ETV Bharat / bharat

ଦେଶରେ ସୋମବାର ହୋଇଛି 2,41,430 କୋରୋନା ଟେଷ୍ଟ: ICMR

author img

By

Published : Jul 7, 2020, 11:03 AM IST

ଭାରତରେ ଥିବା ସମସ୍ତ ପଞ୍ଜିକୃତ ଲ୍ୟାବରେ କୋରୋନା ଟେଷ୍ଟ କରାଯାଉଛି । ଯାହାକୁ ନେଇ ବର୍ତ୍ତମାନ ସୁଦ୍ଧା 1 କୋଟି 2 ଲକ୍ଷ କରାଯାଇଛି କୋରୋନା ନମୁନା ଟେଷ୍ଟ । ଅଧିକ ପଢନ୍ତୁ...

ଦେଶରେ ସୋମବାର 2,41,430ଟି କୋରୋନା ଟେଷ୍ଟ କରାଯାଇଛି: ICMR

ନୂଆଦିଲ୍ଲୀ: ଭାରତରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । କିଛି ଦିନ ହେବ ପ୍ରତ୍ୟେକ ଦିନ 20 ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ସଂଖ୍ୟା ରେକର୍ଡ ହେବାରେ ଲାଗିଛି । ଯାହାଦ୍ବାରା ଦେଶରେ 7 ଲକ୍ଷ ପାର କରିଛି କୋରୋନା ସଂକ୍ରମଣ ସଂଖ୍ୟା ।

ସେହି ଅନୁସାରେ କୋରୋନା ଟେଷ୍ଟ ମଧ୍ୟ ବୃଦ୍ଧି ପାଉଛି । ପ୍ରତ୍ୟେକ ଦିନ ଲକ୍ଷାଧିକ ପରୀକ୍ଷା କରାଯାଉଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର ) ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ 2 ଲକ୍ଷ 41 ହଜାର 430ଟି ନମୁନା ପରୀକ୍ଷା କରାଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ 6 ଜୁଲାଇ ସୋମବାର ସୁଦ୍ଧା 1 କୋଟି 2 ଲକ୍ଷ 11 ହଜାର 92ଟି କୋରୋନା ନମୁନା ପରୀକ୍ଷା କରାଯାଇଛି ।

ତେବେ ବର୍ତ୍ତମାନ ଦେଶରେ 7 ଲକ୍ଷ 19 ହଜାର 665 ସଂକ୍ରମଣ ମାମଲା ପାର କରିଥିବାବେଳେ, ଏଥିରେ 20 ହଜାର 160 ଛୁଇଁଛି ମୃତ୍ୟୁ ସଂଖ୍ୟା । ସେଥିମଧ୍ୟରୁ , 4 ଲକ୍ଷ 39 ହଜାର 948 ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ 2 ଲକ୍ଷ 59 ହଜାର 557ଟି ମାମଲା ସକ୍ରିୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.