ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର... - TOP NEWS@1PM

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

author img

By

Published : Jun 21, 2020, 1:14 PM IST

1.ରାଜ୍ୟରେ ପୁଣି 2 ଜୀବନ ନେଲା କୋରୋନା, 304 ନୂଆ ଆକ୍ରାନ୍ତ ଚିହ୍ନଟ

ରବିବାର ରାଜ୍ୟର 21ଜିଲ୍ଲାରୁ 304ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 5160ରେ ପହଞ୍ଚିଛି..

2.ରାଜ୍ୟରେ ବଢିଲା କୋରୋନା ମୃତ୍ୟୁ ସଂଖ୍ୟା, ଗଞ୍ଜାମରେ ସର୍ବାଧିକ ରେକର୍ଡ

ଏଯାବତ୍ ରାଜ୍ୟର 5ଟି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ରେକର୍ଡ ହୋଇଥିବା ବେଳେ ଗଞ୍ଜାମରେ ସର୍ବାଧିକ ମୃତ୍ୟୁ ହୋଇଛି..

3.ରାଜ୍ୟରେ ବିରଳ ସୂର୍ଯ୍ୟପରାଗର ପ୍ରଭାବ, ଦେଖନ୍ତୁ ରିପୋର୍ଟ..

ଖାଲି ଆଖିରେ ବା ବାଇନାକୁଲରରେ ସୂର୍ଯ୍ୟଙ୍କୁ ନ ଦେଖିବାକୁ ପରାମର୍ଶ ଦେଇଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମର ଡେପୁଟି ଡାଇରେକ୍ଟର ଶୁଭେନ୍ଦୁ ପଟ୍ଟନାୟକ..

4.ପୁଞ୍ଛରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଜମ୍ମୁ-କାଶ୍ମୀରରେ ରବିବାର ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ..

5.ଦେଶରେ ରେକର୍ଡ ଭାଙ୍ଗିଲା କୋରୋନା, ଗୋଟିଏ ଦିନରେ ସର୍ବାଧିକ 15413 ସଂକ୍ରମିତ

ସମୟ ବଢିବା ସହ ଦେଶରେ କୋରୋନା ଆକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସର୍ବାଧିକ 15413ଟି ମାମଲା ରିପୋର୍ଟ ହୋଇଛି..

6.ବିନା ଭକ୍ତରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ, ଭାବବିହ୍ବଳ ଭକ୍ତ

ସୁସ୍ଥ ହେଲେ ମହାପ୍ରଭୁ । 15 ଦିନ ଧରି ନାନାଦି ଗୁପ୍ତ ସେବା ପରେ ନବଯୌବନ ଦର୍ଶନ ଦେଇଛନ୍ତି ମହାପ୍ରଭୁ..

7.ଭାରତୀୟ ବାୟୁସେନାର ଫ୍ଲାଇଂ ଅଫିସର ହେଲେ କନ୍ଧମାଳ ଝିଅ

ଭାରତୀୟ ବାୟୁ ସେନାର ପାସିଙ୍ଗ ଆଉଟ ପ୍ୟାରେଡ ପରେ ଫ୍ଲାଇଂ ଅଫିସର ଭାବେ ନିଯୁକ୍ତି ପାଇଲେ କନ୍ଧମାଳର ଝିଅ ସାଇ ପ୍ରଣିତା ମହାନ୍ତି..

8.ବେଲଗାମ ତୈଳଦର: ପେଟ୍ରୋଲ 35, ଡିଜେଲ 60 ପଇସାକୁ ବୃଦ୍ଧି

ତୈଳ ଦରରେ ଲାଗୁନି ଲଗାମ । ପେଟ୍ରୋଲ 35, ଡିଜେଲ 60 ପଇସାକୁ ବୃଦ୍ଧି।

9.ଗଜପତିରୁ ପୁଣି 47 କୋରୋନା ପଜିଟିଭ, 238ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

ଗଜପତିରେ ଆଜି ପୁଣି 47 ନୂଆ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି..

10.କୋରୋନାକୁ ହରାଇବା ପାଇଁ ଯୋଗ ସହାୟକ ହେବ: ମୋଦି

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । କୋରୋନା ସମୟରେ ଯୋଗର ଗୁରୁତ୍ବ ବଢିଛି ବୋଲି କହିଛନ୍ତି ମୋଦି..

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.