ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର... - କିଛି ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...

author img

By

Published : Aug 1, 2020, 11:03 AM IST

1.ରାଜ୍ୟରେ ଅଣାୟତ୍ତ କୋରୋନା: ଆଜି ରେକର୍ଡ ସଂଖ୍ୟକ 1602 ପଜିଟିଭ ଚିହ୍ନଟ

ରାଜ୍ୟରେ ସର୍ବାଧିକ 29 ଟି ଜିଲ୍ଳାରୁ 1602 ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ଏବେ ଚିନ୍ତାରେ..

2.ଥମୁନି କୋରୋନା ସଂକ୍ରମଣ: ଦେଶରେ କୋରୋନା ନେଲାଣି 36 ହଜାର ଉର୍ଦ୍ଧ୍ବ ଜୀବନ

ଆଜି 36 ହଜାର ଟିପିଲା କୋରୋନା ଜନିତ ମୃତ୍ୟୁ ସଂଖ୍ୟା । ଦିନକରେ 57,117ଟି ପଜିଟିଭ କେସ ସାମ୍ନାକୁ ଆସିଛି । ଏଥିସହ 24ଘଣ୍ଟାରେ 764ଜଣଙ୍କ ମୃତ୍ୟୁ ହୋଇଛି..

3.ଭାଇଚାରାର ପର୍ବ ବକ୍ରି ଇଦ୍‌: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଦେଶ ପାଳନ କରୁଛି ବକ୍ରି ଇଦ୍ ଉତ୍ସବ। ଦେଶରେ କୋରୋନା ସଙ୍କଟ କାରଣରୁ ଏହାକୁ ପୂର୍ବ ବର୍ଷ ପରି ବେଶ ଧୁମଧାମରେ ପାଳନ ହୋଇପାରୁନାହିଁ..

4.ପବିତ୍ର ଇଦ-ଉଲ-ଜୁହା, ଶୁଭେଚ୍ଛା ଜଣାଇଲେ ନବୀନ

ପବିତ୍ର ବକ୍ରି ଇଦ ତଥା ଇଦ-ଉଲ-ଜୁହା ଅବସରରେ ମୁସଲମାନ ଭାଇଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା..

5.ପୁଞ୍ଚରେ ପାକ୍‌ର ଅସ୍ତ୍ରବିରତୀ ଉଲ୍ଲଂଘନ:ଜଣେ ଭାରତୀୟ ଯବାନ ଶହୀଦ

ଶନିବାର ସକାଳୁ ଜାମ୍ମୁକାଶ୍ମୀର ପୁଞ୍ଚର ବାଲାକୋଟ ସେକ୍ଟରରେ ପାକ୍ ତାର ଅସ୍ତ୍ରବିରତୀ ଉଲ୍ଲଂଘନ ଆରମ୍ଭ କରିଛି..

6.ସାମ୍ବାଦିକ ଓ ପୋଲିସକୁ ଆକ୍ରମଣ ଘଟଣା: 2 ଡାକ୍ତରଙ୍କ ସହ 6 ସହଯୋଗୀ ଗିରଫ

କେନ୍ଦ୍ରାପଡ଼ାରେ ପୋଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଡାକ୍ତରଙ୍କ ସହ ତାଙ୍କର ୬ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି..

7.ମହାପ୍ରଭୁ ପିନ୍ଧିବେ ରାକ୍ଷୀ: ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ପାଟରା ବିଶୋଇ ସେବକ

ଆସୁଛି ରାକ୍ଷୀ ପୂର୍ଣ୍ଣିମା । ବଳଭଦ୍ର ଓ ଜଗନ୍ନାଥଙ୍କ ପାଇଁ ସ୍ବତନ୍ତ୍ର ରାକ୍ଷୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ..

8.ସୁଧୁରୁଛି ଆସାମର ବନ୍ୟା ସ୍ଥିତି: ବଢୁଛି ଦୁର୍ଦ୍ଦଶା,ମୃତ୍ୟୁ ସଂଖ୍ୟା 109କୁ ବୃଦ୍ଧି

21 ଜିଲ୍ଲାର 11ଲକ୍ଷ ଲୋକେ ପ୍ରଭାବିତ । ମୃତ୍ୟୁ ସଂଖ୍ୟା 109କୁ ବୃଦ୍ଧି ପାଇଛି..

9.ରାମଲଲା ଓ ମୋଦିଙ୍କ ପାଇଁ ରାକ୍ଷୀ ତିଆରି କଲେ ମୁସଲିମ ମହିଳା

ପବିତ୍ର ସମ୍ପର୍କର ପର୍ବ ରାକ୍ଷୀବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଶ୍ରଦ୍ଧାର ସହ ରାକ୍ଷୀ ତିଆରି କରିଛନ୍ତି ମୁସଲିମ ମହିଳା..

10.ଅଯୋଧ୍ୟାରେ ଭୂମିପୂଜନ; ମାଝା ବରେଠା ବିସ୍ଥାପିତଙ୍କ ଦୁଃଖ ବୁଝିବ କିଏ?

ଭୂମି ପୂଜନ ଆସନ୍ତା 5 ତାରିଖରେ ହେବାକୁ ଯାଉଛି । ଆଉ ଏହି ମଙ୍ଗଳ କାର୍ଯ୍ୟ ପାଇଁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଥିବା ବେଳେ ମାଝା ବରେଠା ଗ୍ରାମବାସୀଙ୍କ ଡର ଏବେ ଚରମସୀମାରେ..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.