ETV Bharat / bharat

‘ରାଜ୍ୟରେ ଖେଚୁଡ଼ି ନୁହେଁ, ଦରକାର ସ୍ଥାୟୀ ସରକାର’ - ଦେବେନ୍ଦ୍ର ଫଡ଼ାନାଭିସ

ଜନାଦେଶକୁ ଅପମାନିତ କରିଛି ଶିବସେନା । ତାହାର ପରିଣାମ ଭୋଗିବାର ସମୟ ଆସିଛି। ରାଜ୍ୟରେ ଖେଚୁଡ଼ି ନୁହେଁ, ଏକ ସ୍ଥାୟୀ ସରକାର ଦରକାର ବୋଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କହିଛନ୍ତି ଦେବେନ୍ଦ୍ର ଫଡ଼ାନାଭିସ।

ଫାଇଲ ଫଟୋ
author img

By

Published : Nov 23, 2019, 9:49 AM IST

ମୁମ୍ବାଇ: ସବୁ କଳ୍ପନାଜଳ୍ପନାରେ ଯବନିକା ପକାଇ ମହାରାଷ୍ଟ୍ରରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଦେବେନ୍ଦ୍ର ଫଡ଼ାନାଭିସ । ରାଜଭବନରେ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଫଡ଼ାନାଭିସ । ଆଉ ସବୁ ପରେ ମହାରାଷ୍ଟ୍ର ରାଜନୀତିରେ ନୂଆ ସମୀକରଣ ରଚିଥିବା ଏନସିପିକୁ ମିଳିଛି ଉପମୁଖ୍ୟନ୍ତ୍ରୀ ପଦ। ଦଳର ନେତା ଅଜିତ ପାୱାର ଉପମୁଖ୍ୟନ୍ତ୍ରୀ ଭାବେ ନେଇଛନ୍ତି ପଦ ଓ ଗୋପନୀୟତାର ଶପଥ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ଗଣମାଧ୍ୟମକୁ ରୋଚକଭରା ମନ୍ତବ୍ୟ ଦେଇଛନ୍ତି ଫଡ଼ାନାଭିସ । କହିଛନ୍ତି, ରାଜ୍ୟରେ ଦରକାର ଏକ ସ୍ଥାୟୀ ସରକାର । ଆବଶ୍ୟକ ନୁହେଁ ଖେଚୁଡ଼ି । ଜନାଦେଶକୁ ଅପମାନିତ କରିଛି ଶିବସେନା। ତେଣୁ ତାହାର ପରିଣାମ ତାକୁ ହିଁ ଭୋଗିବାକୁ ପଡ଼ିବ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ଫଡ଼ାନାଭିସ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.