ETV Bharat / bharat

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର - ଟପ୍ 9 ଖବର ଇଟିଭି ଭାରତ

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Jan 22, 2021, 9:04 PM IST

1. କାଲି ହାଲୁଆ ସମାରୋହ, ପେପରଲେସ ହେବ ବଜେଟ

ଶନିବାର ହେବ ପାରମ୍ପରିକ ହାଲୁଆ ସମୋରୋହ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଉଦଘାଟନ କରି ବଜେଟ ପ୍ରକ୍ରିୟା ଆରମ୍ଭ ପାଇଁ ଗ୍ରୀନ ସିଗନାଲ ଦେବେ ।

2. ଷଷ୍ଠ ଦିନରେ ୧୬ ହଜାରରୁ ଊର୍ଦ୍ଧ୍ବ ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକାକରଣ

ପ୍ରଥମ ପର୍ଯ୍ୟାୟ କୋଭିଡ ଟୀକାକରଣର ଆଜି ଷଷ୍ଠ ଦିନ । ଆଜି (ଶୁକ୍ରବାର) ରାଜ୍ୟରେ ୧୫୨ ସେସନ୍ ସାଇଟରେ କୋଭିଡ୍ ଟୀକାକରଣ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬ ହଜାର ୩୮୪ ଜଣ ହିତାଧିକାରୀଙ୍କୁ ଟୀକାକରଣ କରାଯାଇଛି ।

3. ସରକାରଙ୍କୁ 72 ଘଣ୍ଟାର ମହଲତ ଦେଲା ବିଜେପି'

ସ୍ଥଗିତ ହେଲା ଚାଷୀ ଅଧିକାର ଆନ୍ଦୋଳନ । ଗୁରୁବାର ଠାରୁ ସମ୍ବଲପୁରରେ ବିଜେପି ପକ୍ଷରୁ ଚାଲିଥିବା ଚାଷୀ ଅଧିକାର ଆନ୍ଦୋଳନ ସ୍ଥଗିତ ହୋଇଛି।

4. ସରିଲା ଶୁଭ୍ରା କୁଣ୍ଡୁଙ୍କ ରିମାଣ୍ଡ, ଏବେ ଝାଡପଡା ଜେଲ ନୂଆ ଠିକଣା

ଅଭିଯୁକ୍ତ ଶୁଭ୍ରା କୁଣ୍ଡୁଙ୍କର ସରିଛି ରିମାଣ୍ଡ । ଏବେ ତାଙ୍କୁ ଭୁବନେଶ୍ବର ଝାଡପଡା ଜେଲକୁ ପଠାଇଦିଆଯାଇଛି । ତେବେ ଗିରଫ ପରେ ଶୁଭ୍ରାଙ୍କୁ 5 ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ

5.ଜୁନରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ, CWC ବୈଠକରେ ନିଷ୍ପତ୍ତି

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଅସୁସ୍ଥତା କାରଣରୁ ଦଳକୁ ନୂଆ ଅଧ୍ୟକ୍ଷର ସନ୍ଧାନ ପ୍ରକ୍ରିୟା ପୁରା ହୋଇସାରିଛି ।ଭେନୁଗୋପାଳ କହିଛନ୍ତି, ଜୁନ 2021 ସୁଦ୍ଧା କଂଗ୍ରେସକୁ ନୂଆ ଅଧ୍ୟକ୍ଷ ମିଳିଯିବ ।

6. ଜିଲ୍ଲା ପରିଷଦ ବୈଠକରେ ଧାନକିଣା ତାତି

ବଲାଙ୍ଗୀର 10ମ ଜିଲ୍ଲା ପରିଷଦ ବୈଠକରେ ଧାନକିଣାକୁ ନେଇ ରାଜନେତାଙ୍କ ମଧ୍ୟରେ ହଙ୍ଗାମା । ଜିଲ୍ଲାରେ ମିଲର୍ସଙ୍କୁ ସୁହାଇଲା ଭଳି ଧାନକିଣା ଚାଲୁଥିବା ବିଜେପିର ଅଭିଯୋଗ ।

7. ବିଜେପି ହୀନ ରାଜନୀତି କରୁଛି:ନରସିଂହ

ମଣ୍ଡି ସମସ୍ୟା ସହ ଧାନ କିଣାରେ କଟନି ଛଟନି ସମସ୍ୟା । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ।

8. ଜାଣନ୍ତୁ, ଆମେରିକା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହର କିଛି ରୋଚକ କଥା

ଆମେରିକାର ରାଷ୍ଟ୍ରପତିଙ୍କ ଶପଥ ପାଠ ଗ୍ରହଣ ପାଇଁ ଏକ ଉଦଘାଟନୀ ଉତ୍ସବର ଆୟୋଜନ କରାଯାଇଥାଏ । ତେବେ ଏହି ଉତ୍ସବରେ କେଉଁ ରାଷ୍ଟ୍ରପତିଙ୍କ ନାମରେ କ'ଣ ରେକର୍ଡ ରହିଛି ସେ ସମ୍ପର୍କରେ ଆସନ୍ତୁ

9.ବଢୁଛି ହିଟଯୋଡିଙ୍କ କଳି: ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ଅନୁଭବ

ତେଜୁଛି ବର୍ଷା ଅନୁଭବ ବିବାଦ । ମଧ୍ୟସ୍ଥତା ମାଧ୍ୟମରେ ଆପୋଷ ସମାଧାନ ପାଇଁ କଟକ ଏସଡିଜେଏମ କୋର୍ଟ କହିଥିଲା ବେଳେ ଏ ନେଇ ସପୋର୍ଟ କରୁନାହାନ୍ତି ଅନୁଭବ ।

10. 24ରେ ବିବାହ ବନ୍ଧନରେ ବାନ୍ଧି ହେବେ ବରୁଣ-ନତାଶା, ଚାଲିଛି ଜୋରଦାର ପ୍ରସ୍ତୁତି

ଏବେ ବରୁଣ ଏବଂ ନତାଶାଙ୍କ ବିବାହକୁ ନେଇ ଚାଲିଛି ଖୁବ ଚର୍ଚ୍ଚା । ଶୁଣିବାକୁ ମିଳିଛି ଯେ, ବରୁଣ ଏବଂ ନତାଶା ଜାନୁଆରୀ 24ରେ ଆଲିବାଗରେ ବିବାହ କରିବାକୁ ଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.