ETV Bharat / bharat

କୋଲେଷ୍ଟ୍ରୋଲର ଚିକିତ୍ସା କରନ୍ତୁ, ହୃଦଘାତରୁ ବଞ୍ଚନ୍ତୁ - Timely treatment of high cholesterol can save you from heart disease

ଶରୀରରେ  କୋଲେଷ୍ଟ୍ରୋଲର ମାତ୍ରା ବୃଦ୍ଧି ପାଇଲେ ହୃଦଘାତ ଆଶଙ୍କା ବୃଦ୍ଧି ପାଇଥାଏ ।

cholesterol
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Dec 9, 2019, 4:31 PM IST

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ହୃଦଘାତ ବା ଷ୍ଟ୍ରୋକ ଏକ ବଡ ସମସ୍ୟା ହୋଇ ଠିଆହୋଇଛି । ଦିନ ଥିଲା ଏହା କେବଳ ବୟସ୍କ ବ୍ୟକ୍ତି ମାନଙ୍କୁ ହେଉଥିଲା । କିନ୍ତୁ ଏବେ ଏହି ରୋଗରେ ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ମୃତ୍ୟୁବରଣ କରୁଛନ୍ତି । ଏହାର ଅନେକ କାରଣ ଥିବାବେଳେ ଶରୀରରେ କୋଲେଷ୍ଟ୍ରୋଲର ମାତ୍ରାରେ ବୃଦ୍ଧି ଘଟିଲେ ଏହି ରୋଗ ଦେଖାଯାଇଥାଏ ।

ନିକଟରେ କରାଯାଇଥିବା ଏକ ରିସର୍ଚ୍ଚରେ 40 ବର୍ଷରୁ ଅଧିକ ବୟସର 4 ଲକ୍ଷ ଲୋକଙ୍କୁ ସାମିଲ କରାଯାଇଥିଲା । ଦ ଲୈସେଟ ଦ୍ବାରା କରାଯାଇଥିବା ଏହି ରିସର୍ଚ୍ଚରେ କୁହାଯାଇଛି ଯେ, 45 ବର୍ଷରୁ କମ ବୟସର ଲୋକଙ୍କୁ କୋଲେଷ୍ଟ୍ରୋଲର ଉଚ୍ଚତମ ଓ ଖରାପ ସ୍ବାସ୍ଥ୍ୟ ସହ ଲିଙ୍କ ରହିଛି । 45 ବର୍ଷରୁ କମ ବୟସର ପୁରୁଷଙ୍କୁ 75 ବର୍ଷ ବୟସ ପର୍ଯ୍ୟନ୍ତ ମୋଟାପଣ ଓ ଧୁମ୍ରପାନ ଯୋଗୁଁ ହାର୍ଟ ଆଟାକ ଜନିତ ସମସ୍ୟାକୁ ବୃଦ୍ଧି କରିଥାଏ । ଏହି ଆଶଙ୍କା 29 ପ୍ରତିଶତ ପୁରୁଷଙ୍କ ରହିଥିବାଳେ ମହିଳାଙ୍କ କ୍ଷେତ୍ରରେ 16 ପ୍ରତିଶତ ଦେଖାଯାଇଥାଏ ।

ଏହି କ୍ରମରେ ରିସର୍ଚ୍ଚର ମାନେ କହିଛନ୍ତି ଯେ, ଖରାପ ଓ ହାଇ କୋଲେଷ୍ଟ୍ରୋଲ ତୁରନ୍ତ ଚିକିତ୍ସା କରିବା ଦ୍ବାରା ଏଥେରୋସ୍କୋରୋସିସରକୁ ରୋକାଯାଇ ପାରିବ । ତେଣୁ ସମୟ ପୂର୍ବରୁ ମୋଟାପଣ, କୋଲେଷ୍ଟ୍ରୋଲର ଓ କ୍ୟାଲସିୟମକୁ ନିୟନ୍ତ୍ରଣ କରାଯାଇପାରିବ । ଏହି ବିଷୟରେ ଆୟୋବା ୟୁନିଭର୍ସିଟିର ଜେନିଫର ରେବିନ୍ସ କହିଛନ୍ତି ଯେ, ଖରାପ ଓ ହାଇ କୋଲେଷ୍ଟ୍ରୋଲର ପ୍ରଭାବ ହୃଦୟ ଉପରେ ପଡିଥାଏ । ଆଉ ଏହା 10 ବର୍ଷ ଭିତରେ ଦେଖାଯାଇଥାଏ । ତେଣୁ କୋଲେଷ୍ଟ୍ରୋଲ କମ କରିବାର ଉପାୟକୁ ଆପଣାଇବାକୁ ପଡିବ । ଏଥିପାଇଁ ବ୍ୟକ୍ତିକୁ ଔଷଧ ସେବନ କରିବା ନିହାତି ଆବଶ୍ୟକ ଅଟେ ।

Intro:ରାଇରଙ୍ଗପୁର : ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗୁଳିମାଡ଼।ଗୁଳି ମାଡ଼ରେ ମହିଳା ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧୀନରେ ଥିବା ତଲକବାଦି ଗ୍ରାମରେ। ଗୁରୁତର ଅବସ୍ଥାରେ ମହିଳା ଜଣକ ବାରିପଦା ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି। ଗୁରୁତର ମହିଳା ଜଣକ ହେଲେ ବିଶୋଇ ଥାନା ତଲକବାଦି ଗ୍ରାମର ମଇନ ହେମ୍ବ୍ରମ। ମହିଳାଙ୍କ ବୟାନ ଅନୁଯାୟୀ ଜଣଙ୍କୁ ଅଟକ ରଖି ବିଶୋଇ ପୋଲିସ ପଚରା ଉଚରା ଜାରି ରହିଛି। ତେବେ ଶନିବାର ମହିଳା ଜଣକ ଘରେ ଶୋଇଥିବା ବେଳେ ଜଣେ ଦୁର୍ବୁତ୍ତ ତାଙ୍କ ଉପରେ ଗୁଳି ମାଡ କରିଥିଲେ। କିନ୍ତୁ ଗୁଳିଟି ମହିଳାଙ୍କ ମୁଣ୍ଡ ଉପରେ ଘଷି ହୋଇ ପାର ହେବା ସହିତ ମହିଳାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ମହିଳା ଜଣକ ବାରିପଦା ପିଆରଏମ ରେ ଚିକିତ୍ସିତ ହେଉଥିବା ବେଳେ ବିଶୋଇ ପୋଲିସ ତଦନ୍ତ ଜାରି ରଖିଛି । ବିଶୋଇ ପୋଲିସ ଘଟଣାସ୍ଥଳରୁ ଗୁଳିମାଡ ହୋଇଥିବା ଗୁଳିକୁ ଜବତ କରିବା ସହିତ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରଖିଛି।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.