ETV Bharat / bharat

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ନ୍ୟୁଜ

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ବପୂର୍ଣ୍ଣ ଖବର

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Dec 28, 2020, 1:04 PM IST

1-ରାଜ୍ୟରେ କମୁଛନ୍ତି ଆକ୍ରାନ୍ତ, ଦିନକରେ 234 ପଜିଟିଭ୍ ଚିହ୍ନଟ

ରାଜ୍ୟରେ କମୁଛି କୋରୋନା । ଆଜି ଦିନକରେ 234 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

2-ରାଜ୍ୟରେ କୋରୋନା ନେଲା 3 ମୁଣ୍ଡ, ମୃତ୍ୟୁ ସଂଖ୍ୟା 1864କୁ ବୃଦ୍ଧି
ଆଜି(ସୋମବାର) ଦିନକରେ 3 ଜଣ ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1864କୁ ବୃଦ୍ଧି ପାଇଛି ।

3-ଷ୍ଟାଡିୟମରେ ସ୍ଥାପନା ହେଲା ଅରୁଣ ଜେଟଲୀଙ୍କ 6 ଫୁଟର ପ୍ରତିମୂର୍ତ୍ତି

ପୂର୍ବତନ ଅର୍ଥମନ୍ତ୍ରୀ ସ୍ବର୍ଗୀୟ ଅରୁଣ ଜେଟଲୀଙ୍କ 68 ତମ ଜନ୍ମ ଜୟନ୍ତୀ ଅବସରରେ ଟ୍ବିଟ କରି ଶ୍ରଦ୍ଧାଞ୍ଜଳୀ ଦେଲେ ପିଏମ ।

4-ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ

ମୁଖ୍ୟମନ୍ତ୍ରୀ କୋରୋନା ଚିହ୍ନଟ ହେବା ପରେ ତାଙ୍କୁ ଡୁନ୍ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା ।

5-ପିଏମସି ବ୍ୟାଙ୍କ ଠକେଇ, ସଞ୍ଜୟ ରାୱତଙ୍କ ପତ୍ନୀଙ୍କୁ ଇଡିର ନୋଟିସ

ଶିବସେନା ମୁଖପାତ୍ର ସଞ୍ଜୟ ରାୱତଙ୍କ ପତ୍ନୀ ବର୍ଷା ରାୱତଙ୍କୁ ପ୍ରର୍ବତ୍ତନ ନିର୍ଦ୍ଦେଶଳାୟ ନୋଟିସ ।

6-କଂଗ୍ରେସର CBI ଅଫିସ୍ ଘେରାଉ, ପ୍ରତିବାଦ ସମୟରେ ନରସିଂହ ମିଶ୍ର ଅସୁସ୍ଥ

ରାଜ୍ୟ ସିବିଆଇ ମୁଖ୍ୟାଳୟ ଘେରାଉ କଲା କଂଗ୍ରେସ । ତ୍ରିରଙ୍ଗା ଶୋଭାଯାତ୍ରାରେ ଆସି ଘେରାଉ କଲା କଂଗ୍ରେସ ।

7-ମହିଳା ସଶକ୍ତିକରଣ ପ୍ରସଙ୍ଗରେ ବିଜେଡି-ବିଜେପି ମୁହାଁମୁହିଁ

ମହିଳା ସଶକ୍ତିକରଣ ପ୍ରସଙ୍ଗରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ଯାହାର ଜବାବ ବିଜେଡି ରଖିଥିବାବେଳେ ଏବେ ପୁଣି ଏହାର ପାଲଟା ଜବାବ ଦେଇଛି ବିଜେପି ।

8-ଅକ୍ସଫୋର୍ଡ ଟିକା ୯୫% ସୁରକ୍ଷା ଦେବ: ଆଷ୍ଟ୍ରାଜେନେକା ସିଇଓ

ଅକ୍ସଫୋର୍ଡ କୋରୋନାଭାଇରସ ଟିକା 95% ରୋଗୀଙ୍କୁ ସୁରକ୍ଷା ଦେବ

9-ଚଳିତ ବର୍ଷ ଗୁରୁ ଦାୟିତ୍ବ ବହନ କରିଥିଲା ଅଗ୍ନିଶମ ବିଭାଗ

2020ରେ ସଙ୍ଘର୍ଷ କରିଛି ଓଡିଶା ଅଗ୍ନିଶମ ବାହୀନି । ଓଡିଶାବାସୀଙ୍କୁ ସୁରକ୍ଷା ଦେବାରେ ଗୁରୁ ଦାୟିତ୍ବ ତୁଲାଇଥିଲା ଓଡିଶା ଅଗ୍ନିଶମ ବିଭାଗ ।

10-ସୁଶାନ୍ତଙ୍କ ମୃତ୍ୟୁ ମାମଲା: ସିବିଆଇକୁ ନେଇ ଏମିତି କହିଲେ ରିଆଙ୍କ ଓକିଲ

ରିଆଙ୍କ ଓକିଲ ଚାହୁଁଛନ୍ତି ସୁଶାନ୍ତଙ୍କ ମାମଲାରେ ଏଯାବତ ଯାଞ୍ଚ କରିଥିବା ସିବିଆଇ ସବୁ ବିଷୟରେ ଖୁଲାସା କରୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.