ETV Bharat / bharat

ଦେଶରେ 24 ଘଣ୍ଟାରେ 12881 କୋରୋନା ପଜିଟିଭ, 334 ମୃତ୍ୟୁ ରେକର୍ଡ - corona updates

ଦେଶରେ 3 ଲକ୍ଷ 54ହଜାର କୋରୋନା ପଜିଟିଭ,  ମୃତ୍ୟୁ ସଂଖ୍ୟା 11903

author img

By

Published : Jun 18, 2020, 6:26 AM IST

Updated : Jun 18, 2020, 10:43 AM IST

10:40 June 18

ଦେଶରେ 24 ଘଣ୍ଟାରେ 12881 କୋରୋନା ପଜିଟିଭ, 334 ମୃତ୍ୟୁ ରେକର୍ଡ

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ 12881 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ 334 କୋରୋନା ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ମୋଟ କୋରୋନା ପଜିଟିଭ ସଂଖ୍ୟା 1366946ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 12237କୁ ବୃଦ୍ଧି ପାଇଛି । ମୋଟ 194325 ଜଣ ଡିସଚାର୍ଜ ହୋଇଥିବା ବେଳେ  160384ଟି ସକ୍ରିୟ ମାମଲା ରହିଛି । ଏନେଇ ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 50057 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 6103, ଦିଲ୍ଲୀରେ 27741, ତାମିଲନାଡୁରେ 21993, ରାଜସ୍ଥାନରେ 2762, ମଧ୍ୟପ୍ରଦେଶରେ 2374, ଉତ୍ତରପ୍ରଦେଶରେ 5259, ଆନ୍ଧ୍ରପ୍ରଦେଶରେ 3340, ତେଲେଙ୍ଗାନା 2412, କର୍ଣ୍ଣାଟକରେ 2828, କେରଳରେ 1351 ଓ ଓଡିଶାରେ 1280 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 5651 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1560, ମଧ୍ୟପ୍ରଦେଶରେ 482, ଦିଲ୍ଲୀରେ 1904, ଆନ୍ଧ୍ରପ୍ରଦେଶରେ 90, ତାମିଲନାଡୁରେ 576, କର୍ଣ୍ଣାଟକରେ 102 ଓ ତେଲେଙ୍ଗାନାରେ 192 ଜଣଙ୍କ ମୃତ୍ୟୁ ହୋଇଛି ।

06:08 June 18

ଦେଶରେ 3 ଲକ୍ଷ 54ହଜାର କୋରୋନା ପଜିଟିଭ, ମୃତ୍ୟୁ ସଂଖ୍ୟା 11903

ଦେଶରେ 3 ଲକ୍ଷ 54ହଜାର କୋରୋନା ପଜିଟିଭ,  ମୃତ୍ୟୁ ସଂଖ୍ୟା 11903
ଦେଶରେ 3 ଲକ୍ଷ 54ହଜାର କୋରୋନା ପଜିଟିଭ, ମୃତ୍ୟୁ ସଂଖ୍ୟା 11903

ନୂଆଦିଲ୍ଲୀ: ଦେଶରେ ମୋଟ ପଜିଟିଭ ସଂଖ୍ୟା 3ଲକ୍ଷ 54ହଜାର 65 ରହିଥିବା ବେଳେ କୋରୋନା ମୃତ୍ୟୁ ସଂଖ୍ୟା 11ହଜାର 9ଶହ 3କୁ ବୃଦ୍ଧି ପାଇଛି ।  ମୋଟ 1ଲକ୍ଷ 86ହଜାର 9ଶହ 35 ଜଣ ଡିସଚାର୍ଜ ହୋଇଥିବା ବେଳେ 1ଲକ୍ଷ 55ହଜାର 2ଶହ 27ଟି ସକ୍ରିୟ ମାମଲା ରହିଛି । ଏନେଇ ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 50057 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 5962, ଦିଲ୍ଲୀରେ 26351, ତାମିଲନାଡୁରେ 20709, ରାଜସ୍ଥାନରେ 3059, ମଧ୍ୟପ୍ରଦେଶରେ 2455, ଉତ୍ତରପ୍ରଦେଶରେ 5064, ଆନ୍ଧ୍ରପ୍ରଦେଶରେ 3244, ତେଲେଙ୍ଗାନା 2188, କର୍ଣ୍ଣାଟକରେ 2980, କେରଳରେ 1366 ଓ ଓଡିଶାରେ 1178 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 5537 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1533, ମଧ୍ୟପ୍ରଦେଶରେ 476, ଦିଲ୍ଲୀରେ 1837, ଆନ୍ଧ୍ରପ୍ରଦେଶରେ 88, ତାମିଲନାଡୁରେ 528, କର୍ଣ୍ଣାଟକରେ 94  ଓ ତେଲେଙ୍ଗାନାରେ 191 ଜଣଙ୍କ ମୃତ୍ୟୁ ହୋଇଛି ।

Last Updated : Jun 18, 2020, 10:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.