ETV Bharat / bharat

ମିଛ କହି 3 ପୋଲିସ କର୍ମଚାରୀ ନିଲମ୍ବିତ

author img

By

Published : May 1, 2020, 2:34 PM IST

ମହଙ୍ଗା ପଡିଲା ଛୁଟି ପାଇଁ ମିଛ କହିବା । ମିଛ କହି ନିଲମ୍ବିତ ହେଲେ ଦିଲ୍ଲୀର 3 ପୋଲିସ କର୍ମଚାରୀ । ଅଧିକ ପଢନ୍ତୁ...

Three  policeman suspended for lying in delhi
ମହଙ୍ଗା ପଡିଲା ଛୁଟି ପାଇଁ ମିଛ କହିବା

ନୂଆଦିଲ୍ଲୀ: ମହଙ୍ଗା ପଡିଲା ଛୁଟି ପାଇଁ ମିଛ କହିବା । ମିଛ କହି ନିଲମ୍ବିତ ହେଲେ ଦିଲ୍ଲୀର 3 ପୋଲିସ କର୍ମଚାରୀ । ଲକ ଡାଉନ ପାଇଁ ପୋଲିସ ରାତିଦିନ ଏକକରି କାମ କରୁଛି । ହେଲେ ଦିଲ୍ଲୀର ଶାସ୍ତ୍ରୀ ପାର୍କ ମେଟ୍ରୋ ପୋଲିସ ଷ୍ଟେସନରେ କାର୍ଯ୍ୟ କରୁ ଥିବା 3 ପୋଲିସ କର୍ମଚାରୀଙ୍କୁ ମିଛ କହିବା ଅଭିଯୋଗରେ ନିଲମ୍ବିତ କରାଯାଇଛି ।

ମହଙ୍ଗା ପଡିଲା ଛୁଟି ପାଇଁ ମିଛ କହିବା

ସୂଚନା ଅନୁସାରେ, ଶାସ୍ତ୍ରୀ ପାର୍କ ମେଟ୍ରୋ ଷ୍ଟେସନରେ କାର୍ଯ୍ୟ କରୁଥିବା 3 କର୍ମଚାରୀ ଛୁଟି ନେବାକୁ ଚାହୁଁଥିଲେ । ଆଉ ଛୁଟି ନେବା ପାଇଁ ଉପରିସ୍ତ ଅଧିକାରୀଙ୍କୁ କହିଥିଲେ ଯେ, ସେ ଯେଉଁ ଅଧିକାରୀଙ୍କ ସହ ଡ୍ୟୁଟି କରୁଛନ୍ତି ସେ କୋରୋନାରେ ସଂକ୍ରମିତ । ତେଣୁ ସେମାନଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବା ପାଇଁ ଛୁଟି ଦରକାର ।

କିନ୍ତୁ ତଦନ୍ତ ପରେ ଜଣାପଡିଥିଲେ ଯେ, ଯେଉଁ ଅଧିକାରୀ କୋରୋନାରେ ଆକ୍ରାନ୍ତ ସେମାନେ ତାଙ୍କ ସହ ଡ୍ୟୁଟି କରିନାହାଁନ୍ତି । ପରେ ଘଟଣାର ତଦନ୍ତ କରି ମେଟ୍ରୋ ଡିସିପି ମଞ୍ଜିତ ତିନି ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.