ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର... - TOP NEWS@1PM

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

author img

By

Published : Jun 20, 2020, 1:00 PM IST

1.ରାଜ୍ୟରେ ନୂଆ 179 ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 4856କୁ ବୃଦ୍ଧି

ଆଜି ରାଜ୍ୟରେ 179 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ 150 ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ଥିବାବେଳେ 29 ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି..

2.ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ, ଉପକୃତ ହେବେ 116 ଜିଲ୍ଲାର ପ୍ରବାସୀ ଶ୍ରମିକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି..

3.ଯେ କୌଣସି ପରିସ୍ଥିତିରେ ଭାରତ ମୁକାବିଲା କରିବାକୁ ପ୍ରସ୍ତୁତ: ବାୟୁସେନା ମୁଖ୍ୟ

ଲଦାଖରେ ଚୀନ ସେନାର ଷଡଯନ୍ତ୍ରକୁ ବାୟୁସେନା ପ୍ରମୁଖଙ୍କ କଡା ଜବାବ । ବ୍ୟର୍ଥ ଯିବନି ଆମ ଯବାନଙ୍କ ବଳିଦାନ..

4.ସୀମାରେ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା BSF, ଅସ୍ତ୍ରଶସ୍ତ୍ର ଉଦ୍ଧାର

ଜମ୍ମୁ କାଶ୍ମୀର ଅନ୍ତର୍ଜାତୀୟ ସୀମା ନିକଟରେ ଶନିବାର ଗୁଳିକରି ପାକିସ୍ତାନୀ ଡ୍ରୋନକୁ ଖସାଇଛି ବିଏସଏଫ୍ ଟିମ୍..

5.ବିନା ଭକ୍ତରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ଶନିବାର ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି..

6.କୋରୋନା ରୋଗୀଙ୍କୁ ବାହାରୁ ମେଡିସିନ୍ ମଗାଇବା ଘଟଣା, ଡିନଙ୍କୁ ନୋଟିସ୍

କୋରୋନା ରୋଗୀଙ୍କୁ ବାହାରୁ ମହଙ୍ଗା ମେଡିସିନ କିଣିବାକୁ କୁହାଯିବା ନେଇ ହୋଇଛି ନୋଟିସ..

7.ବାୟୁସେନା ଏକାଡେମୀର ମିଳିତ ସ୍ନାତକୋତ୍ତର ପରେଡ, IAFକୁ ମିଳିଲା 123 ଅଧିକାରୀ

19 ଜଣ ମହିଳା ଅଧିକାରୀଙ୍କ ସମେତ 123 ଜଣ ବାୟୁ ସେନା ଯୋଦ୍ଧାଙ୍କୁ ଭାରତୀୟ ବାୟୁସେନା (IAF) ଦ୍ୱାରା ନିଯୁକ୍ତ ଦିଆଯିବ..

8.୨୨ ବର୍ଷ ଧରି ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରି ପାଇଲା ମା

୨୨ ବର୍ଷ ଧରି ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରି ପାଇଲା ମା' । ଗାଁରେ ଖୁସିର ଲହରୀ..

9.ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପରିବାର ସଦସ୍ୟ କୋରୋନା ପଜିଟିଭ

ଗାଙ୍ଗୁଲିଙ୍କ ବଡ ଭାଇ ତଥା ବେଙ୍ଗଲ କ୍ରିକେଟ ଆସୋସିଏସନ(CAB)ର ସଂପାଦକ ସ୍ନେହାଶିଷ ଗାଙ୍ଗୁଲିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ରହିଛି..

10.ନୂଆ ଓ ବିପଦପୂର୍ଣ୍ଣ ପର୍ଯ୍ୟାୟରେ ମହାମାରୀର ପ୍ରବେଶ: WHO

କୋଭିଡ୍‌-19କୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ । ନୂଆ ଓ ବିପଦପୂର୍ଣ୍ଣ ପର୍ଯ୍ୟାୟରେ ମହାମାରୀ ପ୍ରବେଶ କରିଥିବା କହିଲା WHO..

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.