ETV Bharat / bharat

TOP NEWS@1 PM, ଦେଖନ୍ତୁ ବର୍ତ୍ତମାନର ବଡଖବର - top news

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1 PM, ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@1 PM, ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Nov 20, 2020, 1:03 PM IST

1-ରାଜ୍ୟରେ 1600 ପାର୍ କୋରୋନା ଜନିତ ମୃତ୍ୟୁ ସଂଖ୍ୟା

ରାଜ୍ୟରେ ପୁଣି ଗଡ଼ିଲା 16 ଜଣଙ୍କ ମୁଣ୍ଡ। ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ କରୋନା ରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1608।

2-କମୁଛି ସଂକ୍ରମଣ, ରାଜ୍ୟରେ ଦିନକରେ 757 ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କମୁଛି କୋରୋନା । ଆଜି ଦିନକରେ 757 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଆକ୍ରାନ୍ତ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି ।

3-କୋରୋନା ରେଡ ଜୋନରୁ ମୁକୁଳିଲା ହେଲା ଓଡିଶା

ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତି ଖବର । ରେଡ ଜୋନରୁ ମୁକ୍ତ ହେଲା ଓଡିଶା । ସଂକ୍ରମଣ ହ୍ରାସ ପାଉଥିବାରୁ ଏବେ ସମସ୍ତ ଜିଲ୍ଲାରୁ ରେଡ ଜୋନ ହଟିଛି ।
4-ଶୀତକାଳୀନ ଅଧିବେଶନ ଆରମ୍ଭ, ଶୋକ ପ୍ରସ୍ତାବ ପରେ 3ଟା ଯାଏଁ ଗୃହ ମୁଲତବୀ

ଶୀତକାଳୀନ ଅଧିବେଶନ ଆରମ୍ଭ, ଶୋକ ପ୍ରସ୍ତାବ ପରେ 3ଟା ଯାଏଁ ଗୃହ ମୁଲତବୀ

5-ଦେଶବାସୀଙ୍କୁ ଛଟ୍‌ ପୂଜାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଦେଶବାସୀଙ୍କୁ ଛଟ୍‌ ପୂଜାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ।

6-ତହସିଲ କାର୍ଯ୍ୟାଳୟରେ ନିଆଁ ଲଗାଇ ଯୁବକ ଫେରାର

ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ତହସିଲ କାର୍ଯ୍ୟାଳୟରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ନିଆଁ ଲଗାଇ ଫେରାର ହୋଇଥିବା ସୂଚନା ମିଳିଛି ।

7-ରାଜଧାନୀରେ ଅଖା ବସ୍ତାରୁ ୩୦ ଲକ୍ଷ ଜବତ, ନଗଦ ଟଙ୍କା ନେଇ ଇନକମ ଟ୍ଯାକ୍ସର ନଜର

୩୦ ଲକ୍ଷର ନଗଦ ଟଙ୍କା ଦେଖି ସନ୍ଦେହ ବଢିବାରୁ ଥାନାରେ ଜଣେ ଯୁବକକୁ ଅଟକ ରଖିଛି ପୋଲିସ । ଯାହାକୁ ନେଇ ଏବେ ଆୟକର ବିଭାଗ ଏସବୁ ଟଙ୍କା ଉପରେ ନଜର ରଖିଛି ।

8-30 ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ବନ୍ଧୁକ ଜବତ, ଜଣେ ଗିରଫ

ଜଗତସିଂହପୁରର ତୋତାପଡା ଗ୍ରାମରୁ ପ୍ରାୟ 30 ଲକ୍ଷ ଟଙ୍କା ମୂଲ୍ୟର 30 ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି ।

9-ଭଙ୍ଗା ଘରେ ଚାଲିଛି ବନବିଭାଗ କାର୍ଯ୍ୟାଳୟ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ସିମର ଅଞ୍ଚଳରେ ଥିବା ବନବିଭାଗ ଅଫିସ ଉପରେ ମାଡିଯାଇଛି ଘାସ । ଶୀଘ୍ର ଘର ମରାମତି ପାଇଁ ସ୍ଥାନୀୟ ଲୋକଙ୍କ ଦାବି ।

10-ଭାଇରାଲ ହେଉଛି ଇଲିଆନାଙ୍କ ସୁଇଟ୍‌ ସେଲ୍ଫି

ଘରକୁ ଫେରି ଖୁସି ନଜର ଆସୁଛନ୍ତି ଇଲିଆନା । ଦୀର୍ଘ ସମୟରୁ ସେ ନିର୍ଦ୍ଦେଶକ ବଲବିନ୍ଦରଙ୍କ ଅପକମିଂ ଫିଲ୍ମ ‘ଅନଫେୟାର ଆଣ୍ଡ ଲଭଲି’ର ସୁଟିଂରେ ବ୍ୟସ୍ତ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.