ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 26, 2020, 9:00 AM IST

1.କାରଗିଲ କାହାଣୀ: ଯୁଦ୍ଧର ମୋଡ ପରିବର୍ତ୍ତନ କରିଥିଲା ତୋଲୋଲିଙ୍ଗ-ଟାଇଗର୍ ହିଲ୍

କାରଗିଲର ଗୁରୁତ୍ବପୂର୍ଣ୍ଣ ରଣନୈତିକ ଶିଖରକୁ ପାକିସ୍ତାନ ସେନା କବଳରୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନା କରିଥିବା ଅପରେସନ୍ ଉପରେ ସଂକ୍ଷିପ୍ତ ସୂଚନା..

2.କାରଗିଲ@21: ଶହୀଦଙ୍କ ପାଇଁ ସାଂସଦଙ୍କ ସମ୍ମାନ ପାଣିର ଗାର

କେନ୍ଦ୍ରପଡାର କାରଗିଲ ଶହୀଦ ସଚ୍ଚିଦାନନ୍ଦଙ୍କୁ ଭୁଲି ଯାଇଛନ୍ତି ପ୍ରଶାସନ ଓ ସରକାର । ଆଜି ଭଳି ଦିନରେ ତାଙ୍କୁ ସମ୍ମାନ ଜଣାଇବାକୁ ନିର୍ମାଣ ହୋଇପାରିଲା ନାହିଁ ପ୍ରତିମୂର୍ତ୍ତି..

3.ଶେରଶାହା କ୍ୟାପ୍ଚେନ୍ ବିକ୍ରମ ବାତ୍ରା, ନାମ ଶୁଣିଲେ ଥରୁଥିଲେ ଶତ୍ରୁ

କ୍ୟାପଟେନ୍ ବାତ୍ରାଙ୍କ ଡାଏରୀ ମଧ୍ୟ ଦେଶପ୍ରେମୀ କବିତାରେ ପରିପୂର୍ଣ୍ଣ ଥିଲା..

4.ଆଜି ମୋଦିଙ୍କ ‘ମନ କି ବାତ୍‌’

ଆଜି ଅଲ ଇଣ୍ଡିଆ ରେଡିଓରେ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ତଥା ବିଦେଶରେ ଥିବା ଭାରତୀୟଙ୍କୁ ସମ୍ବୋଧିତ କରିବେ..

5.ଭାସୁଛି ଆସାମ: 27 ଜିଲ୍ଲାର 26.37 ଲକ୍ଷ ଲୋକେ ପ୍ରଭାବିତ, ମୃତ୍ୟୁ ସଂଖ୍ୟା 97କୁ ବୃଦ୍ଧି

ସଙ୍ଗୀନ ଆସାମର ବନ୍ୟା ସ୍ଥିତି । 27 ଜିଲ୍ଲାର 26.37 ଲକ୍ଷ ଲୋକେ ପ୍ରଭାବିତ। ମୃତ୍ୟୁ ସଂଖ୍ୟା 97କୁ ବୃଦ୍ଧି..

6.ଅଧାବାଟରୁ ମୌସୁମୀ ଗାଏବ, ବୀରମହାରାଜପୁରରେ ଆସନ୍ନ ମରୁ଼ଡି

ଅଧାବାଟରୁ ଛୁ ମାରିଲା ମୌସୁମୀ । ସଠିକ ସମୟରେ ମୌସୁମୀ ଆସିଥିଲେ ହେଁ ବର୍ଷାର ଦେଖାନାହିଁ । ତେଣେ ବର୍ଷା ଅଭାବରୁ ମାଟି ଫାଟି ଆଁ କଲାଣି..

7.ଲେଖିକା ବୀଣାପାଣି ମହାନ୍ତିଙ୍କୁ ‘ଅତିବଡି’ ସମ୍ମାନ

ପ୍ରଥିତଯଶା କଥାକାର ତଥା ଔପନାସିକା ବୀଣାପାଣି ମହାନ୍ତିଙ୍କୁ ମିଳିଲା ‘ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର’..

8.ମୋବାଇଲ ରିଚାର୍ଜ ପାଇଁ ପତ୍ନୀକୁ ହତ୍ୟା କରିଥିଲା ସ୍ବାମୀ, ଅଭିଯୁକ୍ତକୁ କୋର୍ଟ ଚାଲାଣ

ଏୟାରପୋର୍ଟ ଥାନା କାରଗିଲ ବସ୍ତି ହତ୍ଯାକାଣ୍ଡର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ..

9.ଇ-କମର୍ସ କମ୍ପାନୀଙ୍କ ପାଇଁ ନୂଆ ନିୟମ ଲାଗୁ, ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ

ଏଣିକି ଇକମର୍ସ କମ୍ପାନୀ ନିଜ ପ୍ଲାର୍ଟଫର୍ମରେ ବିକ୍ରି କରୁଥିବା ସାମଗ୍ରୀର ଉତ୍ପତ୍ତି ଦେଶ ଦର୍ଶାଇବା ବାଧ୍ୟତାମୂଳକ । ଏଥିସହ ଗ୍ରାହକଙ୍କୁ ସାମଗ୍ରୀ ବିକ୍ରି ନେଇ ସରକାର ନୂଆ ନିୟମ ଲାଗୁ କରିଛନ୍ତି..

10.କୋରୋନା କାଳରେ ଭୋଜି କରି ହରଡଘଣାରେ ସୁର

ବିଧାୟକ ସୁର ରାଉତରାୟ ଏବେ ଅଡ଼ୁଆରେ । ଭୋଜିଭାତ କରି ଫସିଛନ୍ତି କଂଗ୍ରସ ବିଧାୟକ । ଏନେଇ ତାଙ୍କ ନାମରେ ମାମଲା ରୁଜୁ ହୋଇଛି..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.