ETV Bharat / bharat

ସାମାଜିକ ଦୂରତ୍ବ ପାଇଁ ଗଛରେ ଘର କଲେ ଓକିଲ - utterpradeshlawyer made the house a tree for social distance

ଉତ୍ତରପ୍ରେଦେଶରେ ମହାମାରୀରୁ କୋରୋନାର ସଂକ୍ରମଣରୁ ବର୍ତ୍ତିବା ପାଇଁ ଓକଲିଙ୍କ ଅଭିନବ ଉପାୟ । ଦିନକୁ ଦିନ ବୃଦ୍ଧି ପାଉଥିବା ମହାମାରୀ କୋରୋନା ଯୋଗୁଁ ସେ ଗଛରେ ଗୃହ ନିର୍ମାଣ କରି ସାମାଜିକ ଦୂରତ୍ବ ଅବଲମ୍ବନ କରୁଛନ୍ତି । ଅଧିକ ପଢନ୍ତୁ...

the-lawyer-made-the-house-a-tree-for-social-distance

author img

By

Published : Apr 10, 2020, 12:23 PM IST

ଲକ୍ଷ୍ନୌ: ଉତ୍ତରପ୍ରେଦେଶରେ ମହାମାରୀରୁ କୋରୋନାର ସଂକ୍ରମଣରୁ ବର୍ତ୍ତିବା ପାଇଁ ଓକଲିଙ୍କ ଅଭିନବ ଉପାୟ। ସାମାଜିକ ଦୂରତ୍ବ ଅବଲମ୍ବନ ପାଇଁ ଗଛରେ ଘର କଲେ ଓକିଲ । ଦିନକୁ ଦିନ ବୃଦ୍ଧି ପାଉଥିବା ମହାମାରୀ କୋରୋନା ଯୋଗୁଁ ସେ ଗଛରେ ଗୃହ ନିର୍ମାଣ କରି ସାମାଜିକ ଦୂରତ୍ବ ଅବଲମ୍ବନ କରୁଛନ୍ତି ।

the-lawyer-made-the-house-a-tree-for-social-distance
ସାମାଜିକ ଦୂରତ୍ବ ଅବଲମ୍ବନ ପାଇଁ ଗଛରେ ଘର କଲେ ଓକିଲ

ଉତ୍ତରପ୍ରଦେଶ ଗାଜିଆବାଦ ଜିଲ୍ଲାର ହାପୁରର ମୁକୁଲ ତ୍ୟାଗୀ ନାମକ ବ୍ୟକ୍ତି ପେଶାରେ ଓକିଲ । କୋରୋନା ଲକଡାଉନ୍ ସମୟରେ ନିଜ ଗ୍ରାମ ଆସାଉରାରେ ଗଛରେ ଗୃହ ନିର୍ମାଣ କରିଛନ୍ତି | ଏହି ମହାମାରୀକୁ ପ୍ରତିରୋଧ କରିବାର ଏକମାତ୍ର ଉପାୟ ହେଉଛି ଡାକ୍ତରଙ୍କ ଉପଦେଶ ଅନୁଯାୟୀ ସାମାଜିକ ଦୂରତ୍ବ ଅବଲମ୍ବନ କରିବା । ଏହି କାରଣରୁ ମୁଁ ନିରାପଦରେ ରହିବାକୁ ମନସ୍ଥ କରିଥିଲି । ବର୍ତ୍ତମାନ ମୁଁ ଏହାକୁ ଉପଭୋଗ କରୁଛି । ଗଛରେ ଆଶ୍ରୟ ନେବା ପାଇଁ ସେ ସମସ୍ତ ପ୍ରକାରର ବନ୍ଦୋବସ୍ତ କରିଛନ୍ତି । ଏହି ସମୟରେ ସେ ବିଭିନ୍ନ ବହି ଯଥା ରାମାୟଣ ଓ ଭଗବତ ଗୀତା ଇତ୍ୟାଦି ପଢାପଢିରେ ମନୋନିବେଶ କରିଛନ୍ତି ।

ମହାମାରୀ କୋରୋନା ସାରା ଭାରତରେ ଆତଙ୍କ ଜାରି ରଖିଥିଲାବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ପ୍ରତିହତ ବା ରୋକିବା ପାଇଁ ଏକମାତ୍ର ଉପାୟ ସାମାଜିକ ଦୂରତ୍ବ । ଏହା ଦ୍ବାରା ମହାମାରୀ ଭାଇରସ କବଳରୁ ରକ୍ଷା ପାଇପାରିବା । ଏ ନେଇ ସରକାର ଲୋକଙ୍କୁ ସାମାଜିକ ଦୂରତ୍ବ ଅବଲମ୍ବଲ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.