ETV Bharat / bharat

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର... - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର...

author img

By

Published : Jul 31, 2020, 7:03 PM IST

1. ଅଗଷ୍ଟ 31 ଯାଏଁ ଦେଶରେ ବନ୍ଦ ରହିବ ଅନ୍ତରାଷ୍ଟ୍ରୀୟ ବିମାନ ସେବା

ତେବେ କୋରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ପୂନର୍ବାର ଦେଶରେ ଅନ୍ତରାଷ୍ଟ୍ରୀୟ ବିମାନ ସେବା ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର ।

2. ଆଦିତ୍ଯଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ, ବିଦ୍ୟାଶ୍ରୀ ଓ ପରିବାର ଲୋକଙ୍କୁ ହେଉଛି ଜେରା

ମାନବ ପ୍ରେମୀ ଆଦିତ୍ଯ ଦାସ ମୃତ୍ଯୁ ମାମଲାରେ କ୍ରାଇମବ୍ରାଞ୍ଚ ଟିମର ତନାଘନା ଆରମ୍ଭ । ଆଦିତ୍ଯଙ୍କ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ ।

3. ଇଟିଭି ଭାରତ ମହାପ୍ରଭାବ; ଜେଲ ଭିତରକୁ ମାଦକ ଦ୍ରବ୍ଯ ପ୍ରବେଶରେ ଲାଗିଲା ଅଙ୍କୁଶ

ଇଟିଭି ଭାରତରେ ଖବର ପ୍ରସାରଣ ପରେ ଚେତିଛି ଜେଲ ପ୍ରଶାସନ । ଜେଲ ଭିତରକୁ ପ୍ରବେଶ ହେଉଥିବା ମାଦକ ଦ୍ରବ୍ଯ ସହ ମୋବାଇଲ ପ୍ରବେଶ ଉପରେ ଲଗାଇଛି କଡ଼ା ଅଙ୍କୁଶ ।

4. କଟକରୁ ୨୨ କୋରୋନା ଆକ୍ରାନ୍ତ ଚିହ୍ନଟ

ସିଲଭର ସିଟି କଟକ ମହାନଗର ନିଗମରୁ ପୁଣି ୨୨ ନୂଆ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।

5. ଘରୋଇ ବିମାନ ଚଳାଚଳ ସୁରୁଖୁରୁରେ ଚାଲିଛି: ବିମାନ ଚଳାଚଳ ମନ୍ତ୍ରୀ

ଲକଡାଉନର 68 ଦିନ ପରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି । ଯାହା ବର୍ତ୍ତମାନ ସୁରୁଖୁରୁରେ ଚାଲିଛି ବୋଲି ଶୁକ୍ରବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି।

6. ଆଉ 3 ମାସ ଗୃହବନ୍ଦୀ ରହିବେ ମେହବୁବା ମୁଫତି

ପିଏସଏ ଅଧୀନରେ ମେହବୁବା ମୁଫତିଙ୍କ ଗୃହବନ୍ଦୀ ଅବଧିକୁ ବୃଦ୍ଧି କରିଛି ଜମ୍ମୁ-କାଶ୍ମୀର ପ୍ରଶାସନ ।

7. ସୁଶାନ୍ତ ସିଂହ ଘଟଣା: ମନି ଲଣ୍ଡିରିଂ ମାମଲା ରୁଜୁ କଲା ଇଡି, ରିଆଙ୍କୁ ହୋଇପାରେ ଜେରା

ଇଡି ସୁଶାନ୍ତ ସିଂହ ରାଜପୁତଙ୍କ ମହିଳା ବନ୍ଧୁ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିବା ଜଣାପଡିଛି ।

8. ସୁଶାନ୍ତ ସିଂହ ଆତ୍ମହତ୍ୟା ଘଟଣା: ବିହାରରେ ଉଚ୍ଚସ୍ତରୀୟ ବୈଠକ, ସିବିଆଇ ତଦନ୍ତ ପାଇଁ ବିଜେପିର ଦାବି

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଦାବି ଜୋର ଧରିବାକୁ ଲାଗିଛି ।

9. ଇଦ ଉଲ ଜୁହା ଫିକା କରିବ କୋରୋନା !

ଆସନ୍ତାକାଲି ମୁସଲମାନଙ୍କ ପବିତ୍ର "ଇଦ ଉଲ ଜୁହା" । ହେଲେ କୋରୋନା ପାଇଁ ଫିକା ପଡ଼ିବ ଚଳିତ ବର୍ଷ ମୁସଲମାନ ସମ୍ପ୍ରଦାୟର ପର୍ବ "ଇଦ ଉଲ ଜୁହା"।

10. ବିଶ୍ବ ଆଥଲେଟିକ ଇଭେଣ୍ଟ ପାଇଁ ନୂଆ ତାରିଖ ଘୋଷଣା

ୱାର୍ଲ୍ଡ ଆଥଲେଟିକ୍ସ ବିଶ୍ବ 20 ବର୍ଷରୁ କମ ଚାମ୍ପିଅନସିପ୍ ନାଇରୋବି 2020 ଏବଂ ବିଶ୍ବ ଆଥଲେଟିକ୍ସ ରେସ୍ ୱାକିଙ୍ଗ ଦଳ ଚାମ୍ପିଅନସିପ୍ ମିନସ୍କ 2020 ପାଇଁ ନୂତନ ତାରିଖ ଘୋଷଣା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.