ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS AT 1PM
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 21, 2020, 12:58 PM IST

1-ରାଜ୍ୟରେ କମୁଛି ସଂକ୍ରମଣ , ଦିନକରେ 1931 ପଜିଟିଭ ଚିହ୍ନଟ

ରାଜ୍ୟରେ କମୁଛି ସଂକ୍ରମଣ ହାର । ଗୋଟିଏ ଦିନରେ 1931 ପଜିଟିଭ ଚିହ୍ନଟ ।

2-ଦୀର୍ଘଦିନ ପରେ ହ୍ରାସ ପାଇଛି କୋରୋନା ମୃତ୍ୟୁହାର, ଆଜି ପ୍ରାଣ ହରାଇଛନ୍ତି 13

ରାଜ୍ୟରେ ହ୍ରାସ ପାଇଲା କୋରୋନା ମୃତ୍ୟୁସଂଖ୍ୟା । ଆଜି 13 ଜଣଙ୍କ ମୁଣ୍ଡ ନେଇଛି କୋରୋନା । ମୋଟ ମୃତ୍ୟୁସଂଖ୍ୟା 1178କୁ ବୃଦ୍ଧି ।

3-ଆତଙ୍କବାଦୀ ସନ୍ଦେହ, ଖଣ୍ଡଗିରିରୁ ଯୁବକଙ୍କୁ ଉଠାଇ ନେଲା NIA

ଆତଙ୍କବାଦୀ ସନ୍ଦେହରେ ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ଯୁବକଙ୍କୁ ଉଠାଇ ନେଲା NIA । ବର୍ତ୍ତମାନ ଏହି ଘଟଣା କ୍ରାଇମବ୍ରାଞ୍ଚ ଓ ଏନଆଇଏ ଦ୍ବାରା ମିଳିତ ଭାବେ ତଦନ୍ତ ହେଉଛି।

4-ୱଏଲ ମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ

ଆଗାମୀ ୨୪ ଘଣ୍ଟାରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆନ୍ଧ୍ର ଉପକୂଳରେ ଲଘୁଚାପ ଘନୀଭୂତ ହୋଇ ଓ୍ବଏଲ ମାର୍କ ଲୋ ପ୍ରେସରରେ ପରିଣତ ହେବ।

5-କଂଗ୍ରେସ ଜିଲ୍ଲା ସଭାପତିଙ୍କ ବୈଠକ ଆରମ୍ଭ

କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ନେତୃତ୍ବରେ ଆରମ୍ଭ ହେଲା ନବ ନିଯୁକ୍ତ ଜିଲ୍ଲା ସଭାପତିମାନଙ୍କ ବୈଠକ ।

6-ପିପିଲିରେ ରୋଗୀ ସେବା ବିପର୍ଯ୍ୟସ୍ତ, ସମାଧାନ ପାଇଁ ଆମରଣ ଅନଶନରେ ଲୋକେ

ପିପିଲି ସରକାରୀ ମେଡିକାଲରେ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ କରିବାକୁ ଆରମ୍ଭ ହୋଇଛି ଆମରଣ ଅନଶନ ।

7-ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକାକାଳୀନ ୫ ସ୍ଥାନରେ ଚଢାଉ

ଆରଆଣ୍ଡବି ଡିଭିଜନ ୫ ଭୁବନେଶ୍ବରର ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସର ସର୍ଚ୍ଚ ଅପରେସନ ।

8-ଓଡିଶାରେ କମୁଛି ମାଓ ପ୍ରଭାବ: ପୋଲିସ ଡିଜି

ରାଜ୍ୟରେ କମୁଛି ମାଓ ହିଂସା। ପୂର୍ବ ତୁଳନାରେ ସେମାନଙ୍କ ପ୍ରଭାବ ମଧ୍ୟ କମୁଛି। ଗତ ସେପ୍ଟେମ୍ବରରେ ୨ ଜଣ ପୋଲିସ କର୍ମଚାରୀ ମାଓବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଛନ୍ତି।

9-ବିହାର ନିର୍ବାଚନ: ରାଲିରେ ତେଜସ୍ବୀଙ୍କୁ ଜୋତାମାଡ

ଆରଜେଡି ନେତା ତେସ୍ବଜୀ ଯାଦବଙ୍କୁ ଜୋତାମାଡ। ମଞ୍ଚରେ ବସିଥିବା ବେଳେ ଜୋତା ଫିଙ୍ଗିଲେ ଦୁର୍ବୃତ୍ତ। ବିହାର ନିର୍ବାଚନ ଲାଗି ଦଳୀୟ ନେତାଙ୍କ ପାଇଁ ପ୍ରଚାର କରୁଥିଲେ ତେଜସ୍ବୀ।

10-କରାଚୀରେ ବିସ୍ଫୋରଣ; 3 ମୃତ, 15 ଆହତ

ପାକିସ୍ତାନ କରାଚୀ ବିଶ୍ବବିଦ୍ୟାଳୟ ମାସକନ ଗେଟ ସମ୍ମୁଖରେ ବିସ୍ଫୋରଣ। 4 ମହଲା ବିଶିଷ୍ଟ ବିଲ୍ଡିଂରେ ବିସ୍ଫୋରଣ ଘଟି 3 ମୃତ । 15 ଆହତ । ବିସ୍ଫୋରଣ କାରଣ ଖୋଜୁଛି ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.