ETV Bharat / bharat

ଜମ୍ମୁ-କାଶ୍ମୀରରେ ଗ୍ରେନେଡ ଆଟାକ, 6 ଆହତ - Terrorists lobbed a grenade

ଉତ୍ତର କାଶ୍ମୀରର ବରମୁଲା ଜିଲ୍ଲାରେ ପ୍ରତିରକ୍ଷା ବାହିନୀର ଗାଡ଼ି ଉପରକୁ ଗ୍ରେନେଡ ମାଡ କରାଯାଇଛି ।ଏଥିରେ 6 ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ଜଣାପଡିଛି ।

ଜମ୍ମୁ-କାଶ୍ମୀରରେ ଗ୍ରେନେଡ ଆଟାକ, 6 ଆହତ
ଜମ୍ମୁ-କାଶ୍ମୀରରେ ଗ୍ରେନେଡ ଆଟାକ, 6 ଆହତ
author img

By

Published : Aug 31, 2020, 4:44 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣିଥରେ ଯବାନଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଉତ୍ତର କାଶ୍ମୀରର ବାରମୁଲା ଜିଲ୍ଲାରେ ସେନାର ଗାଡି ଉପରକୁ ଗ୍ରେନେଡ ମାଡ କରାଯାଇଛି । ତେବେ ଗ୍ରେନେଡ ରାସ୍ତାକଡରେ ହିଁ ବିସ୍ଫୋରଣ ହୋଇଯାଇଥିଲା । ଏଥିରେ 6 ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ଜଣାପଡିଛି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଜମ୍ମୁ-କାଶ୍ମୀରରେ ଗ୍ରେନେଡ ଆଟାକ, 6 ଆହତ

ସେପଟେ ଆକ୍ରମଣକାରୀଙ୍କୁ ଧରିବାକୁ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେmନ ଆରମ୍ଭ କରିଛନ୍ତି ସୁରକ୍ଷାକର୍ମୀ । ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବାରମୁଲାର ଆଜାଦ ଗୁଞ୍ଜ ନିକଟରେ ସେନାର ଗାଡିକୁ ଟାର୍ଗେଟ କରି କିଛି ସନ୍ଦିଗ୍ଧ ଆତଙ୍କବାଦୀ ଗ୍ରେନେଡ ମାଡ କରିଥିଲେ । ତେବେ ଟାର୍ଗେଟ ଫେଲ ହେବା ଯୋଗୁଁ ଗ୍ରେନେଡ ରାସ୍ତାକଡରେ ହିଁ ପଡି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ 6 ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ସେମାନଙ୍କର ଚିକିତ୍ସା ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.