ETV Bharat / bharat

ଚଳନ୍ତା ଟ୍ରେନରେ ଷ୍ଟଣ୍ଟ ନେଲା ଜୀବନ, ଯୁବକ ମୃତ - performing stunts in Local Train

ଚଳନ୍ତା ଟ୍ରେନରେ ଷ୍ଟଣ୍ଟ କରିବା ଯୁବକଙ୍କୁ ମହଙ୍ଗା ପଡିଛି। ଯାହାଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଛି। ଅଧିକ ଖବର ପଢନ୍ତୁ...

_thane
ଚଳନ୍ତା ଟ୍ରେନରେ ଷ୍ଟଣ୍ଟ ନେଲା ଜୀବନ,ଯୁବକ ମୃତ
author img

By

Published : Dec 30, 2019, 12:01 PM IST

ମୁମ୍ବାଇ: ସୋସିଆଲ ମିଡିଆ ନିଶା ଏବେ ସମସ୍ତଙ୍କୁ ପାଗଳ କରିଛି। ବିଭିନ୍ନ ପ୍ରକାର ଷ୍ଟଣ୍ଟ, ଡ୍ୟାନ୍ସ ଭିଡିଓ କରି ଏହାକୁ ଫେସବୁକରେ ପୋଷ୍ଟ କରି ଲାଇକ୍, କମେଣ୍ଟ ଓ ସେୟାର ସାଉଁଟିବାରେ ଲାଗି ପଢିଛନ୍ତି ଯୁବପିଢି। ହେଲେ ଏହି କାର୍ଯ୍ୟ କରିବାବେଳେ ଅନେକ ଅଘଟଣ ଘଟିବାର ନଜିର ରହିଛି। ଏହାକୁ ନେଇ ସଚେତନା କରାଯାଉଥିଲେ ବି ଯଥା ପୂର୍ବଂ ତଥା ପରଂ।

ଚଳନ୍ତା ଟ୍ରେନରେ ଷ୍ଟଣ୍ଟ ନେଲା ଜୀବନ,ଯୁବକ ମୃତ

ବର୍ତ୍ତମାନ ସେହିପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ଯୁବକକୁ ଚଳନ୍ତା ଟ୍ରେନରେ ଷ୍ଟଣ୍ଟ କରିବା ମହଙ୍ଗା ପଡିଛି। ଘଟଣାସ୍ଥଳରେ ଯୁବକଟିର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ମହାରାଷ୍ଟ୍ର ଥାନେର ଦିଲସାନ ।

ସୂଚନା ଅନୁସାରେ, 20 ବର୍ଷୀୟ ଏହି ଯୁବକଟି ଲୋକାଲ ଟ୍ରେନରେ ତାର ସାଙ୍ଗମାନଙ୍କ ସହ ଭାଇର ବିବାହ ପାଇଁ ଡ୍ରେସ କିଣିବାକୁ ଗୋଭାନ୍ଦୀ ଯାଉଥିଲେ। ଏହି ସମୟରେ ସେ ସାଙ୍ଗମାନଙ୍କ ସହ ଟ୍ରେନରେ ମଜ୍ଜା ମସ୍ତି କରିବା ସହ ବାହାରେ ଷ୍ଟଣ୍ଟ ପ୍ରଦର୍ଶନ କରୁଥିଲେ। ହେଲେ ଏକ ଖୁଣ୍ଟରେ ପିଟି ହୋଇଯିବାରୁ ଯୁବକଟିର ମୃତ୍ୟୁ ଘଟିଛି।

ଷ୍ଟଣ୍ଟର ଭିଡିଓ ଦିଶାନ୍ତଙ୍କ ସାଙ୍ଗମାନଙ୍କ ଦ୍ବାରା ରେକର୍ଡ ହେଉଥିବାର ଦେଖିବାକୁ ମିଳୁଛି। ଏହାସହ ଯୁବକଟି ଖୁଣ୍ଟରେ ପିଟି ହୋଇ ଟ୍ରେନର କମ୍ପାର୍ଟମେଣ୍ଟ ଭିତରେ ପଡିଯାଇଥିଲେ। ଖବର ଥାଉକି, ଯୁବକଟି ଏହି କିଛିଦିନ ହେବ ଏକ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ବିଧିର ବିଧାନ ହିଁ କିଛି ଅଲଗା। ନିଜର ଭୁଲ ପାଇଁ ଅକାରଣରେ ଚାଲିଗଲା ଜୀବନ।

Intro:लोकल ट्रेनमध्ये स्टंट करणे पडले महागात एका युवकाचा गेला बळीBody:कल्याणच्या 20 वर्षीय तरुणाचा लोकल बाहेर लटकत असताना खांब लागून झाला मृत्यू दिलशांत खान असे त्याचे नाव, केवळ 20 वर्षाचा होता, जानेवारी 21 ला त्याला 21 वे वर्ष लागणार होते,
गुरुवारी दिलशांत त्याच्या मित्रासोबत गोवंडीला भावाच्या लग्नासाठी कपडे घ्यायला जात होता, त्यावेळी दिवा आणि मुंब्रा जवळ लोकल बाहेर लटकून प्रवास करत होता, मात्र अचानक एक खांब आला आणि त्याचा फटका दिलशांतला बसला त्यामुळे तो लोकल डब्यात कोसळला, हे सर्व त्याचा मित्र मोबाईल मध्ये रेकॉर्ड करत होता, त्यामुळे चुकी दिलशांतची असल्याचे झाले स्पष्ट
दिलशांत नुकताच एका अंबुलेन्स वर ड्रायव्हर म्हणून कामाला लागला होता, मात्र स्वतःच्या चुकीने त्याने जीव गमावला
लोकल ट्रेन मधे स्टंट करताना आतापर्यंत अनेकांचा जीव गेल आहे या अपघातात देखील दिलशान्त स्टंट करताना त्याच्या मित्राणी त्याचा वीडियो मोबाइल वर शुट केला आहेConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.