ETV Bharat / bharat

‘ଦିଲ୍ଲୀକୁ ଭଗବାନ ଇନ୍ଦ୍ର ହିଁ ଭରଷା’ - ଦିଲ୍ଲୀ ବର୍ତ୍ତମାନ ପ୍ରଦୂଷଣର ବଳୟରେ

ଦିଲ୍ଲୀ ବର୍ତ୍ତମାନ ପ୍ରଦୂଷଣ ବଳୟରେ । ଏହାର ସମାଧାନ ପାଇଁ ଉତ୍ତର ପ୍ରଦେଶର ମନ୍ତ୍ରୀ ବାଟ ଖୋଜି ପାଇଛନ୍ତି ।

ଫାଇଲ ଫଟୋ
author img

By

Published : Nov 3, 2019, 4:56 PM IST

ନୂଆଦିଲ୍ଲୀ: ବିଶାକ୍ତ ଧୂଆଁର ବଳୟରେ ଦିଲ୍ଲୀ । ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରଦୂଷଣର ମାତ୍ରା ଏତେ ଅଧିକ ଯେ, ଦିନ ଦ୍ବିପ୍ରହରରେ କୁହୁଡି ପରି ରାସ୍ତାରେ ଧୁଆଁର ବଳୟ ଦେଖିବାକୁ ମିଳୁଛି । ଏହାର ସମାଧାନ ପାଇଁ ଉତ୍ତର ପ୍ରଦେଶ ନେତା ସୁନୀଲ ଭରାଳ ନୂଆ ଉପାୟ ବାହାର କରିଛନ୍ତି ।

ଯଜ୍ଞ କରି ଇନ୍ଦ୍ରଦେବଙ୍କୁ ପ୍ରସନ୍ନ କଲେ ଯାଇ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ଉତ୍ତର ପ୍ରଦେଶ ମନ୍ତ୍ରୀ । ଫସଲ ଜାଳିବା ଏକ ଚଳିତ ପରମ୍ପରା ତେଣୁ ଏହାକୁ ନେଇ ବିବାଦ କରିବା ଠିକ୍ ନୁହେଂ ବରଂ ଦିଲ୍ଲୀ ସରକାରଙ୍କୁ ଇନ୍ଦ୍ର ଦେବଙ୍କୁ ପ୍ରସନ୍ନ କରିବା ଜରୁରୀ ବୋଲି କହିଛନ୍ତି ନେତା ସୁନୀଲ ଭରାଳ ।

ଫସଲ ଜାଳିବା ପ୍ରଦୂଷଣର ମୁଖ୍ୟ କାରଣ । ପଞ୍ଜାବରେ ପ୍ରାୟ 22 ହଜାର ଫସଲ ଜାଳିବା ମାମଲା ସାମ୍ନାକୁ ଆସିଥିବା ବେଳେ ହରିୟାଣାରେ 4 ହଜାର 2 ଶହ ଫସଲ ଜଳାଯାଇଛି । ଏହା ଫଳରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢିବାକୁ ଲାଗିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.