ETV Bharat / bharat

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡଖବର... - 1PM

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡଖବର...

author img

By

Published : Aug 2, 2020, 1:09 PM IST

1.ରାଜ୍ୟରେ ଅଣାୟତ କୋରୋନା, ଆଜି ପୁଣି 1434 କୋରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟର ୨୯ ଜିଲ୍ଲାରୁ ପୁଣି 1434 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି..

2.ରାଜ୍ୟରେ ପୁଣି 10 ଜୀବନ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 197କୁ ବୃଦ୍ଧି

ରାଜ୍ୟରେ ପୁଣି 10 ମୁଣ୍ଡ ନେଲା କୋରୋନା ଭୂତାଣୁ । ଏଥିସହ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 197କୁ ବୃଦ୍ଧି ପାଇଛି..

3.କାଜୁ ବାହାନାରେ ଗଞ୍ଜେଇ ଚାଲାଣ, ରେଲୱେ ପାର୍ସଲ ବେଳେ ଧରାପଡିଲେ 2 ବେପାରୀ

କାଜୁ ବାହାନାରେ ଗଞ୍ଜେଇ ଚାଲାଣ । ଦେଢ କ୍ବିଣ୍ଟାଲ ଗଞ୍ଜେଇ ସହ 2ଜଣଙ୍କୁ ଗିରଫ କରିଛି ଆରପିଏଫ ଓ ଜିଆରପି ପୋଲିସ..

4.ଗେଷ୍ଟ ହାଉସରେ ସେକ୍ସ ରାକେଟ: ବଙ୍ଗୀୟ ଯୁବତୀ ଉଦ୍ଧାର,ବନ୍ଧା ହେଲେ ମାଲିକ

ଢେଙ୍କାନାଳ ଗେଷ୍ଟ ହାଉସରେ ସେକ୍ସ ରାକେଟ । ବଙ୍ଗୀୟ ଯୁବତୀ ଉଦ୍ଧାର ,ଗିରଫ ହେଲେ ମାଲିକ । ଘଟଣାସ୍ଥଳରୁ ଗ୍ରାହକ ଫେରାର..

5.ଘଉଡାଇବାବେଳେ ମହିଳା ଫରେଷ୍ଟରଙ୍କୁ କଚାଡି ଫିଙ୍ଗିଲା ଦନ୍ତା

ଢେଙ୍କାନାଳ ମହାବିରରୋଡ ରେଞ୍ଜର,ଫରେଷ୍ଟର ସମେତ ହାତୀ ସ୍କ୍ବାଡର ଏକ ଟିମ ହାତୀର ଗତିବିଧି ଜାଣିବାକୁ ମହାବିରରୋଡ ରେଞ୍ଜ ଜଙ୍ଗଲକୁ ଯାଇଥିଲେ..

6.ବିହାରରେ ବନ୍ୟା ବିତ୍ପାତ, ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି

ବିହାରରେ ବନ୍ୟା ବିତ୍ପାତ । ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି। 14 ଜିଲ୍ଲାର 49.05 ଲକ୍ଷ ଲୋକେ ପ୍ରଭାବିତ..

7.ଆରପାରିରେ ଗୋଆ ବିଧାନସଭାର ପୂର୍ବତନ ବାଚସ୍ପତି ଅନନ୍ତ ସେଟ୍

ବିବାର ସକାଳେ ଗୋଆ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସେ..

8.NEP ଯୁବପିଢିଙ୍କୁ ସେନାରେ ଯୋଗଦାନ ପାଇଁ ସୁଯୋଗ ଦେବ: ବିପିନ ରାୱତ

ସିଡିଏସ ଜେନେରାଲ ବିପିନ ରାୱତ କହିଛନ୍ତି ଯେ ନୂତନ ଶିକ୍ଷା ନୀତି (NEP) 2020 ଦେଶରେ ଶିକ୍ଷାର ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବ..

9.ଚୀନକୁ ଆଉ ଏକ ଝଟକା ଦେବ ଭାରତ ! ଟାର୍ଗେଟରେ କଲେଜ-ବିଶ୍ବବିଦ୍ୟାଳୟ

ଚୀନର ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ଅନେକ ଚୁକ୍ତିନାମା ରଦ୍ଦ କରିବା ପରେ ବର୍ତ୍ତମାନ ସରକାରଙ୍କ ନଜର ସେହି କଲେଜ ଏବଂ ବିଶ୍ୱବିଦ୍ୟାଳୟ ଉପରେ ଅଛି ଯାହା ସହ ଚୀନର ସମ୍ପର୍କ ରହିଛି..

10.ବରଫ କାରଖାନାରୁ ବିଷାକ୍ତ ଗ୍ୟାସ୍ ଲିକ୍, ଆତଙ୍କିତ ଲୋକେ

ପାଟଣା ବରଫ କାରଖାନାରୁ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥିବା ଖବର ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି..

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.