1. ‘ପରୀ ମୃତ୍ୟୁ ଘଟଣା ମୋତେ ବ୍ୟଥିତ କରିଛି, ସତ୍ୟ ଉନ୍ମୋଚନ ହେଉ’
2. ଏଣିକି ଭୁବନେଶ୍ବର ବିମାନବନ୍ଦରରେ ହେବ ଆଣ୍ଟିଜେନ ଟେଷ୍ଟ
କୋରୋନା ସଂକ୍ରମଣକୁ ଏଡାଇବା ପାଇଁ ବିମାନବନ୍ଦରରେ ବିଏମସି ପକ୍ଷରୁ କୋଭିଡ ଚେକଅପ୍ କରାଯିବ ।
3. 3 ଲକ୍ଷରୁ ଊର୍ଦ୍ଧ୍ବ ନକଲି ନୋଟ୍ ଜବତ, ଯୁବକ ଗିରଫ
ନକଲି ନୋଟ କାରବାରରେ ବନ୍ଧା ହେଲେ ଯୁବକ । ଅଭିଯୁକ୍ତ ନିକଟରୁ 3 ଲକ୍ଷ 27 ହଜାର 600 ଟଙ୍କା ମୂଲ୍ୟର ନକଲି ନୋଟ ଜବତ ।
4. ବଦଳିଲା ନିଷ୍ପତ୍ତି, ଡିସେମ୍ବର 31 ଯାଏଁ ଅନ୍ତର୍ଜାତିକ ବିମାନ ଚଳାଚଳ ଉପରେ କଟକଣା
ଡିସେମ୍ବର 31 ତାରିଖ ଯାଏଁ ଦେଶରେ ସମସ୍ତ ପ୍ରକାର ଅନ୍ତର୍ଜାତିକ ବିମାନ ଚଳାଚଳ ଉପରେ କଟକଣା ବଳବତ୍ତର ରହିବ ।
5. କ୍ୟାପିଟାଲ ହସ୍ପିଟାଲରେ MRI ସୁବିଧା, ମିଳିବ ମାଗଣା ଚିକିତ୍ସା
କ୍ୟାପିଟାଲ ହସ୍ପିଟାଲରେ ଏମଆରଆଇ ଶୁଭାରମ୍ଭ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।
6. ପୁରୀ ଧାମ ମନା, ହବିଷ୍ୟାଳିଙ୍କ ପାଇଁ ଶ୍ରୀକ୍ଷେତ୍ର ପାଲଟିଛି ଚଉରା ମୂଳ
7. ସ୍ବାଭିମାନ ଅଞ୍ଚଳରେ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ
8. ବିଧାନସଭାରେ ‘ପରୀ’ ପ୍ରସଙ୍ଗ, ମନ୍ତ୍ରୀଙ୍କ ଇସ୍ତଫା ସହ ଏସଆଇଟି ତଦନ୍ତ ଦାବି କଲା କଂଗ୍ରେସ
ପରୀ ପ୍ରସଙ୍ଗକୁ ନେଇ କଂଗ୍ରେସ ମଧ୍ୟ ମନ୍ତ୍ରୀ ଅରୁଣ ସାହୁଙ୍କୁ ଇସ୍ତଫା ଦାବି କରିଛି ।
9. ଭାରତର ଶ୍ଵେତ ଆନ୍ଦୋଳନର ଜନକ ଭର୍ଗିଜ କୁରିୟନଙ୍କ ଜୟନ୍ତୀ
10. ରିଲିଜ ହେଲା ‘ମୁମ୍ବାଇ ଡାଏରୀଜ 26/11’ର ଦମଦାର ଟିଜର