ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 20, 2020, 3:04 PM IST

1.ଭୁବନେଶ୍ବର ମଧ୍ୟ ବିଧାୟକଙ୍କୁ କୋରୋନା

ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କୋରୋନା। ଟ୍ବିଟ୍‌ କରି ଦେଲେ ସୂଚନା ।

2.ସ୍ବଚ୍ଛ ସର୍ଭେକ୍ଷଣ 2020, ଓଡିଶା ହାତେଇଲା 2 ଜାତୀୟ ପୁରସ୍କାର

ସ୍ବଚ୍ଛ ସର୍ଭେକ୍ଷଣ 2020 ରେ ଓଡିଶାକୁ 2ଟି ଜାତୀୟ ପୁରସ୍କାର ମିଳିଛି । ଦ୍ରୁତ ଅଗ୍ରଗତି ରାଜ୍ୟ ଭାବେ ଓଡିଶାକୁ ଏହି ଆୱାର୍ଡ ମିଳିଛି । ଏଥିସହ ବ୍ରହ୍ମପୁର ମଧ୍ୟ ଏକ କ୍ୟାଟେଗୋରୀରେ ବିଜୟ ହାସଲ କରିଛି ।

3.ଷ୍ଟାଫ ସିଲେକ୍ସନ କମିଶନର ନୂଆ ସଦସ୍ୟ ଜଗନ୍ନାଥ ଲେଙ୍କା

ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ର ନୂଆ ସଦସ୍ୟ । ପ୍ରଫେସର ଜଗନ୍ନାଥ ଲେଙ୍କାଙ୍କୁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନର ନୂଆ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି ।

4.ଗଣେଶ ପୂଜା ହେବ କି ନାହିଁ ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନ: ହାଇକୋର୍ଟ

ଗଣେଶ ପୂଜା ହେବ କି ନାହିଁ ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନ । ପୂଜା ମଣ୍ଡପରେ ଗଣେଶ ପୂଜା ପାଇଁ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଇପାରିବେ ବୋଲି ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି ।

5.ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ: ସାରା ରାଜ୍ୟରେ ବର୍ଷା ଜାରି

ସାରା ରାଜ୍ୟକୁ କଲବଲ କରିଛି ଲଗାଣ ବର୍ଷା । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି।

6.ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 70 ହଜାର ପାର

ରାଜ୍ୟରେ ଗୋଟିଏ ଦିନରେ 2,898 ଆକ୍ରାନ୍ତ ଚିହ୍ନଟ । 8 ମୃତ ।

7.ଇସ୍ରୋର ଘରୋଇକରଣ ହେବନି: କେ. ସିଭନ

ଘରୋଇ କମ୍ପାନୀଙ୍କ ପାଇଁ ମହାକାଶ କ୍ଷେତ୍ରର ଦ୍ବାର ଖୋଲିବା ଅର୍ଥ ନୁହେଁ ଏହାର ଘରୋଇକରଣ ହେବା । ଏହା ଦ୍ବାରା ଇସ୍ରୋର ବିକାଶ ଏବଂ ଟେକ୍ନୋଲୋଜି ବିସ୍ତାର ହେବ ।

8.ଛାତ୍ରୀର ହାର୍ଟ ସର୍ଜରୀ ପାଇଁ 9 ଲକ୍ଷ 90 ହଜାର ସହାୟତା ଦେଲେ ଯୋଗୀ ସରକାର

ବିଏଡ୍ ଛାତ୍ରୀର ହାର୍ଟ ସର୍ଜରୀ ପାଇଁ ଆର୍ଥିକ ସହାୟତା ପ୍ରଦାନ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ 9.9 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

9.ବାଥଟବରୁ ମିଳିଲା ଫଟୋଗ୍ରାଫର ରାମଙ୍କ ମୃତଦେହ

ଆତ୍ମହତ୍ୟା କଲେ ଫେମସ ଫଟୋଗ୍ରାଫର, ଆର୍ଟିଷ୍ଟ ରାମ ଇନ୍ଦ୍ରନୀଲ । ଘର ବାଥଟବରୁ ମିଳିଲା ତାଙ୍କ ମୃତଦେହ ।

10.ଯୌନ ଶୋଷଣ ଅଭିଯୋଗକୁ ଖଣ୍ଡନ କଲେ ମହେଶ

ସୋସିଆଲ ମିଡିଆରେ ବୁଧବାର ଏକ ପୋଷ୍ଟ କରି ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କଲେ ମହେଶ । ନିକଟରେ ତାଙ୍କ ଉପରେ ଯୌନ ଶୋଷଣ କରୁଥିବା କମ୍ପାନୀଙ୍କୁ ସମର୍ଥନ କରିବା ଅଭିଯୋଗ ଲଗାଇଥିଲା ମହିଳା ଆୟୋଗ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.