ETV Bharat / bharat

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1pm
TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Aug 12, 2020, 1:03 PM IST

1-ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ: ଆଗୁଆ ନୟାଗଡ ପଛୁଆ ଝାରସୁଗୁଡା

ପ୍ରକାଶ ପାଇଲା ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ 70.21 ପ୍ରତିଶତ ହୋଇଛି ରେଜଲ୍ଟ ।

2-ରାଜ୍ୟରେ 50 ହଜାର ଟପିଲା ସଂକ୍ରମିତ ସଂଖ୍ୟା

ରାଜ୍ୟରେ ବେକାବୁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 1876 ଆକ୍ରାନ୍ତ ଚିହ୍ନଟ । 9 ମୃତ । ଆକ୍ରାନ୍ତଙ୍କ ମଧ୍ୟରେ 1182 କ୍ବାରେଣ୍ଟାଇନ ସେଣ୍ଟର ଓ 694 ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି ।

3-ଆଜି କୋରୋନାରେ 9 ମୃତ, ରାଜ୍ୟରେ ମୃତ୍ୟୁ ସଂଖ୍ୟା 300 ପାର

ରାଜ୍ୟରେ ମୃତ୍ୟୁ ହାରରେ ଲାଗୁନି ବ୍ରେକ୍‌ । ଆଜି ପୁଣି କୋରୋନା ନେଲା 9 ଜୀବନ । ଆଜକୁ ମିଶାଇ ମୃତ୍ୟୁ ସଂଖ୍ୟା 305କୁ ବୃଦ୍ଧି ।

4-ଛତିଶଗଡ ସୁରକ୍ଷାକର୍ମୀଙ୍କୁ ସଫଳତା, ଏନକାଉଣ୍ଟରରେ 4 ନକ୍ସଲ ନିପାତ

ସୁକମା ରିଜର୍ଭ ଫୋର୍ସ, 201 ବାଟାଲିୟନ କୋବ୍ରା ଏବଂ 223 ବାଟାଲିୟନ CRPF ପକ୍ଷରୁ ମିଳିତ ଅପରେସନରେ ନକ୍ସଲ ନିପାତ ହୋଇଛନ୍ତି ।

5-ଜାମ୍ମୁ କାଶ୍ମୀର ବାନ୍ଦିପୋରାରୁ ଲସ୍କର-ଏ-ତୋଏବାର ସକ୍ରିୟ ଆତଙ୍କୀ ଗିରଫ

ଲସ୍କର-ଏ-ତୋଏବାର ଜଣେ ସକ୍ରିୟ ଆତଙ୍କୀ ଗିରଫ । ଆତଙ୍କୀ ଜଣକ ହନ୍ଦୱାରା ସାହିପୋରାର ଆକ୍ୟୁବ ଅହମ୍ମଦ ବୋଲି ଜଣାପଡିଛି। ତାଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସାମଗ୍ରୀ ଜବତ କରାଯାଇଛି।

6-ବସକୁ ପଛରୁ ଧକ୍କା ଦେଲା କ୍ୟାଣ୍ଟର; 4 ମୃତ, 8 ଗୁରୁତର

ବସକୁ ପଛରୁ ଧକ୍କା ଦେଲା କ୍ୟାଣ୍ଟର । ଘଟଣା ସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଠ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ବସଟି ବିହାରରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା ।

7-ଦେଶରେ ମଙ୍ଗଳବାର ସୁଦ୍ଧା ସରିଛି 2,60,15,297 କୋଭିଡ ଟେଷ୍ଟ: ICMR

ଭାରତରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ସତ୍ତ୍ବେବହୁ ପାରିମାଣରେ ଆକ୍ରାନ୍ତ ମାନେ ମଧ୍ୟ ସୁସ୍ଥ ହେଉଛନ୍ତି । କାରଣ ଟେଷ୍ଟ ଦ୍ବାରା ଉପଯୁକ୍ତ ସମୟରେ ଏହାର ଚିକିତ୍ସା କରାଯାଇ ପାରୁଛି ।

8-ଏମ୍ସ ଛାତରୁ ଡେଇଁ କୋରୋନା ରୋଗୀଙ୍କ ଆତ୍ମହତ୍ୟା

ଗତକାଲି ବିଳମ୍ବିତ ରାତିରେ ଜଣେ କୋରୋନା ସଂକ୍ରମିତ ରୋଗୀ AIIMSର ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛି । ତେବେ ଦୁଇ ଘଣ୍ଟା ଧରି AIIMS ରେ ଚିକିତ୍ସା ପରେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ଜଣକ ରାଜଧାନୀ ରାୟପୁର ଲାଲପୁରର ବାସିନ୍ଦା ଅଟନ୍ତି ।

9-ଅଭିଯୁକ୍ତକୁ ଧରିବାକୁ ଯାଇ ନାକେଦମ ପୋଲିସ

ଅଭିଯୁକ୍ତକୁ ଧରିବାକୁ ଯାଇ ନାକେଦମ ହେଲା ପୋଲିସ । ବାଲେଶ୍ବରରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

10-ବିଶ୍ବ ହାତୀ ଦିବସ: ସୁରକ୍ଷା ଓ ସଂରକ୍ଷଣ ମୁଖ୍ୟ ଉଦ୍ଦେଶ୍ୟ

ହାତୀ ହେଉଛି ଭାରତର ପ୍ରାକୃତିକ ଐତିହ୍ୟ ପ୍ରାଣୀ । ଦେଶ ମଧ୍ୟ ଏହି ଦିନକୁ ବିଶ୍ବ ହାତୀ ଦିବସ ରୂପେ ପାଳନ କରିଥାଏ । ପ୍ରଜାତିର ସଂରକ୍ଷଣ ଦିଗରେ ସଚେତନତା ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.