ETV Bharat / bharat

TOP NEWS @3PM, ବର୍ତ୍ତମାନର ବଡ ଖବର - ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM, ବର୍ତ୍ତମାନର ବଡ ଖବର
TOP NEWS @3PM, ବର୍ତ୍ତମାନର ବଡ ଖବର
author img

By

Published : Jun 25, 2020, 3:00 PM IST

1. ବାହାରିଲା ଆଡ଼ପ ଅବଢା଼

ଗୁରୁବାର ମହାପ୍ରଭୁଙ୍କ ସକାଳ ନିକଟରେ ଭୋଗ ଲାଗି ପରେ ବାହାରିଛି ଆଡ଼ପ ଅବଢା଼

2. ଆଜି ଖୋଲିଲା ହୀରାକୁଦ ଗେଟ: ପର୍ଯ୍ୟାୟ କ୍ରମେ ଖୋଲିବ ଆହୁରି 10

ଗୁରୁବାର ହୀରାକୁଦ ଡ୍ୟାମର ଖୋଲିଛି ଗେଟ। ଦିନ ପ୍ରାୟ 10 ଟା ସମୟରେ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ ଖୋଲା ଯାଇଛି

3. ପାରାଦୀପରେ PADC ଉଦଘାଟିତ

ପାରାଦୀପରେ ଇଣ୍ଡିଆନ ଅଏଲର ପ୍ରଡକ୍ଟ ଆପ୍ଲିକେସନ ଓ ଡେଭଲପ ସେଣ୍ଟର(ପିଏଡିସି) ଉଦ୍‌ଘାଟିତ

4.କୋଭିଡ ପରିଚାଳନା ନେଇ କେନ୍ଦ୍ର ଓ ରାଜ୍ୟ ବିରୋଧରେ ଗର୍ଜିବେ ବିରୋଧୀ

କୋରୋନା ପରିଚାଳନାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ କ୍ଷୁବ୍ଧ ବିରୋଧୀ ଦଳ ନେତା । ଏହାକୁ ପ୍ରତିବାଦ କରି ଶୁକ୍ରବାର ରାଜରାସ୍ତାକୁ ଓହ୍ଲାଇବେ 13ଟି ରାଜନୈତିକ ଦଳ

5. କୋଭିଡ-19 ମୁକାବିଲା: WHO ଏବଂ ମିଳିତ ଜାତିସଂଘ ସହିତ ହାତ ମିଳାଇଲା IOC

ଶାରୀରିକ ତଥା ମାନସିକ ସ୍ବାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଅନ୍ତର୍ଜାତୀୟ ଅଲମ୍ପିକ କମିଟି WHO ଏବଂ ମିଳିତ ଜାତିସଂଘ ସହିତ ହାତ ମିଳାଇଛି

6.ତୈଳଦର ବଢୁଥିବାରୁ ବଢିପାରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର: ଯୋଗାଣ ମନ୍ତ୍ରୀ

ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ଏବେ ବଜାର ଉପରେ ପଡିଛି । ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ଖାଉଟି ସାମଗ୍ରୀର ଦର ମଧ୍ୟ ବୃଦ୍ଧି ହୋଇପାରେ

7.ମିଆଁମାର ସେନା ମୁଖ୍ୟଙ୍କ ସହ ଆଲୋଚନା କଲେ ରାଜନାଥ ସିଂହ

ଗୁରୁବାର ମସ୍କୋରେ ମିଆଁମାରର ସେନା ପ୍ରମୁଖ ଏବଂ ବରିଷ୍ଠ ଜେନେରାଲ ମିନ ଔଂଗ ହଲିଂଗଙ୍କ ସହ ବୈଠକ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ

8.24 ଘଣ୍ଟାରେ ଦେଶରେ 27871 କୋରୋନା ପରୀକ୍ଷା କରାଯାଇଛି

ବୁଧବାର ଦେଶରେ 27871 କୋରୋନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଦେଶରେ 75,60,782 ନମୁନା ପରୀକ୍ଷା କରାଯାଇଛି

9. ରାଜ୍ୟରେ 210 ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 5962କୁ ବୃଦ୍ଧି

ରାଜ୍ୟରେ ଆଉ 210 ନୂଆ ଆକ୍ରାନ୍ତ ଚିହ୍ନଟ । ସଂଖ୍ୟା 5962କୁ ବୃଦ୍ଧି । ସେପଟେ ମୃତ୍ୟୁ ସଂଖ୍ୟା 17

10. ଦେଶରେ ରେକର୍ଡ ଭାଙ୍ଗିଲା କୋରୋନା ସଂକ୍ରମଣ, 24 ଘଣ୍ଟାରେ 16,922 ସଂକ୍ରମିତ

ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛ କୋରୋନା ସଂକ୍ରମଣ ସଂଖ୍ୟା । ଲାଗୁଛି ଯେପରି ସମସ୍ତ ବ୍ୟବସ୍ଥା ଓ ସଚେତନତା ଏଠି ଫେଲ ମାରୁଛି । ଅଧିକ ପଢନ୍ତୁ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.