ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 8, 2020, 1:01 PM IST

1-ରାଜ୍ୟରେ ଦିନକରେ ପୁଣି 1434 ଆକ୍ରାନ୍ତ

ଆଜି ପୁଣି 1434 ନୂତନ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ମୋଟ କୋରୋନା ସଂକ୍ରମଣ ମାମଲା 301574 ରେ ପହଞ୍ଚିଛି ।

2-ରାଜ୍ୟରେ ଆଉ 15 ଜଣଙ୍କର ଜୀବନ ନେଲା କୋରୋନା

ରାଜ୍ୟରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ମୃତ୍ୟୁରେ ଲାଗୁନି ବ୍ରେକ ।

3-ନଭେମ୍ବର 7 ସୁଦ୍ଧା ଦେଶରେ ସରିଛି ମୋଟ 11,77,36,791 କୋଭିଡ ଟେଷ୍ଟ: ICMR

ଦେଶରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରୀତିମତ ଜାରି ରହିଛି କୋରୋନା ଟେଷ୍ଟ ।

4-ଚାରି ଦିନର ସଂଘର୍ଷ ପରେ ବି ଜୀବନ ଯୁଦ୍ଧରେ ହାରିଗଲା କୁନି ପ୍ରହଲ୍ଲାଦ

90 ଘଣ୍ଟାର ସଂଘର୍ଷ ପରେ ଜୀବନ ହାରିଲା 5 ବର୍ଷର ଶିଶୁ ପ୍ରହଲ୍ଲାଦ।

5-ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବସ, 11 ଆହତ

ଭଦ୍ରକ 16 ନଂ ଜାତୀୟ ରାଜପଥରେ ବସ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ ।

6-ସୋମବାର ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନ ଶୁଣାଣି

ବମ୍ବେ ହାଇକୋର୍ଟ ସୋମବାର ଅର୍ଣ୍ଣବ ଗୋସ୍ବାମୀ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ଦ୍ବାରା ଦାଖଲ ହୋଇଥିବା ମଧ୍ୟବର୍ତ୍ତୀକାଳିନ ଜାମିନ ଆବେଦନ ଉପରେ ରାୟ ଶୁଣାଇବେ ।

7-କୁପୱାରାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଜଣେ ଆତଙ୍କୀ ନିପାତ

ଆତଙ୍କୀଙ୍କ ସୀମା ଅନୁପ୍ରବେଶ ଉଦ୍ୟମ ପଣ୍ଡ । ଯବାନଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ ।

8-ଲଦାଖ ସୀମା ବିବାଦ: ଉଭୟ ଦେଶ ମଧ୍ୟରେ ଜାରି ରହିବ ଶାନ୍ତିପୂର୍ଣ୍ଣ ଆଲୋଚନା

ଲଦାଖ ସୀମା ବିବାଦର ସମାଧାନ ପାଇଁ ଚୁସୁଲରେ ଭାରତ ଏବଂ ଚୀନ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଲୋଚନା ଜାରି ରଖିବେ ।

9-୨୪ ଘଣ୍ଟାରେ ସୁସ୍ଥ ହେଲେ ୪୯ ହଜାରରୁ ଉର୍ଦ୍ଧ୍ବ, ସୁସ୍ଥହାର ୯୨.୪୯%କୁ ବୃଦ୍ଧି

ଗତ 24 ଘଣ୍ଟା ମଧ୍ୟରେ 49 ହଜାରରୁ ଅଧିକ କୋଭିଡ ରୋଗୀ ସୁସ୍ଥ ହୋଇ ସୁସ୍ଥ ହାର 92.49 ପ୍ରତିଶତକୁ ବୃଦ୍ଧି ପାଇଛି ।

10-ପିସ୍ତଲ ସହ ସେଲଫି ନେବା ପଡିଲା ମହଙ୍ଗା, ଛାତିରେ ଗୁଳି ବାଜି ଯୁବକ ମୃତ

ସେଲଫି ନେବା ସମୟରେ ପିସ୍ତଲରୁ ଗୁଳି ବାଜି 22 ବର୍ଷିୟ ଯୁବକଙ୍କ ମୃତ୍ୟୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.