ETV Bharat / bharat

TOP NEWS@5PM ଦେଖନ୍ତୁ ବର୍ତ୍ତମାନର ବଡଖବର - NEWS@5PM

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@5PM ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Dec 3, 2020, 5:06 PM IST

1.ପୁନଃରୁଦ୍ଧାର ହେବ ସ୍ମାର୍ଟସିଟି ଜଳାଶୟ, ବୁଝାମଣା ଶେଷ

ସ୍ମାର୍ଟସିଟି ଭୁବନେଶ୍ବରରେ ଜଳବନ୍ଦୀ ସମସ୍ୟାକୁ ଏଡାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏନେଇ ମହାରାଷ୍ଟ୍ରସ୍ଥିତି ନିରୀ ପ୍ରତିଷ୍ଠାନ ସହ ବୁଝାମଣା ଶେଷ ହୋଇଛି ।

2. ରାଜଧାନୀରେ ବିକେନ୍ଦ୍ରିକୃତ ବର୍ଜ୍ୟ ପରିଚାଳନା ପାଇଁ ତାଲିମ ଆରମ୍ଭ

ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଉଛି । ସହରରେ ବିକେନ୍ଦ୍ରିକୃତ ବୈର୍ଜ୍ୟବସ୍ତୁ ପରିଚାଳନା କରିବା ପାଇଁ ପ୍ରଶିକ୍ଷଣ କର୍ମଶାଳା ଆରମ୍ଭ ହୋଇଛି ।

3. ପୁନଃନିଯୁକ୍ତି ଦାବି, ରାଜଧାନୀ ରାଜରାସ୍ତାରେ ମାଣ ବସାଇଲେ ସ୍ବାସ୍ଥ୍ୟକର୍ମୀ

ପୁନଃନିଯୁକ୍ତି ଦାବିରେ ରାଜଧାନୀ ରାଜରାସ୍ତାରେ ମାଣ ବସାଇଲେ ଅଲ ଓଡିଶା ସିସିଏଚର ଶହ ଶହ ସ୍ବାସ୍ଥ୍ୟକର୍ମୀ ।

4. ଖସୁଛି ପାରଦ ବଢୁଛି ଶୀତ, 15 ଡିଗ୍ରୀ ତଳେ ୧୭ ସହର

ଖସୁଛି ପାରଦ ବଢୁଛି ଶୀତ । ପ୍ରତ୍ୟେକ ଦିନ 10 ଡିଗ୍ରୀ ତଳେ 3ଟି ସହରର ତାପମାତ୍ରା ରହୁଥିବା ବେଳେ ଆଜି 15 ଡିଗ୍ରୀ ତଳକୁ ୧୭ ଟି ସହର ରହିଛି । ତେବେ ୮.୮ ଡିଗ୍ରୀ ସେଲସିୟସ ସହ ଫୁଲବାଣୀ ପାଲଟିଛି ସବୁଠୁ ଥଣ୍ଡା ସହର ।

5. ଚାଷୀ ଆନ୍ଦୋଳନ ସମର୍ଥନରେ ପୁରସ୍କାର ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ, ବାଦଲ ଫେରାଇଲେ ପଦ୍ମ ବିଭୂଷଣ

ଚାଷୀଙ୍କ ସହ ବିଶ୍ବାସଘାତ ହୋଇଥିବା ଅଭିଯୋଗ ଆଣି ଚାଷୀ ଆନ୍ଦୋଳ ସମର୍ଥନରେ ପଦ୍ମ ବିଭୂଷଣ ସମ୍ମାନ ପୁରସ୍କାର ଫେରାଇ ଦେଇଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ।

6. କମିଲା RT-PCR ଟେଷ୍ଟ ମୂଲ୍ୟ; ଜାଣନ୍ତୁ, କେଉଁ ରାଜ୍ୟରେ କେତେ ରହିଛି ?

ଓଡିଶାରେ ଘରୋଇ ହସ୍ପିଟାଲରେ ୪୦୦ ଟଙ୍କାରେ ହେବ କୋରୋନା ଆରଟିପିସିଆର ଟେଷ୍ଟ । ତେବେ ଯଦି ସମସ୍ତ ରାଜ୍ୟକୁ ଦେଖିବା ତେବେ ଗୋଆରେ RT-PCR ଟେଷ୍ଟର ମୂଲ୍ୟ ସର୍ବାଧିକ 4500 ଟଙ୍କା ରହିଥିବା ବେଳେ ଓଡିଶାରେ ଏହାର ମୂଲ୍ୟ ସବୁଠୁ କମ ରହିଛି ।

7. ବିଜ୍ଞାନ ଭବନରେ ବୈଠକ ଜାରି, MSP ଉପରେ ଗ୍ୟାରେଣ୍ଟି ଦାବି କଲେ ଚାଷୀ

ବିଜ୍ଞାନ ଭବନରେ ସରକାର ଓ ଚାଷୀଙ୍କ ମଧ୍ୟରେ ଦୀର୍ଘ 3 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଜାରି ରହିଛି ଆଲୋଚନା । ଏମଏସପିକୁ ନେଇ ସରକାରଙ୍କ ନିକଟରେ ନିଜର ଦାବି ପତ୍ର ରଖିଛନ୍ତି ଚାଷୀ ।

8. ଜାରକା ଷ୍ଟାଡିୟମ ବୁଲିଲେ OCA ବୈଷୟିକ ଟିମ୍‌, ରଣଜୀ ପାଇଁ ମିଳିଲା ସବୁଜ ସଙ୍କେତ

ଜାରକାଠାରେ ଥିବା କଳ୍ପତରୁ ଦାସ ଷ୍ଟାଡିୟମରେ ଓଡିଶା କ୍ରିକେଟ ଆସୋସିଏସନର ବୈଷୟିକ ଟିମ୍ । ଏଠାରେ ରଣଜୀ ମ୍ୟାଚ୍ ଖେଳାଯିବ ବୋଲି ଟିମ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ଯାହାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।

9. ମାଳଦ୍ବୀପରେ ବିକିନିରେ ଫଟୋସୁଟ୍ କଲେ ହିନା, ଫଟୋ ଭାଇରାଲ

ଅଭିନେତ୍ରୀ ହିନା ଖାନ ମାଳଦ୍ବୀପରେ ଛୁଟି ଉପଭୋଗ କରୁଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

10. ସାମ୍ନାକୁ ଆସିଲା ପ୍ରଭାସଙ୍କ ଫିଲ୍ମ ‘ସଲାର’ର ଫାଷ୍ଟ ଲୁକ୍

ପୁଣି ବଡ଼ ପରଦାରେ ଧମାକା କରିବାକୁ ଆସୁଛନ୍ତି ବାହୁବଳୀ ଫେମ୍‌ ପ୍ରଭାସ । ଏଥର ତାଙ୍କୁ କେଜିଏଫ୍‌ ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ୍‌ଙ୍କ ଫିଲ୍ମ ‘ସଲାର’ରେ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.