ETV Bharat / bharat

ସିଆରପିଏଫ କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ, ଜଣେ ଯବାନ ଆହତ

କୁଲଗାମ ଜିଲ୍ଲାର ନେହାମା ଠାରେ ଥିବା ସିଆରପିଏଫ କ୍ୟାମ୍ପ ବାହାରେ ଥିବା ବଙ୍କର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି।

ସିଆରପିଏଫ କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ, ଜଣେ ଆହତ

author img

By

Published : Aug 17, 2020, 9:41 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ପୁଣି ଟାର୍ଗେଟ କଲେ ଆତଙ୍କବାଦୀ । କୁଲଗାମ ଜିଲ୍ଲାର ନେହାମା ଠାରେ ଥିବା ସିଆରପିଏଫ କ୍ୟାମ୍ପ ବାହାରେ ଥିବା ବଙ୍କର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଘଟଣାପରେ ସମଗ୍ର ଅଞ୍ଚଳରେ ଘେରାବନ୍ଦୀ କରି ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ କରାଯାଉଛି ।

ଏହା ପୂର୍ବରୁ ସୋମବାର ବାରାମୁଲ୍ଲା ଜିଲ୍ଲା କ୍ରେରି ଅଞ୍ଚଳରେ ସିଆରପିଏଫର ନାକା ପାର୍ଟି ଉପରକୁ ଆତଙ୍କୀ ହମଲା ହୋଇଛି । ଆତଙ୍କୀଙ୍କ ଗୁଳିରେ ଜଣେ ପୋଲିସ ଅଧିକାରୀ ଓ 2 ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିଲେ। ତେବେ ଏହାର ଜବାବରେ 2 ଆତଙ୍କୀଙ୍କୁ ନିପାତ କରିଥିଲେ ସୁରକ୍ଷାକର୍ମୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.