ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 17, 2020, 3:03 PM IST

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ମାଲକାନଗିରି ପୋଲିସକୁ ସଫଳତା: ସ୍ବାଭିମାନ ଅଞ୍ଚଳରେ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି ଜିଲ୍ଲା ପୋଲିସକୁ ବଡ ସଫଳତା । ସ୍ବାଭିମାନ ଅଞ୍ଚଳରେ ମାଓ କ୍ୟାମ୍ପ ଠାବ । ଏହି ସମୟରେ ଉଭୟ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

2.ବିଶ୍ବର କୌଣସି ଶକ୍ତି ଭାରତଠୁ ଇଞ୍ଚେ ଜମି ନେଇପାରିବ ନାହିଁ: ରାଜନାଥ ସିଂହ

ସୀମା ବିବାଦର ସମାଧାନ ପାଇଁ ଆଲୋଚନା ଚାଲିଛି। କିନ୍ତୁ ମୁଁ ନିଶ୍ଚିତ କରିପାରେ ଯେ ଆମ ଜମିର ଏକ ଇଞ୍ଚ ମଧ୍ୟ ବିଶ୍ବର କୌଣସି ଶକ୍ତି ନେଇପାରିବ ନାହିଁ ବୋଲି ରାଜନାଥ ସିଂହ କହିଛନ୍ତି ।

3.ଲକଡାଉନ ପ୍ରଭାବ: ହୋଟେଲରେ ହେଉନି ବେପାର, ଚିନ୍ତାରେ ମାଲିକ

ହୋଟେଲ ମାଲିକଙ୍କ ଉପରେ ଦାଉ ସାଜୁଛି ଲାକଡାଉନ। ପରିବାର ପ୍ରତିପୋଷଣ ପାଇଁ ବଢୁଛି ଚିନ୍ତା।

4.ରାଜ୍ୟରେ ଆଉ 718 କୋରୋନା ପଜିଟିଭ ଚିହ୍ନଟ: 16ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଆଜି ପୁଣି ରାଜ୍ୟରେ ସର୍ବାଧିକ 718 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ରାଜ୍ୟରେ 16 ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏପଟେ ଦିନକରେ 4ଜଣଙ୍କ ମୃତ୍ୟୁ ହୋଇଛି ।

5.ରାଜ୍ୟରେ କୋରୋନା ନେଲା ଆଉ 4 ଜୀବନ

ରାଜ୍ୟରେ ପ୍ରତିଦିନ ବଢୁଛି କୋରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା । ଶୁକ୍ରବାର ପୁଣି 4 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି ।

6.କାନପୁର ଏନକାଉଣ୍ଟର: ସାଧାରଣ ଲୋକଙ୍କ ବୟାନ ରେକର୍ଡ କରିବ ଏସଆଇଟି

ବିକାଶ ଦୁବେଙ୍କ ଏନକାଉଣ୍ଟର ମାମଲାର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି । ଏହି ଦଳ ଆଜି ଠାରୁ ଜୁଲାଇ 25 ଜୁଲାଇ ମଧ୍ୟରେ ବୟାନ ରେକର୍ଡ କରିବ ।

7.'ଅଡିଓରେ ମୋ ଭଏସ୍ ନାହିଁ, ତଦନ୍ତ ପାଇଁ ମୁଁ ପ୍ରସ୍ତୁତ'

ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ ମୋ ସ୍ବର ନାହିଁ । ଏହି ଅଡିଓ ସମ୍ପୁର୍ଣ୍ଣ ଭାବରେ ଫେକ୍‌ ଅଟେ । ମୁଁ କୌଣସି ପ୍ରକାର ତଦନ୍ତ ପାଇଁ ପ୍ରସ୍ତୁତ ଅଛି ବୋଲି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି ।

8.ଗୁନା ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଆବଶ୍ୟକ: କଂଗ୍ରେସ ନେତା

ଗୁନା ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ନେତା ଦିପକ ସିଂ କହିଛନ୍ତି ।

9.ହସ୍ପିଟାଲରେ ବେଡ ନ ପାଇ ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚିଲେ କୋରୋନା ଆକ୍ରାନ୍ତ

ମୁଁ କୋରୋନା ଆକ୍ରାନ୍ତ, ମୋ ପୁଅ ଜ୍ବରରେ ପୀଡିତ । ମୋ ପାଖରେ ପଇସା ନଥିବାବେଳେ ଚିକିତ୍ସା ପାଇଁ ମୋତେ କୌଣସି ହସ୍ପିଟାଲରେ ବେଡ ମିଳୁନଥିବା ଅଭିଯୋଗ କରିଛନ୍ତି ଜଣେ କୋରୋନା ଆକ୍ରାନ୍ତ ।

10.ମହାରାଷ୍ଟ୍ର ପୋଲିସକୁ 25 ହଜାର ଫେସ ସିଲ୍ଡ ଦେଲେ ସୋନୁ

ପୁଣି ନିଜ ମହାନ କାର୍ଯ୍ୟ ପାଇଁ ଛାଇଲେ ସୋନୁ ସୁଡ। ସେ କ୍ରମାଗତ ଭାବେ ଦେଶବାସୀଙ୍କ ସେବା କରିବାରେ ଲାଗିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.