ETV Bharat / bharat

ଝାଡଖଣ୍ଡରେ 3 ବର୍ଷର ଶିଶୁକୁ ଦୁଷ୍କର୍ମ ! - raped on 3 year old girl

ଜାମସେଦପୁର ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । 3 ବର୍ଷର ଶିଶୁ ଦୁଷ୍କର୍ମର ଶିକାର ହୋଇଥିବା ବେଳେ ଅଭିଯୁକ୍ତ ଜଣକ 12 ବର୍ଷର ନାବାଳକ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

Three year old girl raped by 12 year old boy in jharkhand
ଝାଡଖଣ୍ଡରେ 3 ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ
author img

By

Published : Nov 10, 2020, 1:53 PM IST

ରାଞ୍ଚି: ଜାମସେଦପୁର ଅଞ୍ଚଳରେ ଗତ ସୋମବାର 3 ବର୍ଷର ଶିଶୁକୁ 12 ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତା ଶିଶୁର ପରିବାର ପକ୍ଷରୁ ଅଭିଯୋଗ ପରେ ଅଭିଯୁକ୍ତ ଓ ତା' ପିତାଙ୍କୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ଶିଶୁଟି ପରଶୁଧି ଥାନା ନିକଟସ୍ଥ ଲୋକୋ କଲୋନୀରେ ନିଜ ଭଡା ଘରେ ଖେଳୁଥିବା ସମୟରେ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ପୋଲିସ ଖବର ଦେଇଛି । ପୀଡିତାର ପରିବାର ପକ୍ଷରୁ ଗତ ଶନିବାର ସନ୍ଧ୍ୟା ସମୟରେ ଥାନାରେ ଅଭିଯୋଗ ହୋଇଥିଲା । ପୀଡିତାର ପିତା କିଛି ଦିନ ପାଇଁ ସହର ବାହାରେ ଥିବାରୁ ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ଥାନାରେ ଅଭିଯୋଗ ହୋଇନଥିଲା ।

ଅଭିଯୁକ୍ତ ଜଣକ ଝାଡଖଣ୍ଡର ପୂର୍ବ ଅଞ୍ଚଳରେ ଥିବା ସିଙ୍ଗଭୁମ ଜିଲ୍ଲାର ସ୍ଥାୟୀ ଅଧିବାସୀ ବୋଲି ଜଣାପଡିଛି । ପୋଲିସ ଏଫଆଇଆର ପାଇବା ପରେ ସଂପୃକ୍ତ ଅଭିଯୁକ୍ତ ସହ ତାର ପିତାକୁ ଖୋଜିବା ସହ ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.