ETV Bharat / bharat

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

author img

By

Published : Jun 19, 2020, 5:35 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...
TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

1.ସୁପ୍ରିମକୋର୍ଟରେ ପୁଣି ରଥଯାତ୍ରା ମାମଲା, ପୁନଃବିଚାର ପାଇଁ ଦାଏର ହେଲା ପିଟିସନ

ଚଳିତବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ଗତକାଲି (ଗୁରୁବାର) ନିର୍ଦ୍ଦେଶ ଦେଇଥିଲେ । ଆଜି ନିର୍ଦ୍ଦେଶର ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟରେ ମଡିଫିକେସନ ପିଟିସନ ଦାଖଲ କରାଯାଇଛି..

2.ଶ୍ରୀମନ୍ଦିର ଭିତରେ ହେବ ରଥଯାତ୍ରା ନୀତିକାନ୍ତି

ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ପର୍ଯ୍ୟାୟ ବୈଠକ ପରେ ଗଜପତିଙ୍କ ପ୍ରତିକ୍ରିୟା..

3.ଭାରତ-ଚୀନ ବିବାଦ ମଧ୍ୟରେ ଲେହ ପହଞ୍ଚିଲେ ବାୟୁସେନା ମୁଖ୍ୟ

ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଲେହ ଏବଂ ଶ୍ରୀନଗର ଏୟାରବେସ ଗସ୍ତ କରିଛନ୍ତି ବାୟୁସେନା ପ୍ରମୁଖ ଆରକେଏସ ଭଦୌରିଆ..

4.ଶ୍ରମିକଙ୍କ ଉପକରଣ କିଣିବାରେ ୩୦୦ କୋଟି ଦୁର୍ନୀତି, ଅଭିଯୋଗ ଆଣିଲା କଂଗ୍ରେସ

ଶ୍ରମିକଙ୍କୁ ଟୁଲ କିଟ୍ ଓ ସେଫଟି ସୁଜ୍ ଦେବାରେ ରାଜ୍ୟବ୍ୟାପୀ ୩୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଲେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି..

5. ‘ରଥଯାତ୍ରାର କୌଣସି ବିକଳ୍ପ ନାହିଁ’: ସେବାୟତ

ରଥଯାତ୍ରା ସ୍ଥଗିତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସେବାୟତ ଓ ଭକ୍ତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି..

6.ଭାରତୀୟ ଅଲମ୍ପିକ ଆସୋସିଏସନରୁ ହଟିବ ଚାଇନିଜ ପ୍ରାୟୋଜକ

ଭାରତୀୟ ଅଲମ୍ପିକ ଆସୋସିଏସନ(IOA)ରୁ ହଟିବ ଚାଇନିଜ ପ୍ରାୟୋଜକ । ଗୁରୁବାର ଏନେଇ ସୂଚନା ଦେଇଛନ୍ତି ଆଇଓଏ କୋଷାଧ୍ୟକ୍ଷ ଆନନ୍ଦେଶ୍ବର ପାଣ୍ଡେ..

7.ରାଜଧାନୀରେ ପୁଣି 7 କୋରୋନା ଚିହ୍ନଟ, 3 ସ୍ଥାନୀୟ ବାସିନ୍ଦା

ଆଜି ରାଜ୍ୟରେ 165 ମାମଲା ଚିହ୍ନଟ ହୋଇଥିବାବେଳେ ସେଥିରୁ 7 ଭୁବନେଶ୍ବରରୁ ଜଣାପଡିଛି..

8.ଅଳ୍ପ ସେବାୟତ ଓ ପୋଲିସ ବାହିନୀ ମଧ୍ୟରେ ରଥଯାତ୍ରା ହୋଇପାରିବ: ଶଙ୍କରାଚାର୍ଯ୍ୟ

ଚଳିତବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ରଖିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ।

9.ରଥଯାତ୍ରା ବନ୍ଦ ନେଇ କାନ୍ଦିଲେ ସୁର, ଦେଖନ୍ତୁ ଭିଡିଓ...

ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଭାବବିହ୍ବଳିତ ହୋଇ କାନ୍ଦିଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ ।

10.ଦେଶରେ 24 ଘଣ୍ଟାରେ 13586 କୋରୋନା ପଜିଟିଭ, 336 ମୃତ୍ୟୁ ରେକର୍ଡ

ଦେଶରେ ଗତ 24 ଘଣ୍ଟା ମଧ୍ୟରେ ରେକର୍ଡ 13,586 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ 336 କୋରୋନା ମୃତ୍ୟୁ ରେକର୍ଡ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.