ETV Bharat / bharat

ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

author img

By

Published : Jun 5, 2020, 5:34 AM IST

ଏହି ଅଞ୍ଚଳକୁ ସେନା ବାହିନୀ ଦ୍ବାରା କର୍ଡନ କରାଯାଇଛି । ଅପରେସନ୍ ଜାରି ରହିଛି ।

terrorist-killed-in-encounter-with-security-forces-in-j-k
ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀର ରାଜଔରୀ ଜିଲ୍ଲା କାଲାକୋଟେ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଜଣେ ଆତଙ୍କବାଦୀକୁ ନିହତ କରିଥିବା ଜଣାପଡିଛି । ଖବର ଅନୁଯାୟୀ ଏନକାଉଣ୍ଟର ସ୍ଥାନରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ମଧ୍ୟ ଜବତ କରାଯାଇଛି । ଏହି ଅଞ୍ଚଳକୁ ସେନା ବାହିନୀ ଦ୍ବାରା କର୍ଡନ କରାଯାଇଛି । ଅପରେସନ୍ ଜାରି ରହିଛି ।

ଡିଜି ରାଜଓରୀ-ପୁଞ୍ଚ ରେଞ୍ଜ କହିଛନ୍ତି, "ଅପରାହ୍ନରେ ମିଳିଥିବା ସୂଚନାକୁ ଆଧାର କରି ସୁରକ୍ଷା ବାହିନୀ ଏକ ଅପରେସନ୍ ଆରମ୍ଭ କରିଥିଲେ । ଏଥିରେ ଜଣେ ଆତଙ୍କବାଦୀକୁ ଏନକାଉଣ୍ଟର କରାଯାଇଛି । ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି । ଅପରେସନ୍ ଜାରି ରହିଛି । "

ଏଥିସହ ସେ କହିଛନ୍ତି ଯେ ସୁରକ୍ଷା ବାହିନୀ ଦ୍ବାରା ଏହି ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ଏହି ଘଟଣାରେ ଆତଙ୍କବାଦୀଙ୍କ ସଂଖ୍ୟା ଉପରେ କୌଣସି ମନ୍ତବ୍ୟ ଦେବାକୁ ସେ ମନା କରି ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.