1.ରାକ୍ଷୀ ପାଇଁ ଭାଇ ଛାଡିଲା ହିଂସାର ମାର୍ଗ, ଆତ୍ମସମର୍ପଣ କଲା କ୍ୟାଡର ମାଓବାଦୀ
ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାରେ ଦେଖିବାକୁ ମିଳିଛି ଭାଇ ଭଉଣୀ ସମ୍ପର୍କର ଏକ ଝଲକ ।
2.ମନ୍ଦିର ଖୋଲିବା ଓ ଠାକୁର ଦର୍ଶନ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା
3.ସାତକୋଶିଆ ଗଣ୍ଡରେ ଜନ୍ମନେଲେ ୫00 କୁମ୍ଭୀର ଶାବକ
4.ବାଲେଶ୍ବର ବଜାରରେ ପ୍ଲାଷ୍ଟିକ ଅଣ୍ଡା !
କୋରୋନା ମହାମାରୀ ସମୟରେ ପ୍ଲାଷ୍ଟିକ ଅଣ୍ଡା ବେପାର ଚାଲିଥିବା ନେଇ ବାଲେଶ୍ବର ସହର ବାସୀ ଅଭିଯୋଗ କରିଛନ୍ତି।
5.୪ ରୁ ଲଘୁଚାପ, ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ
6.ଶନିବାର ଶାହାଙ୍କୁ ଭେଟି ସଙ୍ଗରୋଧରେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ
7.କାଶ୍ମୀର ନେତାଙ୍କ ଘୋଷଣା, ଅମିତ ଶାହାଙ୍କ ପାଇଁ ରଖିବେ ରୋଜା
ଜମ୍ମୁକାଶ୍ମୀରର କୁପୱାରାର ବିଜେପି ନେତା ଗୁଫ୍ତାର ଅହମ୍ମଦ ଅମିତ ଶାହଙ୍କ ପାଇଁ ରୋଜା ରଖିବେ ବୋଲି ଘୋଷଣା କରିଛନ୍ତି ।
8.ଭାରତୀୟ ନ୍ୟୁଜ ଚ୍ୟାନେଲ ଉପରୁ ପ୍ରତିବନ୍ଧକ ହଟାଇଲା ନେପାଳ
9.ରାମ ମନ୍ଦିର ଭୂମି ପୂଜନ ପାଇଁ ଇକବାଲ ଅନସାରୀଙ୍କୁ ନିମନ୍ତ୍ରଣ
ଅଯୋଧ୍ୟା ଭୂମି ପୂଜନରେ ନିମନ୍ତ୍ରଣ ମିଳିବା ପରେ ଇକବାଲ ଅନସାରୀ ଖୁସି ବ୍ୟକ୍ତ କରିଛନ୍ତି ।
10.ଭାଇ ପିନ୍ଧିଲା ମାସ୍କ, ଭଉଣୀକୁ ଉପହାର ଦେଲା ସାନିଟାଇଜର