ETV Bharat / bharat

ଭାରତ ସରକାରଙ୍କୁ ଠାରୁ ‘କୋଭିସିଲ୍ଡ’ ଅର୍ଡର ପାଇଲା ସେରମ୍ ଇନଷ୍ଟିଚ୍ୟୁଟ

author img

By

Published : Jan 11, 2021, 4:49 PM IST

Updated : Jan 11, 2021, 5:07 PM IST

‘କୋଭିଶିଲ୍ଡ’ ଅର୍ଡର ପାଇଲା ସେରମ୍ ଇନଷ୍ଟିଚ୍ୟୁଟ

16:42 January 11

ଭାରତ ସରକାରଙ୍କୁ ଠାରୁ ‘କୋଭିସିଲ୍ଡ’ ଅର୍ଡର ପାଇଲା ସେରମ୍ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ: ଭାରତର ମେଗା କୋଭିଡ -19 ଟୀକାକରଣ ଅଭିଯାନ । ଏନେଇ  ଭାରତ ସରକାର ସୋମବାର କହିଛନ୍ତି ଯେ HLL କେୟାର ମାଧ୍ୟମରେ ନିର୍ମିତ ଅକ୍ସଫୋର୍ଡ କୋଭିଡ-19 ଟିକା ‘କୋଭିସିଲ୍ଡ’ର 11 ମିଲିୟନ ଡୋଜ କିଣିବାକୁ ପ୍ରସ୍ତୁତ । ଆଜି( ସୋମବାର) ସନ୍ଧ୍ୟାରୁ ଟିକା ଯୋଗାଣ  ଆରମ୍ଭ ହେବ । ଅନ୍ୟପକ୍ଷେ ସେରମ୍ ଇନଷ୍ଟିଚ୍ୟୁଟ ମଧ୍ୟ ଭାରତ ସରକାରଙ୍କ ଠାରୁ କୋଭିଶିଲ୍ଡ ଟିକାର ଅର୍ଡର ପାଇଛନ୍ତି ବୋଲି ସୂଚନା ଦେଇଛି ।  

ସରକାରଙ୍କୁ ଟିକା 200 ଟଙ୍କାରେ ବିକ୍ରି କରାଯିବ । ସରକାର  କୋଭିଡ-19 ଟିକା ପାଇଁ ଘରୋଇ କମ୍ପାନୀ ଭାରତ ବାୟୋଟେକ୍ ସହିତ ଏକ କ୍ରୟ ଚୁକ୍ତି ସ୍ବାକ୍ଷର କରିଛନ୍ତି । କୋଭିଶିଲ୍ଡ ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ବ୍ରିଟିଶ-ସ୍ବିଡେନ କମ୍ପାନୀ ଆଷ୍ଟ୍ରା ଜେନେକା ଦ୍ବାରା ସେରମ୍ ଇନଷ୍ଟିଚ୍ୟୁଟ ସହଯୋଗରେ ବିକଶିତ ହୋଇଛି ।

ପ୍ରକାଶଥାଉକି, ଭାରତ ସରକାର 300 ମିଲିୟନ ଲୋକଙ୍କ ପାଇଁ 600 ମିଲିୟନ ଡୋଜ୍ ଅର୍ଡର କରିଛି । 6-8 ମାସ ମଧ୍ୟରେ ଏହି ଯୋଗାଣ କରାଯିବ । ଏହାସହ ଜରୁରୀକାଳିନ ବ୍ୟବହାର ପାଇଁ 50 ମିଲିୟନ ଡୋଜର ବ୍ୟବସ୍ଥା କରାଯାଇଛି । ତେବେ 2 ଟି ପର୍ଯ୍ୟାୟରେ ଡ୍ରାଏ ରନ୍ କରାଯିବ । ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ଡ୍ରାଏ୍ ରନ୍ ସମସ୍ତ 615 ଜିଲ୍ଲାରେ କରାଯିବ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

Last Updated : Jan 11, 2021, 5:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.