ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର - TOP NEWS

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Oct 1, 2020, 2:58 PM IST

1. ବିଦ୍ୟୁତ ଦର ବୃଦ୍ଧିକୁ ନେଇ ବିଧାନସଭାରେ ହଙ୍ଗାମା, ଅପରାହ୍ନ 3ଟା ଯାଏଁ ଗୃହ ମୁଲତବୀ

ବିଧାନସଭାରେ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ମନ୍ତ୍ରୀଙ୍କ ଉତ୍ତରରେ ବର୍ଷିଛନ୍ତି ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି । ଅପରାହ୍ନ 3ଟା ଯାଏଁ ଗୃହ ମୁଲତବୀ

2. ବିଜୁଳି ଦର ବୃଦ୍ଧି ପ୍ରସଙ୍ଗ: ଗୃହରେ ଉତ୍ତର ରଖିଲେ ଶକ୍ତିମନ୍ତ୍ରୀ

ବିଧାନସଭାରେ ଆରମ୍ଭ ହେଲା ବିଦ୍ୟୁତ ସମ୍ପର୍କିତ ମୁଲତବୀ ନୋଟିସ। ମୁଲତବୀ ନୋଟିସ ଆଣିଥିଲେ ବିରୋଧୀ ।

3. ରାଜ୍ୟରେ ପୁଣି କୋରୋନା ନେଲା 17 ଜୀବନ, ମୋଟ ସଂଖ୍ୟା 859କୁ ବୃଦ୍ଧି

ଓଡିଶାରେ ସଂକ୍ରମଣ ସଂଖ୍ୟା ଯେଭଳି ବୃଦ୍ଧି ପାଉଛି ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଯାହାକୁ ନେଇ ବର୍ତ୍ତମାନ 859ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା।

4. ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ଫୋକସ୍, TMC ନେତାଙ୍କ ଉପରେ ଦେବ ଧ୍ୟାନ

ଭାରତୀୟ ଜନତା ପାର୍ଟିର ନେତୃତ୍ବ ପଶ୍ଚିମବଙ୍ଗ ଉପରେ ସମ୍ପୂର୍ଣ୍ଣ ନଜର ରଖିଛି । 2021 ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାର ଅଛି ତେଣୁ ଦଳ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛି।

5. ବାବ୍ରି ମସଜିଦ୍ ମାମଲା: ସଠିକ୍ ପ୍ରମାଣିତ ହେଲା CBI ପୂର୍ବ ନିର୍ଦ୍ଦେଶକଙ୍କ ବୟାନ

ସିବିଆଇର ପୂର୍ବତନ ନିର୍ଦ୍ଦେଶକ ପି.ସି ଶର୍ମା ବୁଧବାର କହିଛନ୍ତି ଯେ ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ସମସ୍ତ 32 ଅଭିଯୁକ୍ତଙ୍କ ନିର୍ଦ୍ଦୋଷ ପ୍ରମାଣିତ କରାଯିବା ତାଙ୍କ ଅନୁମାନକୁ ଠିକ୍ ପ୍ରମାଣିତ କରିଛି ।

6. ହାଥରସ ପରେ ବଳରାମପୁରରେ ଗଣଦୁଷ୍କର୍ମ, ବିଜେପିକୁ ଘେରିଲେ ରାହୁଲ

ଉତ୍ତରପ୍ରଦେଶର ହାଥରସରେ ଗଣଦୁଷ୍କର୍ମ ପରେ ସାରା ଦେଶରେ ଆକ୍ରୋଶ ଜାରି ରହିଛି। ଏହି ସମୟ ମଧ୍ୟରେ ରାଜ୍ୟ ସରକାରଙ୍କୁ ବିରୋଧୀମାନେ ଟାର୍ଗେଟ କରୁଛନ୍ତି।

7-ମହାରାଷ୍ଟ୍ରରେ ଅକ୍ଟୋବର 31 ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି

ଦେଶରେ ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ଆଗରେ ରହିଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନକୁ ବୃଦ୍ଧି କରିଛନ୍ତି ।

8-ୱାର୍କ ଫ୍ରମ ହୋମରେ କୋରୋନା ଯୋଦ୍ଧାଙ୍କ କଥା ଭାବିଲେ ଟେକ୍ନିସିଆନ, ତିଆରି କଲେ ରୋବର୍ଟ ନର୍ସ

ଏଣିକି କୋଭିଡ ଆକ୍ରାନ୍ତଙ୍କ ଯତ୍ନ ନେବ ରୋବୋଟିକ ନର୍ସ । ରିମୋଟ ଦ୍ବାରା ଚାଳିତ ରୋବର୍ଟ ଏବେ କୋରୋନା ଆକ୍ରାନ୍ତଙ୍କୁ କରିବ ସୁସ୍ଥ । ଲକଡାଉନରେ ୱା ର୍କ ଫ୍ରମ ହୋମରେ କାମ କରୁ ଏପରି କିଛି କଳ୍ପନା କରି ସମ୍ବଲପୁରରେ ଜଣେ ଯୁବକ ତିଆରି କରିଛନ୍ତି ରୋବର୍ଟ ନର୍ସ ।

9-ହାଥରସ ପୀଡିତାଙ୍କୁ ନ୍ୟାୟ ଦାବିରେ ପୁରୀ ଯୁବ କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ରାଲି

ହାଥରସ ପୀଡିତାଙ୍କୁ ନ୍ୟାୟ ଦାବିରେ ପୁରୀ ଯୁବ କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ରାଲି ।

10-ବର୍ଷାରେ ବେହାଲ ଅନୁଗୋଳ, ଡାକ୍ତରଖାନାରେ ପଶିଲା ନର୍ଦ୍ଦମା ପାଣି

ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହେବାରୁ ସରକାରୀ ଡାକ୍ତରଖାନାରେ ନାଳ ନର୍ଦ୍ଦମାର ପାଣି ପ୍ରବେଶ କରିଥିଲା । ଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.