1.ରାଜ୍ୟରେ କମୁନି ସଂକ୍ରମଣ, ଦିନକରେ 469 କୋରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ କୋରାନା ଆତଙ୍କ । ରବିବାର 469ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି..
2.ଦେଶରେ 24 ଘଣ୍ଟାରେ 24,850 ନୂଆ ମାମଲା, ମୃତ୍ୟୁସଂଖ୍ୟା 20 ହଜାର ମୁହାଁ
3.କାନପୁର ଏନକାଉଣ୍ଟର: ଅଭିଯୁକ୍ତ ବିକାଶ ଦୁବେର ଜଣେ ସହଯୋଗୀ ଗିରଫ
କାନପୁର ଏନକାଉଣ୍ଟରର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେର ଜଣେ ସହଯୋଗୀ ଗିରଫ । ଆଜି ସକାଳେ କାନପୁର ପୋଲିସ ଗିରଫ କରିଛି..
4.ଶ୍ରୀମନ୍ଦିରରେ ପ୍ରବେଶ ମନା, ପତିତପାବନ ଦର୍ଶନରେ ଆନନ୍ଦ ନେଉଛନ୍ତି ଭକ୍ତ
5.ସରିଲା ରଥଯାତ୍ରା, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
6. କନ୍ଧମାଳରେ ଏନକାଉଣ୍ଟର, 4 କ୍ୟାଡର ମାଓବାଦୀ ନିହତ
7.ପ୍ରଶଂସା ଭୋକରେ ଅନୁଭବ: ରାତି ଅଧିଆ ଟ୍ବିଟ କଲା ଟ୍ରୋଲ
ରାତି ଅଧିଆ ଟ୍ବିଟ କରି ଟ୍ରୋଲର ଶିକାର ହେଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି..
8.କଟକ ମାଣିକଘୋଷ ବଜାରରୁ 11 କୋରୋନା ପଜେଟିଭ ଚିହ୍ନଟ
କଟକରେ ସଙ୍ଗୀନ ହେବାରେ ଲାଗିଛି କୋରୋନା ସ୍ଥିତି । ମାଣିକଘୋଷ ବଜାରରୁ 11 କୋରୋନା ପଜେଟିଭ ଚିହ୍ନଟ
9.କୋରୋନା ମୁକାବିଲା : ଭାରତକୁ WHOର ପ୍ରଶଂସା
10.ଆଜିଠୁ ସର୍ବବୃହତ ସର୍ଦ୍ଦାର ପଟେଲ କୋଭିଡ ହସ୍ପିଟାଲରେ ରହିବେ ଆକ୍ରାନ୍ତ