ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS@1PM

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS AT 1 PM
ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
author img

By

Published : Oct 1, 2020, 1:04 PM IST

1-ରାଜ୍ୟରେ ପୁଣି କୋରୋନା ନେଲା 17 ଜୀବନ, ମୋଟ ସଂଖ୍ୟା 859କୁ ବୃଦ୍ଧି

ଓଡିଶାରେ ସଂକ୍ରମଣ ସଂଖ୍ୟା ଯେଭଳି ବୃଦ୍ଧି ପାଉଛି ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଯାହାକୁ ନେଇ ବର୍ତ୍ତମାନ 859ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା।

2-କୋରୋନା କାୟା; ଆଜି ରାଜ୍ୟରେ 3615 କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କୋରୋନା ସଂକ୍ରମଣରେ ଲାଗୁନି ବ୍ରେକ । ପ୍ରତିଦିନ ବଢୁଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । ଆଜି ପୁଣି 30 ଟି ଜିଲ୍ଲାରୁ 3615 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

3-ବିଜୁଳି ଦର ବୃଦ୍ଧି ପ୍ରସଙ୍ଗ: ଗୃହରେ ଉତ୍ତର ରଖିଲେ ଶକ୍ତିମନ୍ତ୍ରୀ

ବିଧାନସଭାରେ ଆରମ୍ଭ ହେଲା ବିଦ୍ୟୁତ ସମ୍ପର୍କିତ ମୁଲତବୀ ନୋଟିସ। ମୁଲତବୀ ନୋଟିସ ଆଣିଥିଲେ ବିରୋଧୀ ।

4-ରାଜ୍ୟରେ ବଢୁଛି ନାରୀ ନିର୍ଯାତନା, ଗୃହରେ ଗର୍ଜିଲେ ନରସିଂହ

ଏନସିଆରବି ରିପୋର୍ଟକୁ ନେଇ ବର୍ଷିଲେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର। ଅସଦାଚରଣରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ସେ କହିଛନ୍ତି ।

5-ଆନ୍ତର୍ଜାତୀୟ କଫି ଦିବସ: କୋହଲା ପାଗରେ କଫିର ମଜା ନେଲେ କୋରାପୁଟବାସୀ

ଆଜି ହେଉଛି ଆନ୍ତର୍ଜାତୀୟ କଫି ଦିବସ। କଫି ପ୍ରେମୀଙ୍କ ପାଇଁ ଦିନଟିଏ। ଆଉ ଏହି ଉପଲକ୍ଷେ କୋରାପୁଟ ମାଟିରେ ସ୍ଥାନୀୟ କଫିର ମଜା ନେବାରେ ଏକ ନୂତନ ଅନୁଭୂତି ମିଳିଥାଏ ।

6-ବିଶ୍ବ ଶାକାହାରୀ ଦିବସ; ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ସୁସ୍ଥ ରୁହନ୍ତୁ

ଆଜି ହେଉଛି ବିଶ୍ବ ଶାକାହାରୀ ଦିବସ। ଶାକାହାରୀ ଭୋଜନର ଉପକାରିତା ଓ ପରିବେଶଗତ ଫାଇଦା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ହିଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।

7-ମହାରାଷ୍ଟ୍ରରେ ଅକ୍ଟୋବର 31 ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି

ଦେଶରେ ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ଆଗରେ ରହିଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନକୁ ବୃଦ୍ଧି କରିଛନ୍ତି ।

8-ୱାର୍କ ଫ୍ରମ ହୋମରେ କୋରୋନା ଯୋଦ୍ଧାଙ୍କ କଥା ଭାବିଲେ ଟେକ୍ନିସିଆନ, ତିଆରି କଲେ ରୋବର୍ଟ ନର୍ସ

ଏଣିକି କୋଭିଡ ଆକ୍ରାନ୍ତଙ୍କ ଯତ୍ନ ନେବ ରୋବୋଟିକ ନର୍ସ । ରିମୋଟ ଦ୍ବାରା ଚାଳିତ ରୋବର୍ଟ ଏବେ କୋରୋନା ଆକ୍ରାନ୍ତଙ୍କୁ କରିବ ସୁସ୍ଥ । ଲକଡାଉନରେ ୱା ର୍କ ଫ୍ରମ ହୋମରେ କାମ କରୁ ଏପରି କିଛି କଳ୍ପନା କରି ସମ୍ବଲପୁରରେ ଜଣେ ଯୁବକ ତିଆରି କରିଛନ୍ତି ରୋବର୍ଟ ନର୍ସ ।

9-ହାଥରସ ପୀଡିତାଙ୍କୁ ନ୍ୟାୟ ଦାବିରେ ପୁରୀ ଯୁବ କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ରାଲି

ହାଥରସ ପୀଡିତାଙ୍କୁ ନ୍ୟାୟ ଦାବିରେ ପୁରୀ ଯୁବ କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ରାଲି ।

10-ବର୍ଷାରେ ବେହାଲ ଅନୁଗୋଳ, ଡାକ୍ତରଖାନାରେ ପଶିଲା ନର୍ଦ୍ଦମା ପାଣି

ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହେବାରୁ ସରକାରୀ ଡାକ୍ତରଖାନାରେ ନାଳ ନର୍ଦ୍ଦମାର ପାଣି ପ୍ରବେଶ କରିଥିଲା । ଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.