ETV Bharat / bharat

TOP NEWS@9PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର...

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର...
TOP NEWS@9PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର...
author img

By

Published : Jul 31, 2020, 9:34 PM IST

1.ଘୋଷଣା ହେଲା ଅନଲକ-3 ନିୟମ, ନମାନିଲେ ଗଣିବେ ମୋଟା ଅଙ୍କର ଦଣ୍ଡ

ଅନଲକ 3 ନିୟମ ନମାନିଲେ ଗଣିବେ ମୋଟା ଅଙ୍କର ଦଣ୍ଡ। ଅନଲକ 3 ରେ ନୂଆନିୟମ ଜାରି ହୋଇଛି। ନିୟମ କୁ ଭାଙ୍ଗିଲେ ଜନସାଧାରଣଙ୍କୁ ମୋଟା ଅଙ୍କର ଟଙ୍କା ଗଣିବାକୁ ପଡିବ।

2.ରାଜ୍ୟରେ ସୁସ୍ଥ ହେଲେ 772 ଆକ୍ରାନ୍ତ

ଶୁକ୍ରବାର ରାଜ୍ୟରେ 772 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ 20 ହଜାର ଛୁଇଁଲା ଆରୋଗ୍ୟ ସଂଖ୍ୟା ।

3.50 ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, ଶନିବାର ଛୁଟି

ଅଗଷ୍ଟ ମାସରେ ସବୁ ସରକାରୀ ଅଫିସ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ତେବେ ଘରେ ବସି କାମ ବି ହେବ । ସବୁ ଶନିବାର ଛୁଟି ରହିବ ।

4.ଅଗଷ୍ଟ ୪ରୁ ଲଘୁଚାପ, ଚାଷ ପାଇଁ ଚାଷୀଙ୍କୁ ମିଳିବ ଆଶ୍ବସ୍ତି

ଆସନ୍ତା ଅଗଷ୍ଟ ୪ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପ୍ରକାଶ କରିଛି ।

5.FIR ପରେ ଟେନସନରେ ରିଆ, ଭିଡିଓ ଜାରି କରି କହିଲେ 'ସତ୍ୟମେବ ଜୟତେ'

ଇଡି ପକ୍ଷରୁ ମାମଲା ରୁଜୁ ପରେ ପ୍ରଥମ ଥର ପାଇଁ ରିଆ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ । ଏକ ଭିଡିଓ ଜାରି କହିଲେ ନିଶ୍ଚୟ ସତ୍ୟ ସାମ୍ନାକୁ ଆସିବ ।

6.ଢେଙ୍କାନାଳରେ ଚାଞ୍ଚଲ୍ୟ: ନାବାଳିକା ମୃତ୍ୟୁର ଅଭିଯୁକ୍ତ ଗିରଫ, ପୁଣି ଜଣେ ନାବାଳିକାଙ୍କୁ ଅପହରଣ

ପୁଣି ଭାପୁର ଫାଣ୍ଡି ଅଞ୍ଚଳରୁ ନାବାଳିକାଙ୍କୁ ଅପହରଣ । ପୋଲିସ ପାଖରେ ଝିଅକୁ ଫେରାଇ ଆଣିବାକୁ ଗୁହାରି କଲେ ଅପହୃତା ନାବାଲିକାର ପରିବାର ।

7.ରାମ ମନ୍ଦିର ନିର୍ମାଣରେ ବ୍ୟବହାର ହେବ ଗୟା ଧାମର ରୂପା ଇଟା

ଅଗଷ୍ଟ ୫ରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ହେବ । ଭୁମି-ପୂଜନରେ ନକ୍ଷତ୍ରରୁ ଆରମ୍ଭ କରି ଅନ୍ୟ ସମସ୍ତ ବିଶ୍ୱାସକୁ ବିଶେଷ ଯତ୍ନ ଦିଆଯାଇଛି।

8.ମସଜିଦ ଜମିରେ ସ୍କୁଲ-ମେଡିକାଲ ନିର୍ମାଣ ହେବା ଉଚିତ: ୱାକଫ ବୋର୍ଡ

ସୁନ୍ନି ସେଣ୍ଟ୍ରାଲ ୱାକଫ୍ ବୋର୍ଡକୁ ମଧ୍ୟ ସୁପ୍ରିମକୋର୍ଟ 5 ଏକର ଜମି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ଜମିରେ ବିଦ୍ୟାଳୟ ଓ ଡାକ୍ତରଖାନା ନିର୍ମାଣ ପାଇଁ ଦାବି କରିଛନ୍ତି ଇକବାଲ ଅନସାରୀ ।

9.ଘରୋଇ ବିମାନ ଚଳାଚଳ ସୁରୁଖୁରୁରେ ଚାଲିଛି: ବିମାନ ଚଳାଚଳ ମନ୍ତ୍ରୀ

କୋରୋନା କାରଣରୁ ଲାଗୁହୋଇଥିବା ଲକଡାଉନର 68 ଦିନ ପରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି । ଯାହା ବର୍ତ୍ତମାନ ସୁରୁଖୁରୁରେ ଚାଲିଛି ବୋଲି ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି।

10.ଆଉ 3 ମାସ ଗୃହବନ୍ଦୀ ରହିବେ ମେହବୁବା ମୁଫତି

ପିଏସଏ ଅଧୀନରେ ମେହବୁବା ମୁଫତିଙ୍କ ଗୃହବନ୍ଦୀ ଅବଧି ତିନି ମାସ ପାଇଁ ବୃଦ୍ଧି କରାଯାଇଥିଲା । ଏହି ଅବଧି ଶେଷ ହେବାକୁ ଥିବା ବେଳେ ଶୁକ୍ରବାର ପୁଣିଥରେ ଏହାକୁ ବୃଦ୍ଧି କରିଛି ଜମ୍ମୁ-କାଶ୍ମୀର ପ୍ରଶାସନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.