ETV Bharat / bharat

ଭାରତ-ପାକିସ୍ତାନ ସୀମାରୁ ଧରାପଡିଲେ 3 ଇରାନ ନାଗରିକ

author img

By

Published : Aug 6, 2020, 9:59 AM IST

ଭାରତ-ପାକିସ୍ତାନ ସୀମାରୁ ଧରାପଡିଲେ 3 ଇରାନ ନାଗରିକ । ପୋଲିସ ସେମାନଙ୍କୁ ହେପାଜତକୁ ନେବା ସହ ଅଧିକ ପଚରାଉଚରା ଜାରି ରଖିଛି । ଅଧିକ ପଢନ୍ତୁ...

ଭାରତ-ପାକିସ୍ତାନ ସୀମାରୁ ଧରାପଡିଲେ 3 ଇରାନ ନାଗରିକ
ଭାରତ-ପାକିସ୍ତାନ ସୀମାରୁ ଧରାପଡିଲେ 3 ଇରାନ ନାଗରିକ

ଶ୍ରୀନଗର: ଭାରତ-ପାକିସ୍ତାନ ସୀମା ନିକଟରୁ 3 ଇରାନ ନାଗରିକଙ୍କୁ ଧରିଲା ପୋଲିସ । ସେମାନଙ୍କୁ ଧରିବା ସହ ହେପାଜତକୁ ନେଇ ପଚରାଉଚରା କରୁଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ପଞ୍ଜାମ ସୀମାକୁ ଲାଗିଥିବା ଅଞ୍ଚଳରେ ବିନା ଅନୁମତିରେ ଏକ ଗାଡିରେ ଜଣେ ମହିଳା ଓ ଦୁଇ ଜଣ ଯୁବକ ବୁଲୁଥିଲେ । ପୋଲିସ ଏମାନଙ୍କୁ ଦେଖିବା ପରେ ଅଟକ ରଖିବା ସହ ପଚରାଉଚରା ଜାରି ରଖିଛି । ତେବେ ପୋଲିସ ଦ୍ବାରା ପଚରାଉଚରା ସମୟରେ ତିନିଜଣ ଇରାନର ନାଗରିକ ହୋଇଥିବା ଜଣାପଡିଛନ୍ତି ।

ଏହା ଜାଣିବା ପରେ ପୋଲିସ ସେମାନଙ୍କୁ ଅଟକ ରଖିଛି । ତେବେ ଏମାନେ ବିନା ଅନୁମତିରେ ଅନ୍ତ୍ରରାଷ୍ଟ୍ରୀୟ ସୀମା ଭିତରେ ପଶିଥିବାରୁ ପୋଲିସ ଅଟକ ରଖିବା ସହ ଅଧିକ ପଚରାଉଚରା ଜାରି ରଖିଛି । ସେହିପରି ଘଟଣାସ୍ଥଳରେ ଆଇବି ଇଣ୍ଟିଲେଜେନ୍ସିର ଅଧିକାରୀମାନେ ମଧ୍ୟ ପହଞ୍ଚି ପଚରାଉଚରା ଜାରି ରଖିଛନ୍ତି ।

ତେବେ ଦୁଇ ଯୁବକଙ୍କ ବୟସ 35ରୁ 40 ଭିତରେ ହୋଇଥିବାବେଳେ ମହିଳା ଜଣଙ୍କ ବୟସ 45 ବର୍ଷ ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.