ETV Bharat / bharat

ବିଜେପି ନେତାଙ୍କୁ ହତ୍ୟା କରି 3 ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଗିରଫ

author img

By

Published : Sep 23, 2019, 5:19 PM IST

ବିଜେପି ନେତା ଚନ୍ଦ୍ରକାନ୍ତ ଶର୍ମା ଓ ତାଙ୍କ ସୁରକ୍ଷାକର୍ମୀଙ୍କ ହତ୍ୟା ମାମଲାରେ ତିନିଜଣ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ।

ଫଟୋ ସୌଜନ୍ୟ: ଏଏନଆଇ

ଶ୍ରୀନଗର: ବିଜେପି ନେତା ହତ୍ୟାକାରୀଙ୍କୁ ଗିରଫ କଲା ଜମ୍ମୁ କାଶ୍ମୀର ପୋଲିସ । କିସ୍ତାୱାର ଅଞ୍ଚଳରୁ ତିନିଜଣ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଏହି ମାମଲାରେ ଗିରଫ କରାଯାଇଛି । ଗିରଫ ଆତଙ୍କବାଦୀମାନେ ବିଜେପି ନେତା ଚନ୍ଦ୍ରକାନ୍ତ ଶର୍ମା ଓ ତାଙ୍କ ସୁରକ୍ଷାକର୍ମୀଙ୍କ ହତ୍ୟା ମାମଲାରେ ସଂପୃକ୍ତ ଥିବା ପୋଲିସ କହିଛି । ସେହିପରି ଗିରଫ ଆତଙ୍କୀଙ୍କ ମଧ୍ୟରୁ ଅହମ୍ମଦ ଶେଖ ବିଜେପି ନେତା ଅନିଲ ପରିହାରଙ୍କ ହତ୍ୟା ମାମଲାରେ ସାମିଲ ଥିଲା ବୋଲି ପୋଲିସ ପ୍ରକାଶ କରିଛି ।

ଗତ 2018 ମସିହା ଏପ୍ରିଲ 9 ତାରିଖରେ ବିଜେପି ନେତା ଚନ୍ଦ୍ରକାନ୍ତ ଶର୍ମାଙ୍କୁ ହତ୍ୟା କରାଯାଇଥିଲା । ସେହିପରି ନଭେମ୍ବର 1 ତାରିଖରେ ବିଜେପି ନେତା ଅନିଲ ପରିହାରଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.