ETV Bharat / bharat

ଦିଲ୍ଲୀରେ ବଢୁଛି ପ୍ରଦୂଷଣର ମାତ୍ରା, ଏକ୍ୟୁଆଇରେ ଗାଜିଆବାଦର ଲୋନି ସହର ସର୍ବାଧିକ 331 - ଦିଲ୍ଲୀର ପ୍ରଦୂଷଣର ମାତ୍ରା ସର୍ବାଧିକ

ଦିଲ୍ଲୀର ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ସୂଚନାନୁଯାୟୀ, ଗାଜିଆବାଦର ଲୋନୀ ଅଞ୍ଚଳରେ ପ୍ରଦୂଷଣର ମାତ୍ରା 331 ଏକ୍ୟୁଆଇ ଯାହାକି ଦିଲ୍ଲୀରେ ସର୍ବାଧିକ ।

pollution level is recorded in delhi
ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ସର୍ବାଧିକ
author img

By

Published : Feb 18, 2020, 3:33 AM IST

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ବିଶେଷକରି ଦିଲ୍ଲୀ ଗାଜିଆବାଦର ଲୋନି ଅଞ୍ଚଳରେ ପ୍ରଦୂଷଣର 331 ଏକ୍ୟୁଆଇ ଅଛି ଯାହାର ମାତ୍ରା ସବୁଠାରୁ ଅଧିକ । ରାଜଧନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଲଗାତାର ବଢୁଥିବାରୁ ସହରବାସୀଙ୍କୁ ବହୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ତେବେ ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣ ସ୍ତର ସମ୍ବଦ୍ଧରେ ନିୟନ୍ତ୍ରଣ ବୋର୍ଡ ଅଧିକାରୀ କହିଛନ୍ତି ଯେ, ସୋମବାର ଗାଜିଆବାଦରେ ପ୍ରଦୂଷଣ ସ୍ତର 312 ଏକ୍ୟୁଆଇ ଥିବାବେଳେ ଲୋନୀ ଅଞ୍ଚଳରେ 331 ଏକ୍ୟୁଆଇ ଯାହାକି ଦିଲ୍ଲୀରେ ସର୍ବାଧିକ ।

pollution level is recorded in delhi
ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ସର୍ବାଧିକ

ତେବେ ଯେତେବେଳେ ଏକ୍ୟୁଆଇ 0-50 ଥାଏ ତେବେ ତାକୁ ଭଲ ଶ୍ରେଣୀଭୁକ୍ତ ମାନାଯାଉ ଥିବାବେଳେ (50-100)ସନ୍ତୋଷଜନକ,(101-200)ମଧ୍ୟମ ଶ୍ରେଣୀଭୁକ୍ତ,(201-300)ଖରାପ ଶ୍ରେଣୀଭୁକ୍ତ, (301-400) ଅତ୍ୟନ୍ତ ଖରାପ ଏବଂ (401-500) ଅତି ଗମ୍ଭୀର ଶ୍ରେଣୀଭୁକ୍ତ ମାନାଯାଇଥାଏ ।

ଦିଲ୍ଲୀ ଏନସିଆରରେ ସବୁଠାରୁ ଅଧିକ ପ୍ରଦୂଷିତ ସହର ଗାଜିୟାବାଦ । ଆସନ୍ତୁ ଦେଖିବା ମଙ୍ଗଳବାର ଏୟାର ଇଣ୍ଡେକ୍ସରେ କେତେ ରହିଛି ପ୍ରଦୂଷଣର ମାତ୍ରା...

ଦିଲ୍ଲୀ -289

ଗୁରୁଗ୍ରାମ- 209

ଗ୍ରେଟର ନୋଏଡ଼ା- 280

ନୋଏଡା- 274

ଗାଜିୟାବାଦ- 331

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.