ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 23, 2020, 2:59 PM IST

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଡାହାଣୀ ସନ୍ଦେହରେ ପରିବାରକୁ ସାମାଜିକ ବାସନ୍ଦ ସହ ହତ୍ୟା ଧମକ

ସୁନ୍ଦରଗଡ଼ ଜିଲ୍ଲାରୁ ଡାହାଣୀ ଓ ଗୁଣି ଗାରେଡି ସନ୍ଦେହରେ ସୁନ୍ଦରଗଡ଼ ବିରମିତ୍ରପୁର ରତାଖଣ୍ଡି ଗାଁର ଏକ ପରିବାରକୁ ସାମାଜିକ ବାସନ୍ଦ ସହ 20 ହଜାର ଟଙ୍କା ଜୋରିମାନା ଦାବି କରିଛନ୍ତି ଗାଁ ଲୋକେ ।

2.କୋରୋନା ଭୟ; 2 ଦିନିଆ ଭୁବନ ଏନଏସି ସଟଡାଉନ

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଆଜି ଠାରୁ ଦୁଇ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ।

3.ମଣିପୁରର ପ୍ରତି ଘରେ ପହଞ୍ଚିବ ପାଣି, ପ୍ରଧାନମନ୍ତ୍ରୀ ଉଦଘାଟନ କଲେ ଜଳ ଯୋଗାଣ ପ୍ରକଳ୍ପ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମଣିପୁରରେ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି । ‘ପ୍ରତି ଘରେ ଜଳ ମିଶନ’ ଅଧୀନରେ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

4.ଶିବରାଜଙ୍କ ମନ୍ତ୍ରୀମଣ୍ଡଳର ସମବାୟ ମନ୍ତ୍ରୀ କୋରୋନା ପଜିଟିଭ

ମଧ୍ୟପ୍ରଦେଶ ସରକାରରେ କୋରୋନା ଆତଙ୍କ । ଶିବରାଜ ସରକାରଙ୍କ ସମବାୟ ମନ୍ତ୍ରୀ ଅରବିନ୍ଦ ଭଦୌରିଆ କୋରୋନା ପଜିଟିଭ ଥିବା ଜଣାପଡିଛି ।

5.ରାଜସ୍ଥାନ ରାଜନୀତି ରଣ: କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ବିରୋଧରେ ଯାଞ୍ଚ କରିବ SOG

ରାଜସ୍ଥାନରେ ଚାଲିଥିବା ରାଜନୀତି ରଣ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ବିରୋଧରେ ଯାଞ୍ଚ କରିବ SOG ।

6.ତାମିଲନାଡୁ ରାଜଭବନରେ ପଶିଲା କୋରୋନା, 84 ଜଣ କର୍ମଚାରୀ ପଜିଟିଭ

ତାମିଲନାଡୁ ରାଜଭବନରେ କାର୍ଯ୍ୟ କରୁଥିବା 84 ଜଣ ବ୍ୟକ୍ତି କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କେହି ରାଜ୍ୟପାଳଙ୍କ ସହିତ ସଂସ୍ପର୍ଶରେ ଆସିନଥିବା ଜଣାପଡିଛି ।

7.ଲକଡାଉନ୍ ରିଟର୍ଣ୍ଣ: ପଶ୍ଚିମବଙ୍ଗରେ 3, ଭୋପାଳରେ 10, ମଣିପୁରରେ 14 ଦିନ ବନ୍ଦ ଘୋଷଣା

ଚଳିତ ମାସରେ ପଶ୍ଚିମବଙ୍ଗରେ 3 ଦିନିଆ ଲକଡାଉନ୍ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ମଧ୍ୟ 10 ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି।

8.ୟୁଜିସି ଗାଇଡଲାଇନକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ସୁପ୍ରମିକୋର୍ଟ ଆଜି ୟୁଜିସି ଗାଇଡଲାଇନକୁ ଚ୍ୟାଲେଞ୍ଜ କରିଥିବା 31 ଛାତ୍ରଛାତ୍ରୀଙ୍କ ଆବେଦନର ଶୁଣାଣି କରିବେ।

9.30 ବର୍ଷରେ ଚହଲ: ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଯୁବରାଜ, ଶାସ୍ତ୍ରୀ

30 ତମ ଜନ୍ମଦିନ ପାଳନ କରୁଛନ୍ତି ଭାରତୀୟ ସ୍ପିନ ୟୁଜବେନ୍ଦ୍ର ଚହଲ । ଶୁଭେଚ୍ଛା ଜଣାଇଲେ ମୁଖ୍ୟ କୋଚଙ୍କ ସହ ସାଥୀ ଏବଂ ପୂର୍ବତନ ଖେଳାଳି ।

10.ଜାତିବର୍ଣ୍ଣ ଭେଦ ନେଇ ସାଙ୍ଗାକାରାଙ୍କ ମତ: ରାତିରାତି ଆସେ ନାହିଁ ପରିବର୍ତ୍ତନ

ଜାତି-ବର୍ଣ୍ଣ ଭେଦ ନେଇ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ମତ ରଖିଛନ୍ତି । ରାତିରାତି ଆସେ ନାହିଁ ପରିବର୍ତ୍ତନ କହିଲେ ସାଙ୍ଗାକାରା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.