ETV Bharat / bharat

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡଖବର... - କିଛି ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1pm
TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡଖବର...
author img

By

Published : Aug 4, 2020, 1:07 PM IST

1-ରାଜ୍ୟରେ ବଢୁଛି ସଂକ୍ରମଣ, 28 ଜିଲ୍ଲାରୁ 1384 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ବଢୁଛି କୋରୋନା ସଂକ୍ରମଣ । 28 ଜିଲ୍ଲାରୁ 1384 ନୂଆ ଆକ୍ରାନ୍ତ ଚିହ୍ନଟ,ଗଡିଲା 9 ମୁଣ୍ତ ।

2-ହଜିଗଲା ମାନବିକତା, ପାଣି ମାଗିବାରୁ ପିଆଇଲେ ପରିସ୍ରା

ଆଜିର ସଭ୍ୟ ସମାଜରେ ମଣିଷ ପଣିଆ ହଜି ଯାଇଥିବା ଦେଖିବାକୁ ମିଳିଛି। ଯୁବକକୁ ଲଣ୍ଡା କରିବା, ପରେ ବେକରେ ଜୋତାମାଳ ପକାଇ ଗାଁ ସାରା ବୁଲାଇବା। ତଥାପି ଏତିକି ରେ ମନ ଶାନ୍ତି ହେଲାନି ଲୋକଙ୍କର ଶେଷରେ ଯୁବକ ଜଣକ ଦୟନୀୟ ଅବସ୍ଥାରେ ପାଣି ମାଗିବାରୁ, ତାକୁ ପରିସ୍ରା ପିଆଇ ଦେଲେ ଲୋକେ।

3-ଆଜିଠୁ ସ୍ମାର୍ଟସିଟିରେ ଗଡ଼ିଲା ‘ମୋ ବସ’

ଭୁବନେଶ୍ବରର ଲାଇଫ ଲାଇନ କୁହାଯାଉଥିବା ‘ମୋ ବସ’ ସେବା ଆଜିଠାରୁ ଆରମ୍ଭ ହୋଇଛି ।

4-ସୁଶାନ୍ତ ସିଂ ମାମଲାରେ ସିବିଆଇ ଯାଞ୍ଚ ସୁପାରିଶ କଲା ବିହାର ସରକାର

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟି ସୁଶାନ୍ତଙ୍କ ବାପା କେ.କେ ସିବିଆଇ ଯାଞ୍ଚ ପାଇଁ ଦାବି କରିଥିଲେ ।

5-କୋସୋଭୋ ପ୍ରଧାନମନ୍ତ୍ରୀ କୋରୋନା ପଜିଟିଭ୍

କୋସୋଭୋର ପ୍ରଧାନମନ୍ତ୍ରୀ ଅବଦୁଲ୍ଲାହୁ ହୋତି କୋରୋନା ପଜିଟିଭ୍ । ଏହା ପରେ ସେ ନିଜକୁ 14 ଦିନ ପାଇଁ ହୋମ-କ୍ବାରେଣ୍ଟାଇନରେ ରଖିଛନ୍ତି ।

6-ବ୍ରିଟେନର ଦାବି, 90ମିନିଟରେ ହେବ ରାପିଡ ସ୍ବାବ ଟେଷ୍ଟ

ଏବେ ଦୁଇଟି ନୂତନ ପରୀକ୍ଷା ଦ୍ବାରା କୋରୋନା ଭୂତାଣୁ ଏବଂ ଫ୍ଲୁ ର ଯାଞ୍ଚ କରିବ ବ୍ରିଟେନ । ତେବେ 90 ମିନିଟରେ ପରୀକ୍ଷା ଫଳାଫଳ ହାସଲ କରାଯିବ ବୋଲି ବ୍ରିଟେନ ଦାବି କରିଛି । ତେବେ ଏହି ନୂତନ ରାପିଡ ସ୍ବାବ୍ ପରୀକ୍ଷାକୁ ଲ୍ୟାମ୍ପୋର କୁହାଯାଉଛି।

7-2 ଲକ୍ଷ ଟଙ୍କା ଲାଞ୍ଚ ନେଇ ଅତିରିକ୍ତ ପୋଲିସ ଅଧୀକ୍ଷକ ଗିରଫ

2 ଲକ୍ଷ ଲାଞ୍ଚ ନେଇ ଗିରଫ ହେଲେ ରାଇସିଂହାନଗର ଅତିରିକ୍ତ ପୋଲିସ ଅଧୀକ୍ଷକ ଅମୃତ ଜିନଗର । ଗିରଫ ସମୟରେ ଅମୃତ ଜିନ୍ନାଗର, ଏସିବି ଟିମ ଉପରେ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପରେ ସ୍ଥାନୀୟ SHO ପହଞ୍ଚି ତାଙ୍କୁ ଗିରଫ କରିଥିଲେ ।

8-ସିଲ୍ ହେଲା ଅଯୋଧ୍ୟା ସୀମା, ଭୂମି ପୂଜନ ପାଇଁ ଏସପିଜି ନେଲା ସୁରକ୍ଷା ଦାୟିତ୍ବ

ଆସନ୍ତାକାଲି ହେବାକୁ ଥିବା ବହୁ ପ୍ରତୀକ୍ଷିତ ରାମ ଜନ୍ମଭୂମି ପୂଜନ ସମାରୋହର ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ଅଯୋଧ୍ୟା ସୀମା ସିଲ୍ ହୋଇଛି। ଏସପିଜି ଫୋର୍ସ ସହରର ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାର ହାତକୁ ନେଇଛି।

9-400 କ୍ବିଣ୍ଟାଲ ଫୁଲରେ ସଜେଇ ହୋଇଛି ଅଯୋଧ୍ୟା, ଚାଲିଛି ଦେବାଦେବୀଙ୍କୁ ନିମନ୍ତ୍ରଣ ପୂଜା

ଅଗଷ୍ଟ 5 ବୁଧବାର ଅଯୋଧ୍ୟା ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନା କରାଯିବ । ଏନେଇ ମାତ୍ରା ଅଳ୍ପ ସମୟ ରହିଛି ଶୁଭ ସମୟ । ଏହି ସମୟ ଭିତରେ ପିଏମ ମୋଦି ପ୍ରଥମ ଆଧାରଶୀଳା ରଖିବେ।

10-ରାମନାମରେ ମୁଖରିତ ହେବ ଆମେରିକା, ଟାଇମ ସ୍କୋୟାରରେ ଉତ୍ସବ ପାଳିବେ ପ୍ରବାସୀ

ଅନ୍ତ ହେବାକୁ ଯାଉଛି ଦୀର୍ଘଦିନର ପ୍ରତୀକ୍ଷା। 500 ବର୍ଷର ପ୍ରତିକ୍ଷା ଅଗଷ୍ଟ 5 ରେ ପୂରଣ ହେବାକୁ ଯାଉଛି। କାରଣ ଅଯୋଧ୍ୟାରେ ନିର୍ମାଣ ହେବାକୁ ଶ୍ରୀରାମଙ୍କ ଭବ୍ୟ ରାମ ମନ୍ଦିର। ସିଂହାସନରେ ପୂଜା ପାଇବେ ରାମଲାଲା। ଏହାସହ ଟାଇମ ସ୍କୋୟାରରେ ଉତ୍ସବ ପାଳିବେ ପ୍ରବାସୀ ଭାରତୀୟ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.