ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡଖବର - ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Aug 12, 2020, 7:29 PM IST

1.ପଇସା ଅଭାବରୁ କୌଣସି କୋରୋନା‌ ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ: ମୁଖ୍ୟମନ୍ତ୍ରୀ

ଭିଡିଓ କନଫରେନ୍ସି ଜରିଆରେ କୋଭିଡ୍‌ ପରିଚାଳନା ସମ୍ପର୍କରେ ସମୀକ୍ଷା କରିବା ଅବସରରେ ଏହା ମୁଖ୍ୟମନ୍ତ୍ରୀ କହିଛନ୍ତି ।

2.ଯୁକ୍ତ ୨ ବିଜ୍ଞାନରେ ଓଡିଶାରେ ପ୍ରଥମ ସୁଦିପ ସୁଦର୍ଶନ, ଦଶମରେ ବି ହୋଇଥିଲେ ଟପ୍ପର

ଆଜି ବାହାରିଛି +2ବିଜ୍ଞାନ ରେଜଲ୍ଟ । ସାରା ରାଜ୍ୟରେ ଯୁକ୍ତ ୨ ବିଜ୍ଞାନରେ ଓଡିଶା ଟପ୍ପର ହୋଇଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନର ସୁଦିପ ସୁଦର୍ଶନ ରଣା ।

3.ମାହାଙ୍ଗାରେ ବୃହତ୍ ପାନୀୟଜଳ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ

କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ୨୦୭କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ ବୃହତ୍ ପାନୀୟଜଳ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି

4.କୋଟପାଡ ଆଦିବାସୀ ବାଳିକା ହତ୍ୟା ଘଟଣା: ତଦନ୍ତ ପାଇଁ ଡିଜିଙ୍କୁ ଜାତୀୟ ଜନଜାତି କମିଶନଙ୍କ ଚିଠି

କୋଟପାଡ ଆଦିବାସୀ ବାଳିକାର ଦୁଷ୍କର୍ମ ହତ୍ଯାମାମଲାର ତଦନ୍ତ ପାଇଁ ଡିଜିଙ୍କୁ ଜାତୀୟ ଜନଜାତି କମିଶନଙ୍କ ଚିଠି । ଅଧିକ ପଢନ୍ତୁ...

5.ତଦନ୍ତରେ ଉତ୍କର୍ଷତା ପଦକ ପାଇବେ ରାଜ୍ୟର 4 ପୋଲିସ ଅଧିକାରୀ, ଧର୍ମେନ୍ଦ୍ର ଜଣାଇଲେ ଶୁଭେଚ୍ଛା

‘ତଦନ୍ତରେ ଉତ୍କର୍ଷତା ପଦକ 2020’ରେ ପଦକ ପାଇବାକୁ ଯାଉଥିବା ରାଜ୍ୟର 4 ପୋଲିସ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

6.ଡି ବ୍ରଦର୍ସ ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ

କୁଖ୍ୟାତ ଅପରାଧୀ ଡି ବ୍ରଦର୍ସ ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ କରିଛି କମିଶନରେଟ ପୋଲିସ। ଦୁଇ ଅପରାଧୀଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ଅଧିକ ଖବର ପଢନ୍ତୁ...

7.ରାଜ୍ୟରେ ଜୁନରୁ ଅଗଷ୍ଟ ମଧ୍ୟରେ ୧୪ ପ୍ରତିଶତ କମ ବର୍ଷା

ରାଜ୍ୟରେ ଜୁନ ମାସରୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ୧୪ ପ୍ରତିଶତ କମ ବର୍ଷା ହୋଇଛି । ଏନେଇ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

8.ବେଙ୍ଗାଲୁରୁ ହିଂସାକୁ ନେଇ କଂଗ୍ରେସକୁ ଘେରିଲା ବିଜେପି, ବିଏଲ ସନ୍ତୋଷ ଆଣିଲେ ଗମ୍ଭୀର ଅଭିଯୋଗ

ମଙ୍ଗଳବାର ବେଙ୍ଗାଲୁରୁ ହିଂସାକୁ ନେଇ କଂଗ୍ରେସ ଉପରେ ଗମ୍ଭୀର ଆରୋପ ଲଗାଇଲେ ବିଜେପି ଜାତୀୟ ସଂଗଠନ ମହାସଚିବ ବିଏଲ ସନ୍ତୋଷ ।

9.ଦ୍ବାରକା ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ: 10 ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଅନଲାଇନ ଦର୍ଶନ ବ୍ୟବସ୍ଥା

ଭଗବାନ ଓ ଭକ୍ତଙ୍କ ଆସ୍ଥାକୁ ନଜରରେ ରଖି ଏଥର ଇସ୍କନ ମନ୍ଦିରରେ ଭକ୍ତଙ୍କ ଅନଲାଇନ ଦର୍ଶନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

10.ଭାରତୀୟ ସେନାର ଗୁଳିରେ ହିଜବୁଲ କମାଣ୍ଡର ନିହତ

କାମରାଜୀପୋରାରେ ଭାରତୀୟ ଯବାନଙ୍କ ଗୁଳିରେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନ କମାଣ୍ଡରର ମୃତ୍ୟୁ ହୋଇଥିବା ସୂଚନା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.