ETV Bharat / bharat

TOP NEWS @3PM, ବର୍ତ୍ତମାନର ବଡ ଖବର - ପତିପତ୍ନୀ ସାଜିଲେ ପ୍ରେମୀଯୁଗଳ

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM
TOP NEWS @3PM
author img

By

Published : Jun 24, 2020, 3:12 PM IST

1. ବିଜେଡି ନେତା ବିଷ୍ଣୁ ଦାସ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ବରିଷ୍ଠ ନେତା ବିଷ୍ଣୁ ଦାସ ଅସୁସ୍ଥ। ତାଙ୍କର ବ୍ରେନ ଷ୍ଟ୍ରୋକ ହେବ ଯୋଗୁଁ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

2.ରଥଯାତ୍ରାରେ ସାମିଲ ସମସ୍ତ ବ୍ୟକ୍ତିଙ୍କ ପୁଣିଥରେ ହେବ କୋରୋନା ଟେଷ୍ଟ

ରଥଯାତ୍ରାରେ ସାମିଲ ଥିବା ସମସ୍ତ ବ୍ୟକ୍ତିଙ୍କ କୋରୋନା ଟେଷ୍ଟ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ ସଂକ୍ରମଣ ଯେଭଳି ପୁରୀ ସହରରେ ନବ୍ୟାପେ ସେନେଇ ଏହି ପଦକ୍ଷେପ ନିଆଯାଉଛି।

3. ଭକ୍ତଙ୍କୁ ଦର୍ଶନ ମନା, ପୁରୀ ନ ଯିବାକୁ ପରାମର୍ଶ ଦେଲେ ଡିଜିପି

ପୁରୀକୁ ଭକ୍ତମାନେ ନଯିବା ଲାଗି ପରାମର୍ଶ ଦେଇଛନ୍ତି ପୋଲିସ ଡିଜି ଅଭୟ ।

4. ଟିକେଟ ବାତିଲର ସମ୍ପୂର୍ଣ୍ଣ ଅର୍ଥ ଫେରାଇବ ଭାରତୀୟ ରେଳ

ଟ୍ରେନ ଯାତ୍ରା ପାଇଁ ଏପ୍ରିଲ 14 କିମ୍ବା ପୂର୍ବରୁ ବୁକ୍ ହୋଇଥିବା ସମସ୍ତ ଟିକେଟ୍ ବାତିଲର ଅର୍ଥ ଫେରସ୍ତ କରିବାକୁ ଭାରତୀୟ ରେଳ ଘୋଷଣା କରିଛି।

5. ବାବ ରାମଦେବ-ବାଳକୃଷ୍ଣଙ୍କ ବିରୋଧରେ ମାମଲା ରୁଜୁ

ପତଞ୍ଜଳୀ ଆୟୁର୍ବେଦ ଲିମିଟେଡର ସଂସ୍ଥାପକ ଯୋଗଗୁରୁ ବାବା ରାମଦେବ ଏବଂ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

6. ଢେଙ୍କାନାଳର ରେଞ୍ଜ ଅଫିସ ଷ୍ଟୋରରୁମରେ ବିସ୍ଫୋରଣ, ଜଣେ ଗୁରୁତର

ପୁରୁଣା ସଦର ରେଞ୍ଜ ଅଫିସ ଷ୍ଟୋର ରୁମରେ ବାଣ ବିସ୍ଫୋରଣ । ଜଣେ ଗୁରୁତର ।

7. ପ୍ରବାସୀ ବସ ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ, 10 ଗୁରୁତର

ପ୍ରବାସୀ ବସ ଦୁର୍ଘଟଣାଗ୍ରସ୍ତ । ଏଥିରେ 10ରୁ ଅଧିକ ପ୍ରବାସୀ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

8. କୋରୋନା ଲଢେଇ : ଜାତିସଂଘରେ ସମ୍ମାନିତ ହେଲା କେରଳ

ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ମଙ୍ଗଳବାର ଜନସେବା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ମହାମାରୀ କୋରୋନା ଭାଇରସ ବିରୋଧରେ ଲଢିଥିବାରୁ କେରଳକୁ ସମ୍ମାନିତ କରାଯାଇଥିଲା ।

9. ଭାରତ-ଚୀନ ତିକ୍ତତା: ଭର୍ଚୁଆଲରେ ହେବ ଉଭୟ ପକ୍ଷର ଯୁଗ୍ମ ସଚିବସ୍ତରୀୟ ବୈଠକ

ଭାରତ ଓ ଚୀନ ବିବାଦ ନେଇ ବୁଧବାର ବସିବ ପୁଣି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ। ଭର୍ଚୁଆଲରେ ଏହି ବୈଠକର ଆୟୋଜନ କରାଯିବ। ଉଭୟ ଦେଶ ପକ୍ଷରୁ ଯୁଗ୍ମ ସଚିବଙ୍କ ଉପସ୍ଥିତିରେ ଏହି ଆଲୋଚନା କରାଯିବ।

10. ଜୁନ 26ରେ 1 କୋଟି ଲୋକଙ୍କୁ ନିଯୁକ୍ତି ଦେବେ ଉତ୍ତରପ୍ରଦେଶ ସରକାର

କୋରୋନା ଲକଡାଉନ ପାଇଁ ଏବେ ଦେଶରେ ବେକାରୀ ଓ ବେରୋଜଗାରୀ ଏକ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଜୁନ 26 ତାରିଖରେ ଉତ୍ତର ପ୍ରଦେଶର ସରକାର ଏକକାଳୀନ 1 କୋଟି ଲୋକଙ୍କୁ ନିଯୁକ୍ତ କରିବେ ।

6. ରାଜ୍ୟରେ 282 ନୂଆ କୋରୋନା ପଜେଟିଭ୍‌, ଗଞ୍ଜାମରେ ହଜାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ 282ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା 5752କୁ ବୃଦ୍ଧି ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.