ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 1, 2020, 3:01 PM IST

1.26 ବର୍ଷ ପରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ଚଳଚଞ୍ଚଳ ବୁଣାକାର

ମହାପ୍ରଭୁଙ୍କ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବେଶରେ ବିଭୂଷିତ ହୋଇଥାନ୍ତି । ସେଥିମଧ୍ୟରୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନ୍ୟତମ । ଏନେଇ ଏବେ ଚଳଚଞ୍ଚଳ ହୋଇ ଉଠିଛି ଖୋର୍ଦ୍ଧା ବେଗୁନିଆ ରାଉତପଡା ଗ୍ରାମର ତନ୍ତଶାଳ ।

2. ସମ୍ପନ୍ନ ହେଲା ସମଲେଶ୍ୱରୀ ମନ୍ଦିରର ନୂତନ ଧ୍ବଜାରୋହଣ ପରମ୍ପରା

କୁମାରପୂର୍ଣ୍ଣିମା ଅବସରରେ ଦେବୀ ପୀଠ ଗୁଡିକରେ ନୂତନ ଧ୍ବଜାରୋହଣର ପରମ୍ପରା ରହିଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ଵରୀଙ୍କ ରାଜରାଜେଶ୍ବରୀ ବେଶ ସହ ଗତ ରାତ୍ରୀରେ ମନ୍ଦିରରେ ନୂତନ ଧ୍ବଜା ରୋହଣ ପରମ୍ପରା ସମ୍ପନ୍ନ ହୋଇଛି ।

3. କୋଭିଡ ନିୟମକୁ ବେଖାତିର, ଫୁଟବଲ ମ୍ୟାଚରେ ରୁଣ୍ଡ ହେଲେ ଶହଶହ ଲୋକ

କୋଭିଡ ନିୟମକୁ ଫୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ନନ୍ଦିନୀଗୁଡା ଠାରେ । ଶହଶହ ଲୋକ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଖେଳ ପଡିଆରେ ଭିଡ଼ ଜମାଇଥିଲେ ।

4. 4 ବର୍ଷର ଶିଶୁ ଗାଇଲା ‘ମା ତୁଝେ ସଲାମ..’ ପ୍ରଶଂସାରେ ମୋଦି

ମିଜୋରାମର ଚାରି ବର୍ଷର ଶିଶୁ ଏଷ୍ଟର ହନମେଟେଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

5. ଲଭ୍‌ ଜିହାଦ୍‌ ନାଁରେ ଅପରାଧ ବନ୍ଦ କରିବାକୁ ଚେତାଇଲେ ଯୋଗୀ ସରକାର

ଲଭ୍‌ ଜିହାଦ୍‌ ନାଁରେ ଅପରାଧ କରୁଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚେତାବନୀ । ‘ଲଭ୍‌ ଜିହାଦ୍‌ ନାଁରେ ଅପରାଧ କରୁଛନ୍ତି ବା କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ସେଥିରୁ ନିବୃତ୍ତ ରୁହନ୍ତୁ, ନଚେତ୍‌ ‘ରାମ ନାମ ସତ୍ୟ ହେ’ ଯାତ୍ରା ପାଇଁ ପ୍ରସ୍ତୁତ ରୁହନ୍ତୁ’ ।

6. କ୍ଷମତାକୁ ଆସିଲେ ବଢିବ ଅବସର ବୟସ ସୀମା: ତେଜସ୍ବୀ ଯାଦବ

ମହାମେଣ୍ଟ ସରକାର କ୍ଷମତାକୁ ଆସିଲେ ଅବସର ବୟସକୁ ବୃଦ୍ଧି କରାଯିବ । ଯେଉଁଠି ନୀତିଶ କୁମାର 70 ବର୍ଷ ବୟସରେ ନିର୍ବାଚନ ଲଢିପାରୁଛନ୍ତି ସେଠାରେ 50 ବର୍ଷ ରଖାଯିବା ଆଦୌ ଉଚିତ ନୁହେଁ ବୋଲି ତେଜସ୍ବୀ କହିଛନ୍ତି।

7. ସାମୁଦ୍ରିକ ସେବା ପାଇଁ ଆଉ 14ଟି ୱାଟର ଏରୋଡ୍ରୋମ ସେଟ୍ ଅପ୍ କରିବେ ସରକାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଗୁଜୁରାଟର ନର୍ମଦା ଜିଲ୍ଲାର କେଭାଡିଆ ନିକଟରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟି ଏବଂ ଅହମ୍ମଦାବାଦର ସାବରମତୀ ନଦୀ କୂଳେ ସରକାର ଆଉ 14 ଟି ୱାଟର ଏରୋଡ୍ରୋମ ସ୍ଥାପନ କରିବାକୁ ଚାହୁଁଛନ୍ତି।

8. 'ସବୁଜତା ବୃଦ୍ଧି କର, ସୁସ୍ଥ ରୁହ' ବାର୍ତ୍ତା ବାଣ୍ଟୁଛନ୍ତି 'ଗ୍ରୀନ ମ୍ୟାନ' ରୋହିତ ମେହେରା

ନିଆରା ପ୍ରକୃତି ପ୍ରେମୀ । ପେଶାରେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ, ହେଲେ ପ୍ରେମ ବୃକ୍ଷରୋପଣ । ଆମେ କହୁଛୁ ପଞ୍ଜାବ ଲୁଧିଆନାରେ ଆୟକର ବିଭାଗରେ ଯୁଗ୍ମ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ରୋହିତ ମେହେରାଙ୍କ କଥା । ଯିଏ 'ଗ୍ରୀନ ମ୍ୟାନ' ନାମରେ ବେଶ ପ୍ରସିଦ୍ଧ ।

9. ଡାଏନା ଆୱାର୍ଡ ବିଜେତା 'ଚମ୍ପା', ଦିନ ମଜୁରୀ କାମ ଛାଡି ସ୍କୁଲ ଯିବାକୁ ଦେଉଛି ପ୍ରେରଣା

ଝାଡଖଣ୍ଡ ଗିରିଡିହର ଏକ ଛୋଟ ଗାଁର କୁନି ଝିଅ ଚମ୍ପା । ଯିଏ ନିଜ ସହ ଦିନ ମଜୁରିଆ କାମ କରୁଥିବା ଝିଅ ମାନଙ୍କୁ ସଠିକ୍ ରାସ୍ତା ଦେଖାଇବା ସହ ସେମାନଙ୍କୁ ସ୍କୁଲ ଯିବା ପାଇଁ ପ୍ରେରଣା ଦେଉଛି ।

10. ଫ୍ଲିପକାର୍ଟ ଗୋଦାମରେ ଚୋରି, ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ

ଫ୍ଲିପକାର୍ଟ ଗୋଦାମରୁ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟ୍ । ଉତ୍ତରପ୍ରଦେଶର ରାମପୁରର କୋଟୱାଲି ସିଭିଲ୍ ଲାଇନ୍ସ ଅଞ୍ଚଳରେ ଖୁଚୁରା ଇ-କମର୍ସ ଫ୍ଲିପକାର୍ଟର ଗୋଦାମ ଭିତରେ 5 ଜଣ ବ୍ୟକ୍ତି ବନ୍ଧୁକ ଦେଖାଇ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.