ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 25, 2020, 1:12 PM IST

1.ତୈଳଦର ବଢୁଥିବାରୁ ବଢିପାରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର: ଯୋଗାଣ ମନ୍ତ୍ରୀ

ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ଏବେ ବଜାର ଉପରେ ପଡିଛି । ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ଖାଉଟି ସାମଗ୍ରୀର ଦର ମଧ୍ୟ ବୃଦ୍ଧି ହୋଇପାରେ..

2.ମିଆଁମାର ସେନା ମୁଖ୍ୟଙ୍କ ସହ ଆଲୋଚନା କଲେ ରାଜନାଥ ସିଂହ

ଗୁରୁବାର ମସ୍କୋରେ ମିଆଁମାରର ସେନା ପ୍ରମୁଖ ଏବଂ ବରିଷ୍ଠ ଜେନେରାଲ ମିନ ଔଂଗ ହଲିଂଗଙ୍କ ସହ ବୈଠକ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ..

3.24 ଘଣ୍ଟାରେ ଦେଶରେ 27871 କୋରୋନା ପରୀକ୍ଷା କରାଯାଇଛି

ବୁଧବାର ଦେଶରେ 27871 କୋରୋନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଦେଶରେ 75,60,782 ନମୁନା ପରୀକ୍ଷା କରାଯାଇଛି..

4. ରାଜ୍ୟରେ 210 ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 5962କୁ ବୃଦ୍ଧି

ରାଜ୍ୟରେ ଆଉ 210 ନୂଆ ଆକ୍ରାନ୍ତ ଚିହ୍ନଟ । ସଂଖ୍ୟା 5962କୁ ବୃଦ୍ଧି । ସେପଟେ ମୃତ୍ୟୁ ସଂଖ୍ୟା 17..

5. ଦେଶରେ ରେକର୍ଡ ଭାଙ୍ଗିଲା କୋରୋନା ସଂକ୍ରମଣ, 24 ଘଣ୍ଟାରେ 16,922 ସଂକ୍ରମିତ

ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛ କୋରୋନା ସଂକ୍ରମଣ ସଂଖ୍ୟା । ଲାଗୁଛି ଯେପରି ସମସ୍ତ ବ୍ୟବସ୍ଥା ଓ ସଚେତନତା ଏଠି ଫେଲ ମାରୁଛି । ଅଧିକ ପଢନ୍ତୁ...

6.ସୁଶାନ୍ତଙ୍କ ମୃତ୍ୟୁରେ ଜୀବନ ହାରିଲେ ଆଉ ଜଣେ 20 ବର୍ଷୀୟ ଫ୍ୟାନ

ଅଭିନେତା ସୁଶାନ୍ତଙ୍କ ସିଂଙ୍କ ମୃତ୍ୟୁ ପରେ ଫ୍ୟାନ୍ସଙ୍କ ଆତ୍ମହତ୍ୟା ବଢିବାରେ ଲାଗିଛି..

7. ପିପିଲିକୁ ଗଡିଲା ‘ମୋ ବସ୍‌’

ପିପିଲିକୁ ଗଡିଲା ‘ମୋ ବସ୍’‌ । ମାଷ୍ଟରକ୍ୟାଣ୍ଟିନର ‘ମୋ ବସ’ ଡିପୋରୁ 33 ନମ୍ବର ରୁଟ୍‌ରେ ଗୁରୁବାର ବସ୍‌ ଗଡିଛି..

8. ଜମ୍ମୁକଶ୍ମୀରରେ ସେନାକୁ ସଫଳତା, 5 ସନ୍ଦିଗ୍ଧ ଆତଙ୍କୀ ଗିରଫ

ଜମ୍ମୁକଶ୍ମୀରର ବଡଗାମ୍‌ରେ ସେନାକୁ ସଫଳତା । 5 ସନ୍ଦିଗ୍ଧ ଲସ୍କର ଏ ତୋଇବା ଆତଙ୍କୀ ଗିରଫ..

9 .ସୋପୋରରେ ଏନକାଉଣ୍ଟର ଜାରି, 2 ଆତଙ୍କୀ ସଫା

ସୁରକ୍ଷାକର୍ମୀଙ୍କ ଗୁଳିରେ 2 ଆତଙ୍କୀ ନିହତ

10.ଭକ୍ତଙ୍କ ପାଇଁ ମିଳିବ ଆଡ଼ପ ଅବଢ଼ା

ଗୁରୁବାର ଠାରୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା । ଗର୍ଭଗୃହ ଯାଞ୍ଚ ସହ ଛତିଶା ନିଯୋଗ ବୈଠକ ହେବା ନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ..

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.