ETV Bharat / bharat

ଆଜି 'ମନ କି ବାତ' ଦ୍ବିତୀୟ ସଂସ୍କରଣର 2ୟ ରବିବାର - ମୋଦିଙ୍କ 'ମନ କି ବାତ'

କ୍ଷମତାକୁ ଫେରିବା ପରେ ଆରମ୍ଭ ହୋଇଯାଇଛି 'ମନ କି ବାତ' କାର୍ଯ୍ୟକ୍ରମ । ଏହା ଦ୍ବିତୀୟ ସଂସ୍କରଣ ହୋଇଥିବା ବେଳେ ପ୍ରଥମ ଭାଗରେ ଜଳସଙ୍କଟ ଉପରେ ଆଲୋକପାତ କରିଥିଲେ ମୋଦି । ତେବେ ଆଜି ଏହାର ଦ୍ବିତୀୟ ଭାଗରେ ଜନତାଙ୍କ ଉଦ୍ଦେଶ୍ୟରେ ଭାଷଣ ରଖିବେ ପ୍ରଧାନମନ୍ତ୍ରୀ ।

ଫାଇଲ ଫଟୋ
author img

By

Published : Jul 28, 2019, 9:46 AM IST

ନୂଆଦିଲ୍ଲୀ: ଆଜି ମୋଦି ସରକାର 2.0ର 'ମନ କି ବାତ' ଦ୍ବିତୀୟ ସଂସ୍କରଣର ଦ୍ବିତୀୟ ରବିବାର । ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭାଷଣ ରଖିବେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ । ସେହି ସମାନ ସମୟ(ଦିନ 11ଟା)ରେ ଲୋକଙ୍କ ନିକଟରେ ପହଞ୍ଚିବ ମୋଦିଙ୍କ ଆବାଜ । ରେଡିଓ ସହିତ ପିଏମଓଙ୍କ ୟୁ-ଟ୍ୟୁବ ଚ୍ୟାନେଲ ସହିତ ସୂଚନା ପ୍ରସାରଣ ମନ୍ତ୍ରଣାଳୟରେ ମଧ୍ୟ କାର୍ଯ୍ୟକ୍ରମ ପ୍ରସାରଣ ହେବ କାର୍ଯ୍ୟକ୍ରମ ।

ଏହା 'ମନ କି ବାତ' କାର୍ଯ୍ୟକ୍ରମ-2ର ଦ୍ବିତୀୟ ଭାଗ ହୋଇଥିବାବେଳେ ପ୍ରଥମ ରବିବାରରେ ଜଳ ସଙ୍କଟ ଉପରେ ଗୁରୁତ୍ବାରୋପ କରିଥିଲେ ମୋଦି । ପୁଣି ଥରେ କ୍ଷମତାକୁ ଫେରିଥିବା ନେଇ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏପରିକି ବହୁ ଦିନର ଅନ୍ତରାଳ ପରେ ପୁଣି 'ମନ କି ବାତ' କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାରୁ ଏହି ସମୟକୁ ସେ ବହୁତ ମନେପକାଉଥିଲେ ବୋଲି କହିଥିଲେ । କାରଗିଲ ଯୁଦ୍ଧକୁ 20 ବର୍ଷ ଅବସରରେ ଦିଲ୍ଲୀରେ ଇନ୍ଦିରା ଗାନ୍ଧୀ ଇନ୍ଦୋର ଷ୍ଟାଡିୟମରେ ଗତକାଲି ଭାଷଣ ରଖିଥିଲେ ମୋଦି ।

Maan ki Baat programme
ଫଟୋ ସୌଜନ୍ୟ:@narendramodi

ଚଳିତ ବର୍ଷ ନିର୍ବାଚନ ଲାଗି ଜୁନ 30ରେ କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିବାବେଳେ ଦୃଢୋକ୍ତି ସହିତ ମୋଦି 2019ରେ କ୍ଷମତାକୁ ଫେରିବେ ବୋଲି ଆଶା ପ୍ରକଟ କରିଥିଲେ । ଆଉ କହିଥିଲେ ପୁଣି ଥରେ 'ମନ କି ବାତ' କାର୍ଯ୍ୟକ୍ରମର ଆରମ୍ଭ କରିବେ ।

Intro:Body:

TESTING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.