆରମ୍ଭ ହୋଇଛି।

3. ମିଳିତ ଜାତିସଂଘରେ ଚୀନକୁ ଝଟକା, ECOSOC ସଦସ୍ୟ ହେଲା ଭାରତ

ଭାରତ ବର୍ତ୍ତମାନ ଚାରି ବର୍ଷ ପାଇଁ ଏହି ଆୟୋଗର ସଦସ୍ୟ ରହିବ । 2021 ରୁ 2025 ପର୍ଯ୍ୟନ୍ତ ମିଳିତ ଜାତିସଂଘର ମହିଳା ସ୍ଥିତି ଆୟୋଗର ସଦସ୍ୟ ଭାବେ ଦାୟିତ୍ବ ତୁଲାଇବ ।

4. ଜାଲ ଚେକରେ ରାମମନ୍ଦିର ଟ୍ରଷ୍ଟ ଆକାଉଣ୍ଟରୁ ଟଙ୍କା ଉଠାଣ, ଫେରାଇଲା SBI

ରାମଲାଲାଙ୍କ ଆକାଉଣ୍ଟରୁ ଟଙ୍କା ହଡପ। ଜାଲ ଚେକରେ ଏପରି କାରନାମା କରାଯାଇଥିବା ଅଭିଯୋଗ ହୋଇଛି। ରାମଜନ୍ମଭୂମି ମନ୍ଦିର ଟ୍ରଷ୍ଟ ଆକାଉଣ୍ଟରୁ କିଛି ଅଜ୍ଞାତ ଜାଲିଆତିକାରୀଙ୍କ ଦ୍ବାରା ଟଙ୍କା ଚୋରି ହୋଇଥିବା ଅର୍ଥକୁ ଫେରାଇଛି ଷ୍ଟେଟ ବ୍ୟାଙ୍କ।

5. ପେଟ୍ରୋଲ ଟ୍ୟାଙ୍କରରେ ଗଞ୍ଜେଇ, ଡ୍ରାଇଭର ଅଟକ

ରାୟଗଡାରେ ତେଲ ଟ୍ୟାଙ୍କରରେ ଗଞ୍ଜେଇ ଜବତ । ଡ୍ରାଇଭର ଅଟକ । ଅଧିକ ପଢନ୍ତୁ...

6. କୋରୋନା ମୁକ୍ତ ହୋଇ ଘରକୁ ଫେରିଲେ ବ୍ରହ୍ମପୁର ବିଧାୟକ

କୋରୋନାରେ ଆକ୍ରାନ୍ତ ହୋଇ କିଛି ଦିନ ଚିକିତ୍ସିତ ହେବା ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା ।

7. ଦୂରଦର୍ଶନ@61: ଟ୍ରାନ୍ସମିଟରରୁ ସାଟେଲାଇଟ ଯାତ୍ରା

15 ସେପ୍ଟେମ୍ବର 1959 ରେ ଭାରତ ସରକାର ଦିଲ୍ଲୀରେ ଭାରତର ଜନସେବା ପ୍ରସାରଣକାରୀ ବା ଦୂରଦର୍ଶନ କିମ୍ବା DD ଆରମ୍ଭ କରିଥିଲେ। ଗୋଟିଏ ଛୋଟ 5 KW ଟ୍ରାନ୍ସମିଟର ଏବଂ ଏକ ଇମ୍ପ୍ରୋଭାଇଜଡ୍ ଷ୍ଟୁଡିଓ ସହିତ ଏକ ପରୀକ୍ଷଣ ଭାବରେ ଆରମ୍ଭ DD 1982 ରେ ଏକ ଜାତୀୟ ପ୍ରସାରଣକାରୀ ଚ୍ୟାନେଲ ହେଲା ।

8. ଗରିବ ବ୍ରାହ୍ମଣ ପରିବାକୁ 1 ହଜାର ଭତ୍ତା ସହ ମାଗଣା ଘର ଦେବେ ମମତା

ସନାତନ ବ୍ରାହ୍ମଣ ସମ୍ପ୍ରଦାୟ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଅଟନ୍ତି । ସେମାନଙ୍କୁ ମାସିକ ଏକ ହଜାର ଭତ୍ତା ପ୍ରଦାନ କରି ସେମାନଙ୍କୁ ମାଗଣା ଘର ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି ସିଏମ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

9. ସେପ୍ଟେମ୍ବର 21ରୁ ନେପାଳର ଘରୋଇ ବିମାନ ସେବା ଆରମ୍ଭ

ସେପ୍ଟେମ୍ବର 21 ରୁ ନେପାଳ ଉଭୟ ଘରୋଇ ବିମାନ ଏବଂ ଆନ୍ତଃ ଜିଲ୍ଲା ଯାନବାହାନ ଚଳାଚଳ ଆରମ୍ଭ କରିବ। ଏନେଇ ସଂସ୍କୃତି, ପର୍ଯ୍ୟଟନ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଯୋଗେଶ ଭଟ୍ଟରାଇ କହିଛନ୍ତି।

10. ଜଳବାୟୁ ପରିବର୍ତ୍ତନ ଉପରେ ବିଜ୍ଞାନର ଜ୍ଞାନ ନାହିଁ: ଟ୍ରମ୍ପ

ଜଳବାୟୁ ପରିବର୍ତ୍ତନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି । ସବୁବେଳେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଟ୍ରମ୍ପ ଏଥର ଜଳବାୟୁ ଉପରେ ମନ୍ତବ୍ୟ ଦେଇ ସାଧାରଣଲୋକଙ୍କ ଠାରୁ ବୈଜ୍ଞାନିକ ସମସ୍ତଙ୍କୁ ଚକିତ କରିଛି । ଅଧିକ ପଢନ୍ତୁ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.