ETV Bharat / bharat

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9AM
TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 11, 2020, 9:00 AM IST

1-LACରେ ବଢୁଛି ଅଶାନ୍ତି, ସୈନ୍ୟ ଠୁଳ କଲା ଭାରତ

କମୁନି ସୀମାରେ ଉତ୍ତେଜନା । ଯେ କୌଣସି ପରିସ୍ଥିତର ଦୃଢ ମୁକାବିଲା ପାଇଁ ପାଙ୍ଗୋଙ୍ଗ ନିକଟରେ ସେନା ଠୁଳ କଲା ଭାରତ ।

2-ସ୍ବାସ୍ଥ୍ୟ ବିଭାଗର ଅପାରଗତା, ଟ୍ରଲିରେ ବୁହାହେଲେ ରୋଗୀ

ଫେଲ ମାରିଲା 108 ଆମ୍ବୁଲାନ୍ସ ସେବା । ଟ୍ରଲିରେ ବୁହା ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଗଲେ ବୃଦ୍ଧ ରୋଗୀ ।

3-ସ୍କୁଟି ଧକ୍କାରେ ବୃଦ୍ଧ ମୃତ; କାର ଓ ଦୋକାନ ପୋଡିଦେଲେ ଲୋକେ

ସ୍କୁଟି ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁକୁ ନେଇ ଉତ୍ତେଜନା । ରାସ୍ତାରେ ମୃତଦେହ ରଖି ଧାରଣାରେ ବସିଲେ ସ୍ଥାନୀୟ ଲୋକ । ଜାଳିଲେ ଦୋକାନ,ପୋଡିଲେ କାର । ତେବେ ଅନୁଗୋଳ ଛେଣ୍ଡିପଦା ଅଞ୍ଚଳରେ ଘଟିଛି ଘଟଣା ।

4-ଘରେ ପଶି ସଶସ୍ତ୍ର ଡକାୟତି; ଜଣେ କାବୁ, 4 ଫେରାର

ଘରେ ପଶି ସଶସ୍ତ୍ର ଡକାୟତି । 40 ହଜାର ଟଙ୍କା ସହ 8 ଭରିସୁନା ଅଳଙ୍କାର ଲୁଟିନେଲେ ଲୁଟେରା । ଢେଙ୍କାନାଳ ଜିଲ୍ଲା ସଦର ଥାନା ତାଳ ବରକୋଟର ଦେଓପଡାରେ ଡକାୟତି ବେଳେ ଜଣଙ୍କୁ କାବୁ କଲେ ଗ୍ରାମବାସୀ । ଅନ୍ୟ ଚାରିଜଣ ଫେରାର ।

5-ନବରଙ୍ଗପୁର ଜିଲ୍ଲାପାଳଙ୍କ ଫେସ୍‌ବୁକ୍ ଆକାଉଣ୍ଟ‌ ହ୍ୟାକ୍

ନବରଙ୍ଗପୁର ଜିଲ୍ଲାପାଳଙ୍କ ଫେସ୍‌ବୁକ୍‌ ହ୍ୟାକ୍ ହୋଇଥିବା ସୂଚନା ମିଳୁଛି । କୌଣସି ଦୁର୍ବୃତ୍ତ ଜିଲ୍ଲାପାଳଙ୍କ ଫେସବୁକ୍ ହ୍ୟାକ୍ କରିଥିବା ଅଭିଯୋଗ ହୋଇଛି ।

6-ଚୋରା ଚାଲାଣର ନୂଆ ଉପାୟ, ମାଟି ତଳୁ 1350 କେଜି ଗଞ୍ଜେଇ ଜବତ

ଗଞ୍ଜେଇ ଚାଲାଣର ନୂଆ ତରିକା । ମାଟି ଉପରେ ନୁହେଁ ମାଟି ତଳେ ଚାଲିଛି ବେପାର । ସେଣ୍ଟ୍ରାଲ ଡିଭିଜନ ଅଫ୍ ବେଙ୍ଗାଲୁର ସିଟି ପୋଲିସ 1350 କିଲୋଗ୍ରାମର ଗଞ୍ଜେଇ ଜବତ କରିଛି ।

7-ବସ୍ରାରୁ ଭାରତୀୟଙ୍କୁ ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ଚଳାଇବ ଏୟାର ଇଣ୍ଡିଆ

ବନ୍ଦେ ଭାରତ ମିଶନ ଅଧିନରେ ଏୟାର ଇଣ୍ଡିଆ ବିମାନ ସେପ୍ଟେମ୍ବର 17ରେ ଇରାକର ବସ୍ରାରେ ଫସିରହିଥିବା ଭାରତୀୟଙ୍କୁ ନୂଆଦିଲ୍ଲୀକୁ ଫେରାଇ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଚାର୍ଟର ବିମାନ ଚଳାଇବାକୁ ଯୋଜନା କରିଛି। ଏନେଇ ଗୁରୁବାର ବାଗଦାଦରେ ଥିବା ଭାରତୀୟ ଦୂତାବାସ ସୂଚନା ଦେଇଛନ୍ତି ।

8-ରାଜଧାନୀରେ ସଙ୍ଗରୋଧ ଗୃହରୁ ସଂଗ୍ରହ ହେବ ଭେଷଜ ବର୍ଯ୍ୟ

ହୋମ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ଘରୁ ଭେଷଜ ବର୍ଯ୍ୟ ସଂଗ୍ରହ କରିବ । ଜାଗୃତି ଭେଷଜ ବର୍ଯ୍ୟ ମଧ୍ୟରେ ବ୍ୟବହୃତ ସିରିଞ୍ଜ, ଅବଧି ଶେଷ ହୋଇଥିବା ଔଷଧ,ବ୍ୟବହୃତ ମାସ୍କ, ଗ୍ଲୋବସ, ପରିସ୍ରା ଥଳି,ଏବଂ ବ୍ୟବହୃତ କପଡା।

9-ବାହାର ରାଜ୍ୟକୁ ଯାଉଥିବା ଦାଦନ ଶ୍ରମିକଙ୍କ ପଞ୍ଜିକରଣ ପାଇଁ ଦାବି

ବୁଦ୍ଧିଜୀବୀମାନେ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ପଞ୍ଜିକରଣ କରାଯିବାକୁ ପ୍ରସ୍ତାବ ଦେଇଥିବା ବେଳେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଂପାଦକ ଓମପ୍ରକାଶ ମିଶ୍ର ବୌଦ୍ଧ ଜିଲ୍ଲାପାଳଙ୍କୁ ପତ୍ର ଲେଖି ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ।

10-ରୀତିନୀତିରେ ପାଳିତ ହେଲା ପୁଅ ଜୀଉନ୍ତିଆ ଓଷା

ନୂଆପଡା ଜିଲ୍ଲା ଖଡ଼ିଆଳ, ସିନାପାଲି, କୋମନା, ନୂଆପଡା, ବୋଡେନ ବ୍ଲକର ପୁରପଲ୍ଲୀରେ ଦୂତିବାହାନ ବା ପୁଅ ଜୀଉନ୍ତିଆ ଓଷା ଯଥା ରୀତିନୀତିରେ ପାଳିତ ହୋଇଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.