ETV Bharat / bharat

TOP NEWS@9 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS@9 PM

TOP NEWS@9 PM: ଦେଖନ୍ତୁ, ବର୍ତ୍ତମାନର ବଡ ଖବର

TOP NEWS@9 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Nov 24, 2020, 9:05 PM IST

1. ଆସନ୍ତା 28ରେ ସେରମ ଇନଷ୍ଟିଚ୍ୟୁଟ ଯିବେ ମୋଦି

ମହାମାରୀ କୋରୋନା ସଙ୍କଟ ମଧ୍ୟରେ ପୁଣେର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଦିନ କିଛି ବଡ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି ।

2.ଭୁବନେଶ୍ବରରେ ପହଞ୍ଚିଲେ ମୋହନ ଭାଗବତ

ଭୁବନେଶ୍ବରରେ ପହଞ୍ଚିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ । ସଂଘର ବୈଠକରେ ହେବେ ସାମିଲ ।

3.ଲଭ ଜିହାଦ ବିରୋଧରେ ଅଧ୍ୟାଦେଶ ପାରିତ କଲେ ଯୋଗୀ ସରକାର

ଲଭ ଜିହାଦକୁ ନେଇ ସାରା ଦେଶରେ ଜାରି ବୟାନବାଜି ମଧ୍ୟରେ ଏହା ବିରୋଧରେ ଅଧ୍ୟାଦେଶ ପାରିତ କରିଛନ୍ତି ଉତ୍ତରପ୍ରଦେଶ ଯୋଗୀ ସରକାର ।

4.ବାତ୍ୟା ନିଭାର: ହାଇଆର୍ଲଟରେ ପ୍ରଶାସନ, ଉଦ୍ଧାର ପାଇଁ ପ୍ରସ୍ତୁତ 30 NDRF ଟିମ୍

ମାଡି ଆସୁଛି ‘ନିଭାର’ । ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ । ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ 30 ଏନଡିଆରଏଫ ଟିମ୍‌

5. ମାଡି ଆସୁଛି ବାତ୍ୟା: ତାମିଲନାଡୁରେ ବର୍ଷା ଜାରି, ସମୁଦ୍ର ଅଶାନ୍ତ

ମାଡି ଆସୁଛି ‘ନିଭାର’ । ପ୍ରଭାବରେ ତାମିଲନାଡୁରେ ବର୍ଷା ଜାରି । 26 ତାରିଖ ସନ୍ଧ୍ୟାରେ ଉପକୂଳ ଛୁଇଁବା ସମ୍ଭାବନା ।

6. ରାଜ୍ୟରେ ସୁସ୍ଥ ହେଲେ ଆଉ 648 ଆକ୍ରାନ୍ତ

ରାଜ୍ୟରେ ଆଜି କୋରୋନାରୁ ସୁସ୍ଥ ହୋଇଛନ୍ତି 648 ଜଣ ଆକ୍ରାନ୍ତ । ସୂଚନା ଦେଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

7. ଡିଜିଟାଲ ଷ୍ଟ୍ରାଇକ-3: ଭାରତରେ ଆଉ 43 ଆପ ବ୍ୟାନ୍

ଦେଶରେ ବ୍ୟବହାର କରାଯାଉଥିବା 43 ମୋବାଇଲ ଆପ ଉପରେ ରୋକ ଲଗାଇଲେ ଭାରତ ସରକାର ।

8. ସୁସ୍ଥ ରହିବ ଓଡିଶା, ଆସିଲା ଓଡିଆ ଭାଷାରେ ଫିଟ୍‌ନେସ୍‌ ପ୍ରୋଟୋକଲ ପୁସ୍ତକ

ସୁସ୍ଥ ରହିବ ଓଡିଶା । ସେ ବି ଓଡିଆ ଭାଷାରେ ଫିଟନେସ ବୁକ ଅନୁକରଣ କରି । ଆଜି ମୋଟ ତିନୋଟି ଫିଟ୍‌ନେସ୍‌ ପ୍ରୋଟୋକଲ୍‌ ପୁସ୍ତକ ଉନ୍ମୋଚନ କରିଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ।

9.ପ୍ରଥମ ଡୋଜର 6 ସପ୍ତାହ ପରେ ଆସିଲା ରିପୋର୍ଟ, 95% ପ୍ରଭାବଶାଳୀ ଋଷ ଟୀକା

ପ୍ରଥମ ଡୋଜର 6 ସପ୍ତାହ ପରେ ଆସିଲା ରିପୋର୍ଟ । ସ୍ପୁଟନିକ-ଭି ଭ୍ୟାକ୍ସିନ 95 ପ୍ରତିଶତ ପ୍ରଭାବଶାଳୀ ବୋଲି ଦାବି କରିଛି ଋଷ ।

10. ଡମ୍ଫର ଧକ୍କାରେ 5 ମୃତ, ଅନେକ ଗୁରୁତର

ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡମ୍ଫର ଧକ୍କାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.